• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

New Parliament
ପବିତ୍ର ଗଣେଶ ଚତୁର୍ଥୀରେ ଗଣତନ୍ତ୍ରରର ନୂଆ ମନ୍ଦିରର ଶ୍ରୀଗେଣେଶ

ପବିତ୍ର ଗଣେଶ ଚତୁର୍ଥୀରେ ଗଣତନ୍ତ୍ରରର ନୂଆ ମନ୍ଦିରର ଶ୍ରୀଗେଣେଶ। ସଂକଳ୍ପରୁ ସିଦ୍ଧି ଆଡକୁ ନୂଆ ବିଶ୍ୱାସର ଯାତ୍ରା ପାଇଁ ଆହ୍ୱାନ ଦେଇ ଭବ୍ୟ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ରଖିଛନ୍ତି ପ୍ରଥମ ଅଭିଭାଷଣ

Women Reservation Bill
ଲୋକସଭାରେ ଆଗତ ହେଲା ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍

ମୋଦିଙ୍କ ମାଷ୍ଟରଷ୍ଟ୍ରୋକ। ନୂଆ ସଂସଦ ଭବନର ପ୍ରଥମ କାର୍ଯ୍ୟ ଦିବସରେ ପ୍ରଥମ ପ୍ରସ୍ତାବ ଭାବେ ଉପସ୍ଥାପିତ ହେଲା ମହିଳା ସଂରକ୍ଷଣ ବିଲ

New Parliament
ଗଣେଶ ଚତୁର୍ଥୀରେ ନୂଆ ସଂସଦ ଭବନର ଶ୍ରୀଗଣେଶ

ସଂକଳ୍ପରୁ ସିଦ୍ଧି ଆଡକୁ ବିଶ୍ୱାସର ଯାତ୍ରା ପାଇଁ ମୋଦିଙ୍କ ଆହ୍ୱାନ । ପୁରୁଣା ସଂସଦର ନାଁ ସମ୍ବିଧାନ ସଦନ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ।

Women Reservation Bill
ନୂଆ ସଂସଦର ପ୍ରଥମ କାର୍ଯ୍ୟ ଦିବସରେ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍

ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ।

Women Reservation Bill
ମହିଳା ସଂରକ୍ଷଣ ବିଲ୍‌କୁ ନେଇ ସବୁଠି ଉତ୍ସବ ! ୧୫ ବର୍ଷ ରହିଛି ବିଲ୍‌ର ଅବଧି...

ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଧିନିୟମ ଆଗତ କରି ଏହାକୁ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କରିଛନ୍ତି । କେନ୍ଦ୍ର ସରକାର ଏହି ବିଲ୍‌ର ନାଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରଖିଛନ୍ତି।

Narendra Modi
ମୋଦି କହିଲେ ଆପଣଙ୍କ ବ୍ୟବହାର ସ୍ଥିର କରିବ, କିଏ ଏଠି ବସିବ- କିଏ ସେଠି !

ଲୋକସଭାରେ ଶାସକ ଦଳ ସାଂସଦଙ୍କ ପାଇଁ ନିର୍ଦ୍ଧାରିତ ସ୍ଥାନରେ କିଏ ବସିବ ଏବଂ ବିରୋଧୀଙ୍କ ସ୍ଥାନରେ କିଏ ବସିବ।

Crime
ଫାଶିରେ ଝୁଲିଗଲା କୁନି ପୁଅ, ଚିତ୍କାର ଶୁଣି ଦୌଡ଼ି ଆସିଲା ମାଆ.. ହେଲେ ବଞ୍ଚାଇ ପାରିଲାନି ଜୀବନ

ସେତେବେଳେ ସେମାନଙ୍କ ବାପା ଖେମ୍‌ଚନ୍ଦ୍ର ମାର୍କେଟକୁ ଯାଇଥିବା ବେଳେ ମାଆ ସଂଗୀତା ଘରର ଅନ୍ୟ ଏକ କୋଠରୀରେ ଥିଲେ ।

  • Tuesday, 19 September 2023
Uttarakhand HighCourt
ଅଜବ ପ୍ରଶ୍ନ ! ବୋମା ବିଷ୍ଫୋରଣରେ ମୃତ୍ୟୁ, ହତ୍ୟା ନା ଅଘଟଣ ପର୍ଯ୍ୟାୟଭୁକ୍ତ ହେବ ?

