ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା । ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍ ।
‘ରାମ ରାଜ୍ୟରୁ ପ୍ରେରଣା ନେଇ ଦିଲ୍ଲୀରେ ସରକାର ଚଳାଇବାକୁ ଚେଷ୍ଟା କରୁଛୁ। ଏହା ଅଧୀନରେ କେହି ଭୋକିଲା ରହିବେ ନାହିଁ ଏବଂ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ।’
ବାଲକୃଷ୍ଣଙ୍କ ଘରୁ ନଗଦ ଟଙ୍କା ଗଣିବା ମେସିନ ବି ମିଳିଛି। ଆଜି ବି ଚଢାଉ ଜାରି ରହିଛି। ଏଯାଏ ତଦନ୍ତକାରୀ ଟିମ୍ ବାଲକୃଷ୍ଣଙ୍କ ୪ଟି ଲକର୍ ଠାବ କରିଛନ୍ତି ।
ଥାଇଲାଣ୍ଡ ଆକାଶର ୧୦ହଜାର ଫୁଟ ଉଚ୍ଚରେ ଯାଇ ସମସ୍ତଙ୍କୁ ଚକିତ କରିଦେଛନ୍ତି। ସ୍କାଏ ଡାଇଭିଂ କରି ‘ ଜୟ ଶ୍ରୀରାମ’ ଲେଖାଥିବା ଏକ ଧ୍ୱଜା ଉଡାଇଛନ୍ତି।
‘ମୁଁ ନିଜକୁ ବିଶ୍ୱାସ କରିପାରିଲିନି ଯେ ମୁଁ ଗଢ଼ିଥିବା ମୂର୍ତ୍ତି ଏତେ ସୁନ୍ଦର କେମିତି ହେଲା । ସେହି ସମୟରେ ମୋ ପାଖରେ ଯେଉଁମାନେ ଥିଲେ ମୁଁ ତାଙ୍କୁ ଏକଥା ସଙ୍ଗେ ସଙ୍ଗେ ଜଣେଇଛି ।’
କର୍କଟ ଭଳି ଭୟଙ୍କର ରୋଗ ପାଇଁ ଡାକ୍ତରୀ ଚିକିତ୍ସା କରିବା ପରିବର୍ତ୍ତେ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ୫ ବର୍ଷର ଶିଶୁର ଜୀବନ ଚାଲିଗଲା ।
ପ୍ରଥମ ଥର ପାଇଁ ରିପବ୍ଲିକ୍ ଡେ ପରେଡରେ ଭାଗ ନେବେ ଦିଲ୍ଲୀ ପୋଲିସର ମହିଳା ପରେଡ୍ ଓ ବ୍ୟାଣ୍ଡ୍ କଣ୍ଟିଞ୍ଜେଣ୍ଟର । ଅଲ୍-ୱିମେନ୍ କଣ୍ଟିଞ୍ଜେଣ୍ଟର ନେତୃତ୍ବ ନେବେ ଆଇପିଏସ୍ ଶ୍ବେତା କେ. ସୁଗଠନ ।
୩ଟି ଟ୍ରକ ଗୋଟିଏ ପରେ ଗୋଟିଏ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ୍ ଦୋଇଛି ।
ଓଡ଼ିଶାରୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।
ମ୍ୟାରି କମ୍ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।
ଭାସ୍କର୍ଯ୍ୟ ଶିଳ୍ପୀ ଗଣେଶ ଭଟ୍ଟଙ୍କ ଦ୍ବାରା ନିର୍ମିତ ମୂର୍ତ୍ତି ।
ଆସନ୍ତାକାଲି ନବ ମତଦାତା ସମ୍ମିଳନୀ କରିବ ବିଜେପି । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନରେ ସମ୍ମିଳନୀ ।
କଂଗ୍ରେସ ଗୋଟିଏ ପରେ ଗୋଟିଏ ଆସନ ହରାଇବା ଉପରେ। ଏବେ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ସଂକଟ ଦେଖାଦେଇଛି।
ଦକ୍ଷିଣ ମଣିପୁର ସାଜିକ୍ ଚମ୍ପକ ଅଞ୍ଚଳର ଏହି ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ନୁହଁନ୍ତି।
ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ।
ବେଙ୍ଗାଲୁରୁରୁ ନିଖୋଜ ଜଣେ ୧୨ ବର୍ଷର ନାବାଳକ ଆଜି ହାଇଦ୍ରାବାଦର ଏକ ମେଟ୍ରୋ ଷ୍ଟେସନରୁ ଉଦ୍ଧାର ହୋଇଛି। ନିଖୋଜର ୩ଦିନ ପରେ ତାଙ୍କୁ ଉଦ୍ଧାର କରିଛି ପୋଲିସ। ନାବାଳକ ଷଷ୍ଠ ଶ୍ରେଣୀର ଛାତ୍ର। ଗତ ରବିବାର କୋଚିଂ ଆସି ଆଉ ଘରକୁ ଫେରି ନଥିଲେ।
କଥା କୁହା ଗଛ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମଣିଷଙ୍କ ପରି ଗଛ ମଧ୍ୟ କଥା କହେ । ଭାବ ଆଦାନପ୍ରଦାନ କରେ। ମଣିଷ ପରି ଗଛର ମଧ୍ୟ ଭାଷା ରହିଛି। ନିକଟରେ ଏପରି କିଛି ଗବେଷଣା କରି କହିଛନ୍ତି ଜାପାନର ଏକ ବୈଜ୍ଞାନିକ ଟିମ୍।
ଆଜି ସକାଳେ ଅଯୋଧ୍ୟାକୁ ହନୁମାନ ଆସିଥିଲେ । ଏପରି ଘଟଣା ଘଟିଛି ଯାହା ବିଶ୍ୱାସକୁ ବଢ଼ାଇ ଦେଇଛି । ଅଯୋଧ୍ୟା ରାମ ମନ୍ଦିରକୁ ସକାଳୁ ସକାଳୁ ହନୁମାନ ଆସିଥିବାର ଚର୍ଚ୍ଚା ଚାଲିଛି ।
ଏମିତି ଏକ ମନ୍ଦିର ଯେଉଁଠି ହିନ୍ଦୁମାନଙ୍କୁ ପ୍ରବେଶ ମନା । ଆପଣଙ୍କ ଭାବୁଥିବେ ମନ୍ଦିରରେ ପୁଣି ହିନ୍ଦୁଙ୍କୁ ପ୍ରବେଶ ମନା? ହେଲେ କଥାଟା ପୁରା ସତ । ଏବେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ସବୁଆଡେ ଆଲୋଚନା ହେଉଥିବା ବେଳେ ଚର୍ଚ୍ଚାକୁ ଆସିଛି ଏହି ମନ୍ଦିର ।
ସିନ୍ଦୁରା ଫାଟିନଥିଲା.. ହାଡ଼ଥରା ଶୀତକୁ ବି ଖାତିର ନଥିଲା । ରାମଲାଲାଙ୍କୁ ଆଖି ପୂରେଇ ଟିକେ ଦେଖିବାକୁ ରାତିଅଧରୁ ରାମ ଦୁଆର ପାଲଟିଥିଲା ଭକ୍ତସମୁଦ୍ର ।
୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ।
ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ଚର୍ଚ୍ଚା ହେଉଛି ।
ମେଳା ବୁଲାଇନେବା ବାହାନାରେ ସାଙ୍ଗରେ ଆଣି ଦୁଷ୍କର୍ମ କରିଥିଲେ। ପରେ ହତ୍ୟା କରି ପଥରରେ ମୁହଁକୁ ଛେଚି ବିକୃତ କରିଦେଇଥିଲେ।
ଯୁବତୀଜଣକ ତାଙ୍କୁ ଖୋଜି ଖୋଜି ସେ କାମ କରୁଥିବା ନିକଟସ୍ଥ ହସ୍ପିଟାଲରେ ପହଞ୍ଚିଗଲେ। ସେଠାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି।