• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Winter Session

what precautions should be taken when using a immersion rod
Warning: ପାଣି ଗରମ ପାଇଁ ହିଟିଂ ରଡ୍‌ ବ୍ୟବହାର କରୁଛନ୍ତି କି… ଏସବୁ ପ୍ରତି ଦିଅନ୍ତୁ ନଜର, ନଚେତ…

ଶୀତଋତୁରେ ପ୍ରାୟ ସମସ୍ତେ ଗରମ ପାଣି ଉପରେ ବ୍ୟବହାର କରନ୍ତି। ଆପଣ ଯଦି ଗରମ ପାଣି ପାଇଁ ହିଟିଂ ରଡ୍ ବ୍ୟବହାର କରୁଛନ୍ତି, ତେବେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ। ଯଦି ଆପଣ ଏହିସବୁ ଜିନିଷ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ବଡ ଅସୁବିଧା ହୋଇପାରେ।

Odisha Assembly
କାଲିଠୁ ବିଧାନସଭାର ଶୀତ ଅଧିବେଶନ; ସୁରକ୍ଷାରେ ନିୟୋଜିତ ହେବେ ୨୮ ପ୍ଲାଟୁନ ପୋଲିସ

ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି ।

Winter session
୨୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ

ବିଭିନ୍ନ ପ୍ରସଙ୍ଗରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି ।

Padmapur Bypoll
ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଖାଁ ଖାଁ ବିଧାନସଭା ପରିସର..

ଶୀତକାଳୀନ ଅଧିବେଶନର ପ୍ରଥମ ଦିନ । ଖାଁ ଖାଁ ବିଧାନସଭା ପରିସର । କାରଣ ବିଧାନସଭା ଉପରେ ପଡିଛି ପଦ୍ମପୁର ଉପନିର୍ବାଚନର ଇଫେକ୍ଟ । ଉପନିର୍ବାଚନ ଲାଗି ବିଜେଡିର ମାଳମାଳ ମନ୍ତ୍ରୀ, ବିଧାୟକ ପ୍ରଚାରରେ ମାତିଛନ୍ତି । ତେଣୁ ବିଧାନସଭାରେ ବିଧାୟକ ମରୁଡ଼ି ସ୍ଥିତି ।

Odisha Assembly
କାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ : ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ

Congress MLA Tara Bahinipati
ପୂଜକ ବେଶରେ ଆସି ବିଧାନସଭାରେ ଗଙ୍ଗା ଜଳ ଛିଞ୍ଚିଲେ ତାରା

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପୂଜକ ବେଶରେ ଆସି ବିଧାନସଭା ମଧ୍ୟରେ ଗଙ୍ଗା ଜଳ ଛିଞ୍ଚି ଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରବେଶ ଯୋଗୁ ପବିତ୍ର ଗୃହ ଅପବିତ୍ର ହୋଇଥିବା ଦର୍ଶାଇ ତାରା ଗଙ୍ଗା ଜଳ ଛିଞ୍ଚିଥିଲେ। 

Odisha Assembly Winter Session From Today, Law & Order Situation To Take Centrestage
ଶୀତ ଅଧିବେଶ ହେବ ଗରମ : ଶାସକଦଳକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ଶୀତ ଅଧିବେଶ ହେବ ଗରମ : ଶାସକଦଳକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ…

 Congress Legislators Stage Dharna
ବିଧାନସଭା ଗେଟ୍‌ ଆଗରେ କଂଗ୍ରେସର ଧାରଣା

ବିଧାନସଭା ଆରମ୍ଭରୁ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭାର ପ୍ରବେଶ ଦ୍ୱାରରେ ବସି କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି। 

Winter Session Of Parliament From Today, 26 Bills On Agenda
କ୍ରିପ୍ଟୋ କରେନ୍ସି ନିୟନ୍ତ୍ରଣ ବିଲ୍ ପାସ୍ କରାଇବା ଲାଗି ସରକାର ଯୋଜନା

ଆଜି ସଂସଦର ଶୀତ ଅଧିବେଶନ । ଆସିପାରେ କୃଷି ଆଇନ ଉଚ୍ଛେଦ ବିଲ୍ । ସେପଟେ ରାଜ୍ୟରେ ବିଧାନସଭାରେ ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।

Parliament Winter Session
ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ : ଆସିପାରେ କୃଷି ଆଇନ ଉଚ୍ଛେଦ ବିଲ୍

ସଂସଦ ଶୀତ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି | ତେବେ ଏଥର ସଂସଦର ଶୀତକାଳୀନ ଅଧିବେଶନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।କାରଣ ସରକାର ତିନିଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ, ଯଦ୍ୱାରା ଗୃହରେ ଜୋରଦାର ବିତର୍କ ହେବାର ସମ୍ଭାବନା ରହିଛି।

All Party Meeting Today Ahead Of Winter Session Of Parliament
ଶୀତ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ। କିଭଳି ଅଧିବେଶନ ସୁରୁଖୁରୁରେ ଚାଲିପାରିବ, ସେନେଇ ଆଜି ବସିବ ସର୍ବଦଳୀୟ ବୈଠକ।

No Ruckus In Assembly
ବାଚସ୍ପତି କହିଲେ ଆଉ ଚାଲିବନି ହଙ୍ଗାମା, ବିରୋଧୀ କହିଲେ ଆମେ ତ କହିବୁ

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ହେଉ କି ପ୍ରଶ୍ନକାଳ ଏସବୁ ସମୟରେ ଆଉ ଚଳିବନି ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣ । ଏସବୁ ନକରିବାକୁ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅବଗତ କରିଛନ୍ତି ।

odisha assembly
ଏଣିକି ବିଧାନସଭାରେ ଆଉ ଚାଲିବ ନାହିଁ ବିରୋଧୀଙ୍କ ହୋହାଲ୍ଲା କି ମାଇକ୍‌ ଭଙ୍ଗା?

ଏଣିକି ବିଧାନସଭାରେ ଆଉ ଚାଲିବ ନାହିଁ ବିରୋଧୀଙ୍କ ହୋହାଲ୍ଲା କି ମାଇକ୍‌ ଭଙ୍ଗା? କେବଳ ଉନ୍ନତି ନେଇ କହିବେ ଓ ପ୍ରଶ୍ନ ପଚାରିବେ ସଦସ୍ୟ

Odisha Assembly
ପ୍ରଶ୍ନକାଳ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିଧାନସଭାରେ ହୋହାଲ୍ଲା କରିପାରିବେନି ବିଧାୟକ

ପ୍ରଶ୍ନକାଳ ସମୟରେ, ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋହାଲ୍ଲା କରିପାରିବେ ନାହିଁ। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି।

Odisha Assembly\'s Winter Session Likely To Commence On Dec 1
ଡିସେମ୍ବର ୧ରୁ ବିଧାନସଭା ଅଧିବେଶନ

ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତୁ ଚାଲିବ ଶୀତକାଳୀନ ଅଧିବେଶନI ଅଧିବେଶନ ରେ ୨୬ଟି କାର୍ଯ୍ୟଦିବସ, ୫ଟି ଛୁଟି ଦିବସ

Odisha Assembly
ଡିସେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧବେଶନ

ଡିସେମ୍ବର ୨୫ ଓ ୨୬ ଦୁଇ ଦିନ ଛୁଟି ରହିବ। ଏହି ଅଧିବେଶନରେ ମୁଖ୍ୟତଃ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟହେବା ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗ ଗୃହକୁ ସରଗରମ କରାଇବ।

Odisha Winter - Get Latest Updates
ଖସୁଛି ପାରଦ ବଢୁଛି ଶୀତ,

ସହରରେ ୧୫ ଡିଗ୍ରୀ ତଳେ ପାରଦ,ବର୍ଷର ପ୍ରଥମ ଶୀତର ମଜା ନେଉଛନ୍ତି ଲୋକେ। ଗତ ୨୪ ଘଣ୍ଟାରେ ୮ ସହରରେ ୧୫ ଡିଗ୍ରୀ ତଳେ ପାରଦ ।