ଏହି ପ୍ରଶ୍ନ ପଚରାଯିବା ପରେ ଉତ୍ତର ପାଇଁ A, B, C ଏବଂ D ଏହିପରି ଚାରୋଟି ବିକଳ୍ପ ରହିଥିଲା। ଯାହାର ଉତ୍ତର ଦେଇ ଅନେକ ଉତ୍ତରଦାତା ଅପ୍ସନ୍ 'ଏ' ବାଛିଥିଲେ ।

Old Parliament
ପୁରୁଣା ସଂସଦର ନାଁ ହେବ ‘ସମ୍ବିଧାନ ସଦନ’

ପୁରୁଣା ସଂସଦ ଭବନକୁ ବର୍ତ୍ତମାନ 'ସମ୍ବିଧାନ ସଦାନ' ନାମରେ ପରିଚିତ ହେବ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ଏଥି ସହ ଓମ ବିର୍ଲା ଆହୁରି କହିଛନ୍ତି ଯେ, ସଂସଦର କାର୍ଯ୍ୟକାରିତା ନୂତନ ସଂସଦକୁ ସ୍ଥାନାନ୍ତରିତ ହୋଇଛି ।

  • Tuesday, 19 September 2023
Birth Certificate
ଦରକାର ନାହିଁ ଅଧିକ ଡକ୍ୟୁମେଣ୍ଟ; ସବୁଠି ବ୍ୟବହାର ହେବ ଜନ୍ମ ପ୍ରମାଣପତ୍ର !

ଦିଆଯାଇଥିବା ସୂଚନା ଆଧାରରେ ଜନ୍ମ ପ୍ରମାଣପତ୍ର ହେଉଛି ଏକମାତ୍ର ଡକ୍ୟୁମେଣ୍ଟ ଯାହାକି ସମସ୍ତ କାର୍ଯ୍ୟରେ ପରିଚୟପତ୍ର ଭାବେ ବ୍ୟବହାର ହୋଇପାରିବ ।

Pre-wedding shoot
ଖାକି ବର୍ଦ୍ଦିରେ ପ୍ରି ୱେଡିଂ ଭିଡିଓ ସୁଟ୍‌; ଭାଇରାଲ ହେଉଛନ୍ତି ପୋଲିସ ଦମ୍ପତି

ଭିଡିଓରେ ନଜର ଅସୁଥିବା ଦୁଇ ପୋଲିସ ଅଧିକାରୀମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓକୁ ଜଣେ ପୋଲିସ ଅଧିକାରୀ ନିନ୍ଦା କରିଛନ୍ତି ।

  • Tuesday, 19 September 2023
Narendra Modi
ପ୍ରଧାନମନ୍ତ୍ରୀ ଆଣିଲେ ମହିଳା ସଂରକ୍ଷଣ ବିଲ୍

ନୂଆ ସଂସଦର ପ୍ରଥମ କାର୍ଯ୍ୟ ଦିବସରେ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍.. ଆସିଲା ମହିଳା ସଂରକ୍ଷଣ ବିଲ୍..

  • Tuesday, 19 September 2023
  • PM Modi
Aditya L1 spacecraft starts journey towards Sun-Earth L1 point
ସୂର୍ଯ୍ୟ ମିଶନକୁ ଆଉ ପାଦେ ଆଗକୁ ବଢ଼ିଲା ଭାରତ

ସୂର୍ଯ୍ୟ ମିଶନକୁ ଆଉ ପାଦେ ଆଗକୁ ବଢ଼ିଲା ଭାରତ । ପୃଥିବୀର କକ୍ଷପଥ ଛାଡି L1 ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ମିଶନ୍ ଆଦିତ୍ୟ । ଗତ ରାତି ପ୍ରାୟ ୨ଟା ବେଳେ ଇସ୍ରୋ ପକ୍ଷରୁ ସଫଳତାର ସହ ଆଦିତ୍ୟ L 1 କୁ ପୃଥିବୀର କକ୍ଷପଥରୁ ଅଲଗା କରାଯାଇଥିଲା ।

  • Tuesday, 19 September 2023
Special Session of Parliament
ଦେଶକୁ ଆଗକୁ ନେବାକୁ ଆମକୁ ବଡ଼ ବଡ଼ କାମ କରିବାକୁ ପଡ଼ିବ; ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ପୁରୁଣା ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ବୋଧନ ରଖି ଭାରତର ସ୍ୱପ୍ନ ପୂରଣ ପାଇଁ ସବୁ ସଦସ୍ୟଙ୍କୁ ଆହ୍ୱାନ ଦେଇଛନ୍ତି । ଅତୀତର ଘଟଣାକୁ ନେଇ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିମତ ରହିଛି ।

Sanjay Gandhi sent money to Bhindranwale
ହିନ୍ଦୁଙ୍କ ବିରୋଧରେ ସାଙ୍ଘାତିକ ଷଡ଼ଯନ୍ତ୍ର ! ଭିଣ୍ଡ୍ରନ୍‌ୱାଲେଙ୍କୁ ଟଙ୍କା ପଠାଉଥିଲେ ସଞ୍ଜୟ ଗାନ୍ଧି

କଂଗ୍ରେସ ନେତା କମଲ ନାଥ ଏବଂ ସଂଜୟ ଗାନ୍ଧୀ, ୧୯୮୪ ମସିହାରେ ହୋଇଥିବା ଅପରେସନ ବ୍ଲୁ-ଷ୍ଟାରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନେତା ସିଂ ଭିଣ୍ଡ୍ରନ୍‌ୱାଲେଙ୍କୁ ଟଙ୍କା ପଠାଇଥିଲେ । ଏନେଇ ପୂର୍ବତନ ସ୍ୱତନ୍ତ୍ର ସଚିବ RAW ଜିବିଏସ୍ ସିଦ୍ଧୁ ଦାବି କରିଛନ୍ତି।

  • Tuesday, 19 September 2023
India Expels Top Canadian Diplomat
ଯେସାକୁ ତେସା, କାନାଡ଼ା କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଭାରତ

କାନାଡାକୁ ଭାରତର ମୁହଁତୋଡ ଯବାବ.. ୫ ଦିନ ଭିତରେ ଭାରତ ଛାଡ଼ି ଚାଲିଯିବାକୁ କଡ଼ା ନିର୍ଦ୍ଦେଶ

  • Tuesday, 19 September 2023
  • India
Women's Reservation Bill
ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ ! କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି

ବିଲରେ ଲୋକସଭାରେ ମହିଳାଙ୍କ ଲାଗି ୩୩% ଆରକ୍ଷଣ ବ୍ୟବସ୍ଥା

Aditya L1
ଆଦିତ୍ୟ L-1 ମିଶନକୁ ଆଉ ଏକ ସଫଳତା,ସୂର୍ଯ୍ୟ ଠାରୁ ଦୂରତା କମିଲା

ଆଦିତ୍ୟ L-1 ମିଶନ ପାଇଁ ୧୧୦ଦିନ ସମୟ ଲାଗିବ.. ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିମି ଦୂରରେ କକ୍ଷପଥରେ ବୁଲିବ

  • Tuesday, 19 September 2023
  • ISRO
Historic move from old to new Parliament today
ଗଣେଶ ପୂଜାରେ ଦେଶକୁ ମିଳିବ ନୂଆ ସଂସଦ, କ’ଣ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା ?

ନୂଆ ପାର୍ଲାମେଣ୍ଟରେ ଆରମ୍ଭ ହେବ ସଂସଦ ଅଧିବେଶନ ..ଲୋକସଭା ଓ ରାଜ୍ୟସଭାର ଗୃହକାର୍ଯ୍ୟ ଚାଲିବ

 whatsapp chat
ମେଟାର ନୂଆ ପ୍ଲାନ୍‌; Whatsappରେ ଗୋଟିଏ ମେସେଜ୍‌ କଲେ ଦେବେ ୪୦ ପଇସା !

ଦୁନିଆର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ୍‌ ହେଉଛି Whatsapp । ଏହି ପ୍ଲାଟଫର୍ମକୁ ୨ଶହ କୋଟି ଲୋକ ପ୍ରତିଦିନ ବ୍ୟବହାର କରିଥା’ନ୍ତି ।

New Parliament House
ନୂଆ ସଂସଦ ଭବନରେ ହଟ୍ଟଗୋଳ କରିପାରିବେନି ବିରୋଧୀ...!

ଛୁଇଁ ପାରିବେନି ବାଚସ୍ପତିଙ୍କ ପୋଡ଼ିୟମ । କିମ୍ବା ସରକାରଙ୍କୁ ଘେରିବାକୁ ଯାଇ ତଥା ହଙ୍ଗାମା କରିବାକୁ ପହଞ୍ଚିପାରିବେନି ପୋଡ଼ିୟମ ପାଖରେ ।

Gita Meheta
ପଞ୍ଚଭୂତରେ ବିଲୀନ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା, ଦିଲ୍ଲୀ ଲୋଧିରୋଡ଼ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ଭାଇ ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ସମ୍ପର୍କୀୟ ସାମିଲ । ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ଦଳର ନେତା ଓ ବ୍ୟକ୍ତି ।

  • Monday, 18 September 2023
  • Delhi
New Parliament
ନୂଆ ସଂସଦ ଭବନରେ ରହିଛି ଅନେକ ରୋଚକ ତଥ୍ୟ, ଜାଣନ୍ତୁ...

ସରକାରୀ ସ୍ତରରେ କୌଣସି ପ୍ରକାର ଘୋଷଣା କରାଯାଇନାହିଁ । ମାତ୍ର ଅଢେଇ ବର୍ଷରେ ଏହାର ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍।

Move to new Parliament building tomorrow
ଇତିହାସ ପାଲଟିବ ୯୬ ବର୍ଷର ପୁରୁଣା ଗଣତନ୍ତ୍ର ମନ୍ଦିର; କାଲି ନୂଆ ସଂସଦ କାର୍ଯ୍ୟକ୍ଷମ

୯୬ ବର୍ଷ ପୁରୁଣା ବୟୋବୃଦ୍ଧ ସଂସଦ ଭବନ... ସରକାର ଗଢ଼ିଛି, ସରକାର ଭାଙ୍ଗିଛି... ଆଇନ ବନିଛି, ଇତିହାସ ବଦଳିଛି... ସ୍ୱାଧୀନତା ସଂଗ୍ରାମଠୁ ସମ୍ବିଧାନ ପ୍ରଣୟନ... ଆନ୍ଦୋଳନଠୁ ଆତଙ୍କୀ ଆକ୍ରମଣ... ଆସନ୍ତାକାଲି ଇତିହାସ ପାଲଟିବାକୁ ଯାଉଛି ଅଗଣିତ ଐତିହାସିକ ଘଟଣାର ଏହି ମୁକସାକ୍ଷୀ ।

Narendra Modi
ନୂଆ ସଂସଦ ଭବନ ଆମକୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ : ପ୍ରଧାନମନ୍ତ୍ରୀ

ସଂସଦର ସ୍ୱତନ୍ତ୍ର ଅଧିବେଶନ..ଲୋକସଭାରେ ଆଲୋଚନା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି..ଦେଶର ୭୫ ବର୍ଷର ସଂସଦୀୟ ଇତିହାସର ଯାତ୍ରା ଉପରେ ଆଲୋଚନା