ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଯାହା ଘଟିଗଲା ତାହା ଦୁର୍ଘଟଣ । ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟିଛି ।
ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି।
କାଲିଠୁ ଇତିହାସ ପାଲଟିବ IPC, CrPC ଓ ଏଭିଡେନ୍ସ ଆକ୍ଟ । ବ୍ରିଟିଶ ଅମଳର ଫୌଜଦାରୀ ଆଇନ ହଟି, ଲାଗୁ ହେବ ୩ ନୂଆ ଆଇନ ।
ଏନ୍ଆର୍ଆଇ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହ ଠକେଇ ମାମଲା ବୃଦ୍ଧି ନେଇ ଉଦ୍ବେଗ ପ୍ରକାଶ କଲେ ଆଇନ ଆୟୋଗ । ସବୁ ନାଗରିକଙ୍କ ପାଇଁ ବାଧ୍ୟତାମୂଳକ ହେବ ବିବାହ ପଞ୍ଜୀକରଣ !