• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Historic move from old to new Parliament today
ଗଣେଶ ପୂଜାରେ ଦେଶକୁ ମିଳିବ ନୂଆ ସଂସଦ, କ’ଣ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା ?

ନୂଆ ପାର୍ଲାମେଣ୍ଟରେ ଆରମ୍ଭ ହେବ ସଂସଦ ଅଧିବେଶନ ..ଲୋକସଭା ଓ ରାଜ୍ୟସଭାର ଗୃହକାର୍ଯ୍ୟ ଚାଲିବ

 whatsapp chat
ମେଟାର ନୂଆ ପ୍ଲାନ୍‌; Whatsappରେ ଗୋଟିଏ ମେସେଜ୍‌ କଲେ ଦେବେ ୪୦ ପଇସା !

ଦୁନିଆର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ୍‌ ହେଉଛି Whatsapp । ଏହି ପ୍ଲାଟଫର୍ମକୁ ୨ଶହ କୋଟି ଲୋକ ପ୍ରତିଦିନ ବ୍ୟବହାର କରିଥା’ନ୍ତି ।

New Parliament House
ନୂଆ ସଂସଦ ଭବନରେ ହଟ୍ଟଗୋଳ କରିପାରିବେନି ବିରୋଧୀ...!

ଛୁଇଁ ପାରିବେନି ବାଚସ୍ପତିଙ୍କ ପୋଡ଼ିୟମ । କିମ୍ବା ସରକାରଙ୍କୁ ଘେରିବାକୁ ଯାଇ ତଥା ହଙ୍ଗାମା କରିବାକୁ ପହଞ୍ଚିପାରିବେନି ପୋଡ଼ିୟମ ପାଖରେ ।

Gita Meheta
ପଞ୍ଚଭୂତରେ ବିଲୀନ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା, ଦିଲ୍ଲୀ ଲୋଧିରୋଡ଼ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ଭାଇ ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ସମ୍ପର୍କୀୟ ସାମିଲ । ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ଦଳର ନେତା ଓ ବ୍ୟକ୍ତି ।

  • Monday, 18 September 2023
  • Delhi
New Parliament
ନୂଆ ସଂସଦ ଭବନରେ ରହିଛି ଅନେକ ରୋଚକ ତଥ୍ୟ, ଜାଣନ୍ତୁ...

ସରକାରୀ ସ୍ତରରେ କୌଣସି ପ୍ରକାର ଘୋଷଣା କରାଯାଇନାହିଁ । ମାତ୍ର ଅଢେଇ ବର୍ଷରେ ଏହାର ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍।

Move to new Parliament building tomorrow
ଇତିହାସ ପାଲଟିବ ୯୬ ବର୍ଷର ପୁରୁଣା ଗଣତନ୍ତ୍ର ମନ୍ଦିର; କାଲି ନୂଆ ସଂସଦ କାର୍ଯ୍ୟକ୍ଷମ

୯୬ ବର୍ଷ ପୁରୁଣା ବୟୋବୃଦ୍ଧ ସଂସଦ ଭବନ... ସରକାର ଗଢ଼ିଛି, ସରକାର ଭାଙ୍ଗିଛି... ଆଇନ ବନିଛି, ଇତିହାସ ବଦଳିଛି... ସ୍ୱାଧୀନତା ସଂଗ୍ରାମଠୁ ସମ୍ବିଧାନ ପ୍ରଣୟନ... ଆନ୍ଦୋଳନଠୁ ଆତଙ୍କୀ ଆକ୍ରମଣ... ଆସନ୍ତାକାଲି ଇତିହାସ ପାଲଟିବାକୁ ଯାଉଛି ଅଗଣିତ ଐତିହାସିକ ଘଟଣାର ଏହି ମୁକସାକ୍ଷୀ ।

Narendra Modi
ନୂଆ ସଂସଦ ଭବନ ଆମକୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ : ପ୍ରଧାନମନ୍ତ୍ରୀ

ସଂସଦର ସ୍ୱତନ୍ତ୍ର ଅଧିବେଶନ..ଲୋକସଭାରେ ଆଲୋଚନା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି..ଦେଶର ୭୫ ବର୍ଷର ସଂସଦୀୟ ଇତିହାସର ଯାତ୍ରା ଉପରେ ଆଲୋଚନା

