କୋଟିପତି ଭିକାରି । ସମ୍ପତ୍ତି ସାଢେ ୭ କୋଟି ଟଙ୍କା ! ମାସକୁ ରୋଜଗାର ୬୦ ହଜାରରୁ ୭୫ ହଜାର । ଏ ଭିକାରି କେବଳ ଆମ ଦେଶର ଧନୀ ନୁହେଁ, ପୂରା ବିଶ୍ୱରେ ସେ ହେଉଛି ସବୁଠୁ ବଡ଼ ଧନୀ ଭିକାରୀ ।
Published By: Sujit kumar Swain
Last updated: 11 December 2024, 10:05 AM IST
ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ମିଳିଲା ନୂଆ ନିଯୁକ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରମୁଖ ସଚିବ ଭାବେ କାମ କରିବେ । ଭୁବନେଶ୍ୱରରେ ତାଙ୍କର ଜନ୍ମ ଓ ସେ ଭୁବନେଶ୍ୱର ଡି ଏମ୍ ସ୍କୁଲର ଛାତ୍ର ଥିଲେ । ତାଙ୍କ ପୈତୃକ ଘର ଆଠଗଡ଼ରେ ।