• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fastag

6 changes from April 1st
ଗ୍ୟାସ ଦରରୁ କ୍ରେଡିଟ୍ କାର୍ଡ ଯାଏ...ଏପ୍ରିଲ ପହିଲାରୁ ହେବ ଏହି ୬ଟି ପରିବର୍ତ୍ତନ

ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଅଧୀନରେ ତିନି ମାସରେ ୩୫ ହଜାର ଟଙ୍କା କିମ୍ବା ଅଧିକ ଖର୍ଚ୍ଚ କଲେ ଏୟାରପୋର୍ଟ ଲାଉଞ୍ଜ ଏକସେସ୍ ସୁବିଧା ପ୍ରଦାନ କରାଯିବ। ସେହିପରି ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଗ୍ୟାସ, ବୀମା ଏବଂ ସୁନା କିଣଲେ ରିୱାର୍ଡ ପଏଣ୍ଟ ଦିଆଯିବ ନାହିଁ ।

How to deactivate Paytm Fastag
କେବେ ପର୍ଯ୍ୟନ୍ତ କାମ କରିବ ପେଟିଏମ୍‌ ଫାସ୍‌ଟ୍ୟାଗ୍‌...କେମିତି ବନ୍ଦ କରିବେ ଏହାକୁ...ଜାଣନ୍ତୁ...

ଅଡୁଆରେ ପେଟିଏମ୍‌, ଚିନ୍ତାରେ ଜନସାଧାରଣ । କେବେ ପର୍ଯ୍ୟନ୍ତ କାମ କରିବ ପେଟିଏମ୍‌ ଫାସ୍‌ଟ୍ୟାଗ୍‌ ? କେମିତି ବନ୍ଦ କରିବେ ? ଜାଣନ୍ତୁ...

Budget
ବଦଳିବ ନିୟମ, ବଜେଟ ପୂର୍ବରୁ ଏହି ୬ଟି ପରିବର୍ତ୍ତନ

ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି ଯେ, ବିନା କେୱାଇସି ଥିବା ସମସ୍ତ ଫାସଟ୍ୟାଗ ୩୧ଜାନୁଆରୀ ପରଠାରୁ ବନ୍ଦ କରାଯିବ। ୭କୋଟି ଫାସଟ୍ୟାଗ ଜାରି କରାଯାଇଥିବା ବେଳେ କେବଳ ୪କୋଟି ଆକ୍ଟିଭ ରହିଛି।

FASTag KYC
ଜାନୁଆରୀ ୩୧ ପରେ ବନ୍ଦ ହୋଇଯିବ ଆପଣଙ୍କ FASTag, ଏହା ପୂର୍ବରୁ କରିଦିଅନ୍ତୁ KYC ଅପଡେଟ୍‌

NHAI ପକ୍ଷରୁ ଆହୁରି କହୁଯାଇଛି କି ଯେଉଁ ଫାଷ୍ଟଟ୍ୟାଗର KYC ଜାନୁୟାରୀ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ, ସେମାନଙ୍କୁ ବ୍ଲାକଲିଷ୍ଟ୍‌ କରାଯିବ କିମ୍ବା ନିଷ୍କ୍ରିୟ କରାଯିବ।