• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Donald Trump
US Election: Donald Trumpଙ୍କୁ ମୋଦି କହିଲେ ‘ହୃଦୟରୁ ବଧାଇ ବନ୍ଧୁ’

ଟ୍ରମ୍ପଙ୍କ ୨ୟ ଇନିଂସରେ ନୂଆ ଶିଖର ଛୁଇଁବ ଭାରତ-ଆମେରିକା ସଂପର୍କ । ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା କହିଲେ ମୋଦି ।

Indian Railways
Indian Railways: ନୂଆ ରେକର୍ଡ କଲା ଭାରତୀୟ ରେଳ: ୨୪ ଘଣ୍ଟାରେ ଯାତ୍ରା କଲେ ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡର ଜନସଂଖ୍ୟାଠାରୁ ଅଧିକ ଯାତ୍ରୀ  

୪ ନଭେମ୍ବରରେ ୩ କୋଟିରୁ ଅଧିକ ଯାତ୍ରୀ ଭାରତୀୟ ରେଳ ଦ୍ୱାରା ଯାତ୍ରା କରିଛନ୍ତି । ଯାହା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ମିଳିତ ଜନସଂଖ୍ୟା ସହିତ ସମାନ । ଏଭଳି ବିରଳ ରେକର୍ଡ ସୃଷ୍ଟି କରି ପାରିଛି ଭାରତୀୟ ରେଳ ବିଭାଗ ।

PM Modi Congratulates Trump
US President Election Result 2024: Donald Trump ଙ୍କୁ ବଂଧୁ ସମ୍ବୋଧନ କରି ଶୁଭେଚ୍ଛା ଜଣାଇଲେ PM Narendra Modi; କହିଲେ...

କମଳା ହ୍ୟାରିସଙ୍କୁ ହରାଇ ଜିତିଲେ ଡୋନାଲ୍ଡ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଧୁ ସମ୍ବୋଧନ କରି ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

LMV licence holders can drive transport vehicles
Supreme Court On LMV Licence: ଡିଏଲ୍ ନିୟମରେ ବଡ଼ ପରିବର୍ତ୍ତନ; ଲାଇଟ୍ ଲାଇସେନ୍ସରେ ଚଳାଇ ହେବ ଭାରୀ ଯାନ

ଏଣିକି ଲାଇଟ୍ ମୋଟର ଭେହିକିଲ ଲାଇସେନ୍ସ ବା ହାଲୁକା ଯାନ ପାଇଁ ଲାଇସେନ୍ ପାଇଥିବା ଗାଡ଼ି ଚାଳକ ଭାରୀ ଯାନ ବି ଚଳାଇପାରିବେ। ଏଥିପାଇଁ ଆଉ ଅଲଗା ଅଥରାଇଜେସନର ଆବଶ୍ୟକତା ନାହିଁ।

ଜିତିଲେ ଟ୍ରମ୍ପ, ଷ୍ଟକ୍‌ ମାର୍କେଟରେ କ’ଣ ପଡ଼ିବ ପ୍ରଭାବ ?
US Election Results 2024: ଜିତିଲେ Donald Trump, ଭାରତୀୟ ସେୟାର ବଜାରରେ କ’ଣ ରହିବ ଏହାର ପ୍ରଭାବ ?

ଗ୍ଲୋବାଲ ବ୍ରୋକରେଜ୍‌ ଫାର୍ମ Emkey Global ଆଶା ରଖିଛି ଯେ ଟ୍ରମ୍ପଙ୍କ ବିଜୟ ସେୟାର ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ ।

Genetic Disorder
Genetic Disease: ବିରଳ ଜେନେଟିକ୍ ରୋଗରେ ପୀଡ଼ିତ ୬ମାସର ଶିଶୁ, ହୋସ୍ ଉଡ଼ାଇବ Medicine ର ଦାମ୍ !!

ଜୀବନର ଦାମ୍ ୧୬ କୋଟି ଟଙ୍କା ! କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

Sharad Pawar hints at retirement from politics
Sharad Pawar: ରାଜନୀତିରୁ ସନ୍ୟାସ ନେବେ ଶରଦ ପାୱାର ! କହିଲେ...

