୬୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ, ପୋପ୍ ବେନେଡିକ୍ଟ ଫେବୃଆରୀ ୨୦୧୩ରେ ଇସ୍ତଫା ଦେଇଥିଲେ । ପୂର୍ବରୁ କୌଣସି ପୋପ୍ ଏଭଳି ଇସ୍ତଫା ଦେଇନଥିଲେ ।
ଅଶ୍ଳୀଳତାର ଜାଲରୁ ଧର୍ମଯାଜକମାନେ ମଧ୍ୟ ମୁକୁଳି ପାରୁନାହାନ୍ତି ।