ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଶକ୍ତି, ଆଫ୍ରିକା ଏବଂ ଭୂମଧ୍ୟ ସାଗର ଅଂଚଳରେ ସହଯୋଗ,ଫୋକସରେ ରହିବ। ଏଥିସହ G-7 ସଦସ୍ୟ ରାଷ୍ଟ୍ର ମୁଖ୍ୟଙ୍କ ସହ ମଧ୍ୟ ମୋଦି, ଦ୍ବିପାକ୍ଷିକ ଆଲୋଚନା କରିବା ସମ୍ଭାବନା ରହିଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଏବେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କ ଡିପଫେକ୍ ଭିଡିଓ କରାଯାଉଥିବା ଦେଖିବାକୁ ମିଳୁଛି। ଯାହା ଚିନ୍ତାର ବିଷୟ ପାଲଟିଛି। ଏପରିକି ଏଥିରୁ ବର୍ତ୍ତି ନାହାନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି।
ଇଟାଲୀରେ ଅଛି କି ସୋନିଆଙ୍କ ସମ୍ପତ୍ତି ? ତେବେ ସୋନିଆଙ୍କର ସମ୍ପତ୍ତି ମୂଲ୍ୟ କେତେ...୫ ବର୍ଷରେ ବଢିଛି ୭୨ ଲକ୍ଷ...ଜାଣନ୍ତୁ କେତେ ରହିଛି ସୁନା ଓ ରୂପା...
ଇଂରାଜୀ କହିଲେ ତ୍ରାହି ନାହିଁ । ଗଣିବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା . . ହେଲେ କେଉଁଠି ?
ଏହି ଗାଁଟି ଇଟାଲୀର ଉତ୍ତର ଅଞ୍ଚଳରେ ଅବସ୍ଥିତ। ଚାରିପଟେ ଘେରି ରହିଛି ଉଚ୍ଚ ପାହାଡ ଏବଂ ଘାଟି। ଏହି କାରଣରୁ ,ବିଶେଷ କରି ଶୀତଦିନର ନଭେମ୍ବରରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ତିନି ମାସ ଏହା ଅନ୍ଧକାର ଘେରରେ ରହେ। କାହିଁକି ନା ସୂର୍ଯ୍ୟକିରଣ ପହଞ୍ଚିପାରେ ନାହିଁ।