ଅବସର ସମ୍ପର୍କରେ ସୂଚନା ଦେଇ ଏନସିପି-ଏସପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ‘କୌଣସି ସ୍ଥାନରେ ତ ଅଟକିବାକୁ ପଡ଼ିବ’। ସେ ଆହୁରି କହିଛନ୍ତି ‘ମୁଁ ବର୍ତ୍ତମାନ କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହିଁ ।

India Takes First Step to Host 2036 Olympics
Mission 2036 Olympics: ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ, IOCକୁ ଚିଠି ଲେଖିଲା IOA

ଭାରତ ଅଲିମ୍ପିକ୍ସ ୨୦୩୬ ପାଇଁ ଏକ ବିଡ୍ ଦାଖଲ କରିଛି । ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।

Lawrence Bishnoi T-shirts
Lawrence Bishnoi T-shirt: ଗ୍ୟାଙ୍ଗଷ୍ଟର୍ ନାଁରେ Meeshoରେ ବିକ୍ରି ହେଉଛି ଟି-ସାର୍ଟ ! ତେଜିଲା ବିବାଦ

ଅନଲାଇନ୍‌ରେ ଆଜି କାଲି ପ୍ରାୟ ସବୁ ଜିନିଷ ମିଳିଯାଉଛି । ଯାହା ଖୋଜିବେ ତାହା ପାଇବେ ।

Kolkata Case
Kolkata RG Kar Doctor Rape and Murder Case: 'ମୁଁ କିଛି କରିନି, ମୋତେ ଫସେଇ ଦିଆଯାଇଛି'

କୋଲକାତା ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟର ବଡ଼ ବୟାନ ।

Salman Khan gets fresh threat
Salman Khan Death Threat: ସଲମାନଙ୍କୁ ପୁଣି ହତ୍ୟା ଧମକ; ମନ୍ଦିରରେ କ୍ଷମା ମାଗ କିମ୍ବା ୫ କୋଟି ଦିଅ, ନଚେତ୍‌....

ମୁମ୍ବାଇ ପୋଲିସର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ କହିଛି ଯେ, ସେମାନେ ସୋମବାର ଦିନ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ଭାଇ ବୋଲି କହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଏକ ଧମକପୂର୍ଣ୍ଣ ମେସେଜ୍‌ ପାଇଥିଲେ ।

Bus Accident
Uttarakhand Bus Accident: ଦୁର୍ଘଟଣା କରିଦେଲା ବାପ-ମା’ ଛେଉଣ୍ଡ; ହସ୍ପିଟାଲ୍‌ରେ ଆହା ପଦେ କହିବାକୁ କେହି ନାହିଁ

ଜୀବନ ଜୀଇବା ଆରମ୍ଭ ହେବା ବେଳକୁ ଶିବାନୀ ହୋଇଯାଇଛି ଅନାଥ। ବାପା ମା’ ବସ୍ ଦୁର୍ଘଟଣାରେ ଆଖିବୁଜିଦେଲେ। ଆଉ ସିଏ ଏବେ ବାପ-ମା ଛେଉଣ୍ଡ ହୋଇ ହସ୍ପିଟାଲ୍‌ରେ ଜୀବନ ମରଣ ସହ ସଂଘର୍ଷ କରୁଛି। ବେଡ୍‌ରେ ମା’-ବାପା ଡାକିଲେ ବି ଆଉ ଶୁଣିବାକୁ କେହି ନାହିଁ।

Child Death
କାର୍ ଭିତରେ ଖେଳୁ ଖେଳୁ ଚାଲିଗଲା ୪ ଶିଶୁଙ୍କ ଜୀବନ

ମୃତ ଶିଶୁ ମାନଙ୍କ ବୟସ ୨ରୁ ୭ ବର୍ଷ। ଜାତୀୟ ମିଡ଼ିଆରୁ ମିଳିଥିବା ସୂଚନା ଅନୁଯାୟୀ, ଭରତ ମନ୍ଦାନି ନାମକ ଜଣେ ଫାର୍ମ ହାଉସ୍ ମାଲିକଙ୍କ କାରରେ ଘଟିଛି ଏହି ଅଘଟଣ।  

 MiG-29 fighter jet crashes
MiG-29 Fighter Jet Crash: କ୍ରାସ୍‌ ହେଲା ଭାରତୀୟ ବାୟୁସେନାର ଫାଇଟର ଜେଟ୍‌; ପାରାଚ୍ୟୁଟ ଯୋଗେ ବର୍ତ୍ତିଗଲେ ପାଇଲଟ୍... 

ଉତ୍ତର ପ୍ରଦେଶର ଆଗ୍ରାରେ ଭାରତୀୟ ବାୟୁସେନାର ମିଗ-୨୯ ଯୁଦ୍ଧ ବିମାନ କ୍ରାସ୍‌ । ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି ।

Reward scam
SBI Reward Scam Alert: ସାଇବର ଠକଙ୍କ ନୂଆ ପଦ୍ଧତି! ଆପଣଙ୍କ ଫୋନ୍‌ରୁ ମଧ୍ୟ କଟିଯାଇପାରେ ଟଙ୍କା..

