ଇଲେକ୍ଟ୍ରିକ ଗାଡି କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର ଆଣିଛି ବଜେଟ ୨୦୨୫-୨୦୨୬।
ରିଲିଜ୍ ହୋଇଥିବା ଟିଜରରୁ ଦେଖିବାକୁ ମିଳୁଛି ଯେ, ଏହି EV ମଡେଲରେ ଦୁଇଟି Swappable ବ୍ୟାଟେରୀ ରହିଛି । ଏହାର ଅର୍ଥ ଏଥିରେ ଦୁଇଟି ବ୍ୟାଟେରୀ ରହିବ ଏବଂ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏହାକୁ ଅଦଳବଦଳ କରିପାରିବେ ।
ଧୂଳିସାତ୍ ହୋଇଯିବ କି ରାଜ୍ୟର ପ୍ରଥମ ଅଟୋମୋବାଇଲ ପ୍ଲାଣ୍ଟ ସ୍ବପ୍ନ? ଓଡ଼ିଶାରେ ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ଲାଣ୍ଟ ବସାଇବ ତ’ JSW? ନା ମୁହଁ ମୋଡ଼ି ମହାରାଷ୍ଟ୍ରକୁ ପଳେଇ ଯିବ?
ଧୂଳିସାତ୍ ହୋଇଯିବ କି ରାଜ୍ୟର ପ୍ରଥମ ଅଟୋମୋବାଇଲ ପ୍ଲାଣ୍ଟ ସ୍ବପ୍ନ ? ଓଡ଼ିଶାରେ ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ଲାଣ୍ଟ ବସାଇବ ତ’ JSW ?
ସରକାରଙ୍କ ଏହି ପ୍ରସ୍ତାବ କେବଳ ସେହି ସହରଗୁଡିକରେ କାର୍ଯ୍ୟକାରୀ ହେବ ଯେଉଁଠାରେ ପ୍ରଦୂଷଣ ସ୍ତର ଅଧିକ ଏବଂ ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ ।
How to charge your EV: ଆପଣଙ୍କର ଇଲେକ୍ଟ୍ରିକ୍ ଗାଡ଼ି ଅଛି କି ? ତେବେ କେମିତି କରିବେ ଇଲେକ୍ଟ୍ରିକ୍ ଗାଡ଼ିକୁ ଚାର୍ଜିଂ ? ଜାଣନ୍ତୁ କ’ଣ କରିବେ ଓ କ’ଣ କରିବେ ନାହିଁ...
ମାର୍କେଟ୍ରେ E-ଭେଇକିଲର ଚାର୍ଜିଂ ପଏଣ୍ଟର କୌଣସି ସୁବିଧା ନଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି କାରଣରୁ E-ଭେଇକିଲ୍ ଉପରୁ ଲୋକମାନେ ମୁହଁ ଫେରାଇ ନେଉଛନ୍ତି ।
ଆନ୍ଧ୍ର ଶ୍ରୀକାକୁଲମ କାଶୀବୁଗା ସହରରେ ଘଟିଛି ଅଘଟଣ । ଚାର୍ଜିଂ ବେଳେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ପାଖରେ ଥିବା ଦୋକାନ ବାଡିକୁ ବି ବ୍ୟାପିଲା ନିଆଁ । ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ ।
ସରକାର ଇଭି ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ।
ଭେଇକିଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ଖୁବ୍ ଶୀଘ୍ର ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆସୁଛି ଯାହାର ରେଞ୍ଜ୍ ଖୁବ୍ ଜବରଦସ୍ତ ହେବ। ଏହା ଥରେ ଚାର୍ଜ ହେଲେ ୧୦୦୦କିମି ପର୍ଯ୍ୟନ୍ତ ଚାଲିପାରିବ। ଆସନ୍ତୁ ଜାଣିବା ଏହି କାର୍ ବିଷୟରେ।
ଖାଲଢିପ ରାସ୍ତା ବି ଖରାପ ନୁହେଁ! ଏହା ବୈଦ୍ୟୁତିକ କାର୍କୁ ସାହାଯ୍ୟ କରିବ। ବିଏମଡବ୍ଲୁରୁ ଏକ ନୂଆ ପେଟେଣ୍ଟରୁ ଜଣାପଡିଛି ଯେ କାର୍ଗୁଡିକ ଶକ୍ତି ଉତ୍ପାଦନ ପାଇଁ କମ୍ପାନୀ ଖରାପ ସଡକକୁ ବ୍ୟବହାର କରିବ।
ଯଦି ଆପଣଙ୍କୁ କୁହାଯାଏ କୌଣସି କାର୍ ଚାଲିବା ସମୟରେ ହିଁ ଚାର୍ଜ ହେଉଛି ତାହା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ। ଏହାକୁ କିନ୍ତୁ ଆଗାମୀ ଦିନରେ ସତ ହେବାକୁ ଯାଉଛି। ଆସନ୍ତୁ ପୂରା ଖବର ଜାଣିନେବା।
ଯଦି କୌଣସି ଇ-ସ୍କୁଟରରେ ତ୍ରୁଟି ପରିଲକ୍ଷିତ ହୁଏ, ତା’ହେଲେ ସମ୍ପୃକ୍ତ ଇ-ଯାନ କମ୍ପାନୀ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରିବା ପାଇଁ ସରକାର ଯୋଜନା କରୁଥିବା ଜଣାପଡ଼ିଛି।
ପ୍ରତିଦିନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ପରିବେଶ ପ୍ରଦୂଷଣ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ କିଛି ନୂଆ ଉଦ୍ଭାବନ କରିବାକୁ ପ୍ରେରଣା ଦେଇଛି । ମଧ୍ୟପ୍ରଦେଶର ସାଗର ନିବାସୀ ହିମାଂଶୁ ଭୋଇ ପଟେଲ ଏକ ଇ-ଜିପ୍ ତିଆରି କରିଛନ୍ତି ।
ଇ-ଯାନ ଆଡକୁ ଢଳୁଛନ୍ତି କି ମହଙ୍ଗା ତେଲରେ ଆକ୍ତାମାକ୍ତା ଜନତା ? ଗତ ବର୍ଷ ତୁଳନାରେ ରାଜ୍ୟରେ ବିକ୍ରି ହେଲାଣି ୪ ଗୁଣା ଅଧିକ ଇ-ଯାନI ନୂଆ ଗାଡ଼ି କିଣାରେ ସବସିଡି ପ୍ରଦାନ ନେଇ ଅର୍ଥ ଓ ପରିବହନ ବିଭାଗ ଆଲୋଚନା ।
ତେଲର ମହଙ୍ଗା ମାଡ଼ରେ ପେଟ୍ରୋଲ-ଡିଜେଲ୍କୁ ମୁହଁ ମୋଡ଼ିଲେଣି ଲୋକେ । ଏବେ ଇଲେକ୍ଟ୍ରିକ୍ ଯାନ ମୁହାଁ ଜନତା । କେବଳ ସେଇଥି ପାଇଁ ଚଳିତ ବର୍ଷ ରାଜ୍ୟରେ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ଯାନ ପଞ୍ଜୀକରଣ ଗତବର୍ଷ ତୁଳନାରେ ୪ ଗୁଣା ଟପିଗଲାଣି ।
ରାଜ୍ୟରେ ଇ-ଭେଇକିଲ୍ ନୀତି ୨୦୨୧କୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ସପ୍ତାହରେ ରାଜ୍ୟ ଇ-ଭେଇକିଲ୍ ନୀତିକୁ ରାଜ୍ୟ ସରକାର କ୍ୟାବିନେଟରେ ମଞ୍ଜୁରୀ ଦେଇଥିଲେ।