Parliament  Special Session
ଆଜିଠୁ ୫ଦିନ ଧରି ଚାଲିବ ସଂସଦର ସ୍ୱତନ୍ତ୍ର ଅଧିବେଶନ

ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦେଇଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

PM Narendra Modi launches Viswakarma Yojana in New Delhi
ଶୁଭାରମ୍ଭ ହେଲା PM ବିଶ୍ୱକର୍ମା ଯୋଜନା;୧୮ କୌଳିକ ବୃତ୍ତିଧାରୀଙ୍କୁ ମିଳିବ କମ୍ ସୁଧରେ ଋଣ

କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Sunday, 17 September 2023
SBI To Send Chocolates
ନେଇଛନ୍ତି କି ଋଣ... ଘରକୁ ଚକୋଲେଟ୍‌ ପଠାଇବ SBI ! ଜାଣନ୍ତୁ କାହିଁକି ?

ଦେଶର ସର୍ବବୃହତ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ତା’ର ଗ୍ରାହକଙ୍କୁ ଚକୋଲେଟ୍‌ ଦେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଯେଉଁ ଗ୍ରାହକ ଠିକ୍‌ ସମୟରେ ଋଣ ପରିଶୋଧ ନକରିବେ ସେମାନଙ୍କ ନିକଟକୁ ଚକେଲେଟ୍‌ ପଠାଇବ ବ୍ୟାଙ୍କ !

PM Narendra Modi launches Viswakarma Yojana in New Delhi
ଶୁଭାରମ୍ଭ ହେଲା PM ବିଶ୍ୱକର୍ମା ଯୋଜନା;୧୮ କୌଳିକ ବୃତ୍ତିଧାରୀଙ୍କୁ ମିଳିବ କମ୍ ସୁଧରେ ଋଣ

କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

live location
ସ୍ମାର୍ଟଫୋନ୍‌ରୁ ଜାଣିପାରିବେ ସତ, କେଉଁଠି ବୁଲୁଛନ୍ତି ଆପଣଙ୍କ ବନ୍ଧୁ ?

କ’ଣ ଆପଣ ଜାଣନ୍ତି କି ? ଆପଣଙ୍କ ସ୍ମାର୍ଟଫୋନ୍‌ ଜଣାଇଦେବ ଆପଣଙ୍କ ବନ୍ଧୁଙ୍କ ମିଛ ? ଆପଣ ଘରେ ରହି ସ୍ମାର୍ଟଫୋନ୍‌ ଜାରିଆରେ ଜାଣିପାରିବେ ଆପଣଙ୍କ ବନ୍ଧୁ କେଉଁଠି ଅଛନ୍ତି ।

  • Sunday, 17 September 2023
Vishwakarma scheme
ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ମୋଦି, ୫% ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା

ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ..ମୋଦି କହିଲେ କୃଷି ହେଉ କି ଦରଜୀ ହେଉ ସବୁଠି ଏମାନଙ୍କର ଭୂମିକା.ଟେକ୍ନୋଲୋଜି ଯେତେ ଆଗକୁ ଗଲେ ବି ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

PM Narendra Modi launches Viswakarma Yojana in New Delhi
ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ

ବିଶ୍ୱକର୍ମା ପୂଜା ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ। ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ଯୋଜନାରୁ କୌଳିକ ବୃତ୍ତିଧାରୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ

  • Sunday, 17 September 2023
Tina Dabi
ମା’ ହେଲେ ବହୁଚର୍ଚ୍ଚିତ ଆଇଏଏସ ଟିନା ଡାବି, ଘରକୁ ଆସିଲା କୁନି ଅତିଥି

ଟିନା ଡାବିଙ୍କ ଘରେ କୁଆଁ କୁଆଁ ଶଦ୍ଦ । ଆଇଏଏସ୍ ଦମ୍ପତିଙ୍କ ଘରକୁ ଆସିଲା ପୁତ୍ର ସନ୍ତାନ ।

YashoBhumi
ଦ୍ୱାରକାରେ IICC ବା 'ୟଶୋଭୂମି'ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ ଦ୍ୱାରକାରେ 'ଯଶୋଭୂମି'ର ଉଦଘାଟିତ । ସବୁ ଅନ୍ତର୍ଜାତୀୟ ସଭା, ସମ୍ମିଳନୀ, ପ୍ରଦର୍ଶନୀ ହେବ । ପ୍ରାୟ ୬ ହଜାର ଅତିଥି ବସିବାର ବ୍ୟବସ୍ଥା ରହିଛି ।

new Parliament building
ନୂଆ ସଂସଦ ଭବନରେ ଉଡ଼ିଲା ତ୍ରିରଙ୍ଗା, ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

ନୂଆ ସଂସଦ ଭବନ ଗଜଦ୍ୱାରରେ ପତାକା ଉତ୍ତୋଳନ..କାଲିଠୁ ଆରମ୍ଭ ହେଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ..୫ ଦିନ ଧରି ଚାଲିବ ସ୍ୱତନ୍ତ୍ର ଅଧିବେଶନ

PM Modi to launch Viswakarma Yojana today
ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ମୋଦି, ମିଳିବ ଏହିସବୁ ସୁବିଧା...

ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

Various activities organised across India to celebrate birthday of PM Modi who turns 73
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ସେ ନିଜକୁ ପରିଚତ କରିଛନ୍ତି।

Supreme Court
'ମିଛ ତଥ୍ୟ ପାଇଁ ସାମ୍ବାଦିକଙ୍କ ବିରୋଧରେ ହୋଇପାରିବନି କାର୍ଯ୍ୟାନୁଷ୍ଠାନ'

ରିପୋର୍ଟ ମିଥ୍ୟା କିମ୍ବା ସତ୍ୟ ହୋଇପାରେ । ତେବେ ଏହା ସଂପୂର୍ଣ୍ଣ ସ୍ୱାଧିନ ମତବ୍ୟକ୍ତ କରିବାର ଅଧିକାର ବୋଲି କହିଛନ୍ତି କୋର୍ଟ ।

adhar card update
କରିନାହାନ୍ତି କି ଆପଣଙ୍କ ଆଧାର ଅପ୍‌ଡେଟ୍‌ ? ବଢ଼ିଲା ସଂଶୋଧନ ସମୟ ସୀମା

ବିନାମୂଲ୍ୟରେ ଆଧାର କାର୍ଡ ଅପ୍‌ଡେଟ୍‌ କରିବାକୁ ପୂର୍ବରୁ ଜୁନ୍‌ ୧୪ ତାରିଖ ଯାଏଁ ସମୟ ସୀମା ଦେଇଥିଲେ ସରକାର । ପରେ ଏହାକୁ ସେପ୍ଟେମ୍ବର ୧୪ ଯାଏଁ ବୃଦ୍ଧି କରାଯାଇଥିଲା ।

Terrorist
ଆତଙ୍କବାଦୀଙ୍କୁ କଭର୍‌ ଫାୟର୍‌ ଦେଉଛି ପାକ୍‌ ସେନା: ଭାରତୀୟ ସେନା

ପାକିସ୍ତାନ ସେନାର ପକ୍ଷରୁ ଗୁଳି ମାଡ଼ କରି ଏଥିରେ ହସ୍ତକ୍ଷେପ କରୁଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

‘One Nation, One Election’
ଆସନ୍ତା ୨୩ ରେ ‘ୱାନ ନେସନ ୱାନ ଇଲେକସନ’ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର ଆସିଥିବା ବେଳେ ବଡ଼ ସୂଚନା ଦେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୩ରେ ଏକକ ନିର୍ବାଚନ କମିଟିର ପ୍ରଥମ ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ।

Two Terrorists Killed In Baramulla Encounter In Jammu And Kashmir
ଲୁଚି ରହିଥିଲେ ଆତଙ୍କବାଦୀ, ଖୋଜି ଖୋଜି ଏନ୍‌କାଉଣ୍ଟର କଲେ ସୁରକ୍ଷାକର୍ମୀ

ଜମ୍ମୁ ଓ କାଶ୍ମୀରର ବାରାମୂଳା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କବାଦୀ ନିହତ। ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇସାରିଲେଣି।