• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Healthcare Experts

Can too much water be harmful
Can too much Water be Harmful: ଦିନକୁ କେତେ ପାଣି ପିଇଲେ ଦେହ ପାଇଁ ଭଲ, କଣ କହୁଛନ୍ତି ଏକ୍ସପର୍ଟ ?

ଦିନକୁ ୩ ଲିଟର ପାଣି ପିଇଲେ ଶରୀର ଉପରେ ତାର ପ୍ରଭାବ କଣ ପଡେ । ସବୁଠୁ ବଡ଼ ପ୍ରଶ୍ନ ଆମେ ଦିନକୁ କେତେ ପାଣି ପିଇବା ଦରକାର । ଯଦି ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି ତେବେ ନକରାତ୍ମକ ପ୍ରଭାବ ନିଶ୍ଚୟ ପଡ଼ିବ ।

Hair Loss
Hair Loss due to Nutrient Deficiency: ଆପଣଙ୍କ ଖାଦ୍ୟ ଅଭ୍ୟାସ ନୁହେଁ ତ କେଶ ଝଡ଼ିବାର କାରଣ

ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ଟିଭି ବିଜ୍ଞାପନ ଆଉ ଖବରକାଗଜ ସବୁଆଡେ ଆପଣ ହଜାରେ ତେଲ ଓ ଉପାୟ ଦେଖନ୍ତି କେଶ ମଜବୁତ ଏବଂ ନଝଡିବା ପାଇଁ। ଜେଜେ ମା’ ଠୁ ଆରମ୍ଭ କରି ବନ୍ଧୁ ପର୍ଯ୍ୟନ୍ତ ସମସ୍ତଙ୍କ ପରାମର୍ଶ ମାନନ୍ତି,ସାମ୍ପୁ, ସେରମ ବଦଳାଇ ପାରନ୍ତି, ସପ୍ଲିମେଣ୍ଟସ ଖାଆନ୍ତି, ହେଲେ କେଶ ଝଡିବା କମେ ନାହିଁ। ଆଉ ନିରାଶ ହୁଅନ୍ତି। କିନ୍ତୁ କେବେ କହିଛନ୍ତି ଯେ, ଆପଣଙ୍କ ଶରୀରରେ କେତୋଟି ଖାଦ୍ୟସାରର ଅଭାବ ମଧ୍ୟ ହୋଇପାରେ ଆପଣଙ୍କ କେଶ ଝଡିବାର କାରଣ? ଚାଲନ୍ତୁ ଜାଣିବା ଉକ୍ତ ଖାଦ୍ୟସାର ଗୁଡିକ ବିଷୟରେ।

Excess Protein
Excess Protein: ଅତ୍ୟଧିକ ପ୍ରୋଟିନ୍‌ ସେବନ ଆଣିପାରେ ଏହି ସମସ୍ୟା

ଯଦି ଶରୀରରେ ପ୍ରୋଟିନ୍ ଠିକ୍‌ରେ ଉପଯୋଗ ନ ହୁଏ ତେବେ ଏହା ଫ୍ୟାଟ୍‌ରେ ରୂପାନ୍ତରିତ ହୋଇଯାଏ ଏବଂ ଶରୀରରେ ଜମି ରହେ। ଏଣୁ ଏହା ଓଜମ କମ୍ କରିବା ପରିବର୍ତ୍ତେ ଓଜନ ବଢ଼ାଇଦିଏ।

କାହିଁକି ହୁଏ ରକ୍ତହୀନତା
Cause of Anemia: ଆପଣଙ୍କ ଖାଦ୍ୟ ଅଭ୍ୟାସ ରକ୍ତହୀନତା ପାଇଁ ଦାୟୀ ନୁହେଁ ତ ?

ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପାଖାପାଖି ୧.୬୨ ବିଲିଅନ୍ ବ୍ୟକ୍ତି, ଅର୍ଥାତ ପୃଥିବୀର ସମସ୍ତ ଜନସଂଖ୍ୟାର ପାଖାପାଖି ୨୫% ରକ୍ତହୀନତା ବା Anemia ଦ୍ବାରା ଆକ୍ରାନ୍ତ। ସାଧାରଣତଃ ଏହା ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ଠାରେ ଦେଖାଯାଇଥାଏ। ପୃଥିବୀରେ ଦେଖାଯାଉଥିବା ସମସ୍ତ ରକ୍ତହୀନତା ଭିତରେ ଲୌହସାର ଅଭାବ ହିଁ ସର୍ବାଧିକ ଦାୟୀ। ସାଧାରଣତଃ ଖାଦ୍ୟସାର ଅଭାବ, ସ°କ୍ରମଣ, ଦୀର୍ଘସ୍ଥାୟୀ ବ୍ୟାଧି ଏବଂ ଜେନେଟିକ୍ କାରଣରୁ ରକ୍ତହୀନତା ଦେଖା ଯାଇଥାଏ। ଆଜି ଆମେ ଜାଣିବା ଲୌହସାର ବ୍ୟତୀତ ଅନ୍ୟ କେଉଁ ଖାଦ୍ୟସାରର ଅଭାବରୁ ରକ୍ତହୀନତା ଦେଖାଯାଇ ପାରେ।

Cotton candy banned
ଶରୀର ପାଇଁ ହାନୀକାରକ ବମ୍ବେଇ ଲଡୁ...ବ୍ୟାନ୍‌ କଲେ ସରକାର...

Cotton Candy Banned: ସରକାରଙ୍କ ବଡ଼ ନିଷ୍ପତ୍ତି । ବ୍ୟାନ୍ ହେଲା ବମ୍ବେଇ ଲଡୁ । ଆଉ ବଜାରରେ ମିଳିବନି ବମ୍ବେଇ ଲଡୁ । ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବମ୍ବେଇ ଲଡୁ...

Never do these 5 things after having your night meal
Health Tips: ରାତ୍ରୀ ଭୋଜନ ପରେ ଆପଣ ଏହି ୫ ଭୁଲ୍ କରୁଛନ୍ତି କି; ଭୋଗିବେ ବଡ଼ ସମସ୍ୟା

ଆଜିକାଲି ଧାଁ ଧପଡ ଜୀବନରେ ଲୋକମାନେ ପ୍ରାୟ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରନ୍ତି ଏବଂ କ୍ଲାନ୍ତ ହୋଇ ଘରକୁ ଫେରନ୍ତି। ଏହାପରେ ତୁରନ୍ତ ଖାଦ୍ୟ ଖାଇ ଶୋଇବାକୁ ଯାଆନ୍ତି। ଲୋକମାନେ ରାତ୍ରି ଭୋଜନ କରିବା ପରେ ଅନେକ ଭୁଲ ମଧ୍ୟ କରନ୍ତି। ଏହିସବୁ ଭୁଲ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଥାଏ।

Mental Illness Not Just Impacts The Mind, But Also The Heart
ମାନସିକ ଅଶାନ୍ତିରେ ରହୁଛନ୍ତି କି? କ’ଣ ଏହାର ପରିଣାମ.. ଆସିଲା ନୂଆ ତଥ୍ୟ…

ମାନସିକ ଅଶାନ୍ତି ଖାଲି ମନ ଉପରେ ପ୍ରଭାବ ପକାଏ ନାହିଁ, ଏହା ହୃଦୟ ଉପରେ ବି ପ୍ରଭାବ ପକାଏ। ଏପରିକି ହାର୍ଟ ଫେଲ୍ୱରର ବି ସମ୍ଭାବନା ଥାଏ। ଜାଣନ୍ତୁ କ’ଣ କହୁଛି ନୂଆ ଅନୁସନ୍ଧାନ।

kala-jeera
ଶରୀରର ଅନେକ ସମସ୍ୟାକୁ ଭଲ କରିଥାଏ କଳା ଜିରା

ଆଜିକାଲି ସବୁ ବର୍ଗର ଲୋକ ସୁସ୍ଥ ଏବଂ ଫିଟ୍‌ ରହିବାକୁ ଚେଷ୍ଟା କରୁଛନ୍ତି। ଏଥିଲାଗି ପ୍ରତିଦିନ ଯୋଗ, ବ୍ୟାୟାମ, ଏକ୍ସରସାଇଜ, ମର୍ଣ୍ଣି  ୱାକ୍‌  ଆଦି କରିଥାନ୍ତି।  ତେବେ ବହୁ ଲୋକ  ବ୍ୟସ୍ତ ଜୀବନଶୈଳୀରୁ ଟାଇମ୍‌ ବାହାର କରି ଜିମ୍‌ ଯିବାକୁ ସମୟ ପାଇ ନ ଥାନ୍ତି। ଆଜି ଆମେ ଆପଣଙ୍କ ଆପଣଙ୍କ ରୋଷେଇ ଘରେ ଥିବା ଏକ ଜିନିଷ  ବ୍ୟବହାର କରି କିପରି ଫିଟ୍‌ ରହିବେ ସେ ବିଷୟରେ କହିବୁ। ଆପଣଙ୍କ ରୋଷେଇ ଘରେ ଖାଦ୍ୟରେ କଳା […]