ବେହାଲ ଆନ୍ଧ୍ରପ୍ରଦେଶ। ରାଜ୍ୟରେ ବନ୍ୟା ସ୍ଥିତି ଦେଖାଦେଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଚେନ୍ନାଇ ଏୟାରପୋର୍ଟରେ ପଶିଲା ପାଣି...ଘର ଭିତରେ ଆଣ୍ଠୁଏ ପାଣି ...ଜଳସ୍ରୋତରେ ଭାସିଲା କାର..
ରେଡ୍ ଆଲର୍ଟ ଜାରି ହୋଇଥିବା ହିମାଚଳରେ ହାହାକାର ସ୍ଥିତି, ଉବୁଟୁବୁ ଉତ୍ତରାଖଣ୍ଡ । ଅବିଶ୍ରାନ୍ତ ମୌସୁମୀ ବର୍ଷା ସମଗ୍ର ଉତ୍ତର ଭାରତରେ ରଚିଛି ପ୍ରଳୟ। ବହୁ ନଦୀ ଫୁଲିବା ଫଳରେ ବନ୍ୟାସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ, ଭୂସ୍ଖଳନ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି
ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାକୁ ୩ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ରହିଛି
ଆସୁଛି ବାତ୍ୟା। ୪ ତାରିଖ ସକାଳେ ଉପକୂଳରେ ପହଞ୍ଚିବ ବାତ୍ୟା। ବାତ୍ୟା ଆସୁଥିବା ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଆଇଏମଡି ଡିଜି ଏହି ସୂଚନା ଦେଇଛନ୍ତି।
କେରଳରେ ପ୍ରବଳ ବର୍ଷା ହେତୁ ଭୁସ୍ଖଳନ ଘଟିଛି। ଏଥିରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସୁଛି।
ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ଧରି ବର୍ଷା, ଭିଜିବ ରାଜ୍ୟର ଅଧିକାଂଶ ଅଞ୍ଚଳ।