ଆଜିକାଲି ଦୁନିଆରେ ଅନଲାଇନ୍ ସ୍କାମ୍ ବଢ଼ିଯାଇଛି । ଏନେଇ ବ୍ୟାଙ୍କ ଓ ସରକାରଙ୍କ ତରଫରୁ ବାରମ୍ବାର ସଚେତନ କରାଗଲେ ମଧ୍ୟ ସାଧାରଣ ଲୋକେ ଚେତୁ ନାହାନ୍ତି ।

villagers beat tiger
Rajasthan Tiger Attack: ଗାଁ ଲୋକଙ୍କ ବର୍ବର କାଣ୍ତ; ବାଘକୁ ପିଟିପିଟି ମାରି ଦେଲେ...

୧୦ ବର୍ଷ ବୟସର ବାଘକୁ ପିଟିପିଟି ଅତ୍ୟନ୍ତ ଭୟଙ୍କର ଭାବରେ ମାରି ଦେଲେ ଗାଁ ଲୋକ । ଗତ ଶନିବାର ଦିନ ସେହି ଗାଁର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଝୁଣି ମାରି ଦେଇଥିଲା ବାଘ ।

Mumbai Restaurant Viral Menu
Mumbai Restaurant Viral Menu: ଏମିତି ଏକ ରେଷ୍ଟୁରାଣ୍ଟ, ଯେଉଁଠି ମଟନ୍ ନାମରେ ମିଳେ ଏହି ସବୁ ଖାଦ୍ୟ ...

ବର୍ତ୍ତମାନର ସମୟରେ କୌଣସି ଏକ ରେଷ୍ଟୁରାଣ୍ଟକୁ ଗଲେ ସେମାନଙ୍କର ମେନୁରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ରହିଥିବା ଦେଖିବାକୁ ମିଳୁଛି । ଏହା ସହ ଏପରି ମଧ୍ୟ କେତେକ ରେଷ୍ଟୁରାଣ୍ଟ ଅଛି, ଯେଉଁଥିରେ କେବଳ ନିରାମିଷ କିମ୍ବା କେବଳ ଆମିଷ ମିଳେ ।

lab attendant performs ECG on patient
Viral Video: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର; YouTube ଦେଖି ରୋଗୀଙ୍କ ECG କଲେ ଲ୍ୟାବ୍‌ କର୍ମଚାରୀ...

ବିରଳ ଦୃଶ୍ୟ । ସ୍ବାସ୍ଥ୍ୟ ସେବାର କରୁଣ ପରିସ୍ଥିତି । ୟୁଟ୍ୟୁବ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା । ସେ ପୁଣି ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ।

 bus falls into gorge
Uttarakhand Bus Accident Updates: ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ଖୋଜାଚାଲିଛି ମୃତଦେହ...ଦେଖନ୍ତୁ କିଛି ଛାତିଥରା ଦୃଶ୍ୟ...

ଉତ୍ତରାଖଣ୍ଡର ଅଲମୋଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୁପି ଅଞ୍ଚଳରେ ଏକ ଖାଇକୁ ଯାତ୍ରୀ ବାହୀ ବସ୍ ଖସି ପଡ଼ିବାରୁ ୩୬ ଜଣଙ୍କ ମୃତ୍ୟୁ । 

Hindu IAS officers' group
WhatsApp Group For Hindu Officers: ହିନ୍ଦୁ-ମୁସଲିମ୍‌ଙ୍କ ଅଲଗା ଗ୍ରୁପ୍‌ ନେଇ ତେଜିଲା ବିବାଦ; IAS କହିଲେ ...

IAS ଅଧିକାରୀ କେ ଗୋପାଳ କ୍ରିଷ୍ଣନ୍‌ଙ୍କ ମୋବାଇଲ୍‌ରୁ ଏହି ହ୍ୱାଟସ୍ ଆପ୍ ଗ୍ରୁପ୍ କରାଯାଇଥିଲା। ଏହି ଗ୍ରୁପ୍‌ରେ କେରଳ କ୍ୟାଡରର ଅନେକ ଆଇଏଏସ୍ ଅଧିକାରୀଙ୍କୁ 'ମଲ୍ଲୁ ହିନ୍ଦୁ ଅଫିସର' ଓ 'ମଲ୍ଲୁ ମୁସଲିମ୍ ଅଫିସର' ନାମରେ ୨ଟି ଅଲଗା ଅଲଗା ଗ୍ରୁପ୍ ଗଠନ କରାଯାଇଥିଲା।

Viral Video: Devotees drink AC water
Vrindavan Banke Bihari Temple Viral Video: ଶ୍ରୀକୃଷ୍ଣଙ୍କ ଚରଣାମୃତ ଭାବି ଭକ୍ତ ପିଇଗଲେ AC ପାଣି; ଦେଖନ୍ତୁ ଭିଡିଓ

ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନରୁ ଏକ ଚକିତ କରିଦେବା ଭଳି ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ କିଛି ଲୋକ ବାଙ୍କେ ବିହାରୀଙ୍କ ମନ୍ଦିରର ପଛ ପାର୍ଶ୍ୱରୁ ପାଣି ଗଳୁଥିବା ଦେଖି ଏହାକୁ ଶ୍ରୀକୃଷ୍ଣଙ୍କ ଚରଣାମୃତ ବୋଲି ଭାବି ପିଇ ନେଇଛନ୍ତି। କିନ୍ତୁ ବାସ୍ତବରେ ଏହା ଏସିର ପାଣି ।

bus falls into gorge in Uttarakhand
Uttarakhand Bus Accident: ଭୟଙ୍କର ଦୁର୍ଘଟଣା; ୨୦୦ ଫୁଟ୍‌ ଖାଇକୁ ଖସିଲା ବସ୍‌, ଗଲାଣି ୩୬ ଜୀବନ...

୨୦୦ ଫୁଟ୍‌ ଖାଇକୁ ଖସିଲା ବସ୍‌ । ଚାଲିଗଲା ୩୬ରୁ ଅଧିକ ଲୋକଙ୍କ ଜୀବନ, ଅନେକ ଆହତ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଇଛି । ଉତ୍ତରାଖଣ୍ଡର ଅଲ୍‌ମୋଡାର ମାର୍ଚୁଲାରେ ଘଟିଛି ଏଭଳି ମର୍ମନ୍ତୁଦ ଘଟଣା।

Yogi Adityanath
ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ: ୧୦ ଦିନରେ ଇସ୍ତଫା ଦିଅ, ନହେଲେ...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ଇସ୍ତଫା ନଦେଲେ ତାଙ୍କୁ ଜୀବନ ହରାଇବାକୁ ପଡିବ ବୋଲି କଲ୍‌ରେ କୁହାଯାଇଛି। ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମର ଫୋନ୍ ନମ୍ବରରେ ଯୋଗୀଙ୍କୁ ଏହି ଧମକ ଦିଆଯାଇଥିବା ଜଣାପଡିଛି।

 Pregnant woman made to clean hospital bed
ମରିଗଲା ମାନବିକତା; ସ୍ୱାମୀଙ୍କ ମୃତ୍ୟୁ ପରେ ରକ୍ତଲଗା ବେଡ୍ ସଫା କରାଇଲେ ହସ୍ପିଟାଲ୍ କର୍ମଚାରୀ

ହଜିଗଲା ମାନବିକତା। ସ୍ୱାମୀ ହସ୍ପିଟାଲ୍‌ ବେଡ୍‌ରେ ଆଖିବୁଜିଲେ । ହେଲେ ୫ ମାସର ଗର୍ଭବତୀଙ୍କୁ ସ୍ୱାମୀ ରହିଥିବା ରକ୍ତ ଜୁଡୁବୁଡୁ ବେଡ୍ ସଫା କରାଇଲେ ହସ୍ପିଟାଲ୍ କର୍ମଚାରୀ।

Delhi air pollution
Delhi Air Pollution: ବିଷ ବଳୟରେ ଦିଲ୍ଲୀ; WHOର ନିର୍ଦ୍ଧାରିତ ସୀମାଠାରୁ ପ୍ରଦୂଷଣ ୬୫ ଗୁଣ ଅଧିକ

ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ। ଦୀପାବଳିରେ ଯେତିକି ପ୍ରଦୂଷଣ ହୋଇନଥିଲା ଏହାର ୨ଦିନ ପରେ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସ୍ଥିତି ଏବେ ପୂରା ବିଗିଡ଼ିଯାଇଛି। ୧୨ ଘଣ୍ଟା ମଧ୍ୟରେ ପ୍ରଦୂଷଣ ସ୍ତର ଖରାପରୁ ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଛି।