• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Aircraft

Defence Deal
ପ୍ରତିରକ୍ଷା କ୍ଷେତ୍ରରେ ବଢିବ ଭାରତର ଶକ୍ତି; କିଣାଯିବ ୮୪ ହଜାର ୫୬୦ କୋଟିର ବିମାନ, ଟର୍ପିଡୋ ଓ ଯୁଦ୍ଧାସ୍ତ୍ର !

ସବୁ ଉପକରଣ ଭାରତୀୟ ନିର୍ମାତାଙ୍କ ଠାରୁ କ୍ରୟ କରିବାକୁ ଗୁରୁତ୍ବ ଦିଆଯାଇଛି। ଖୁବଶୀଘ୍ର ଏହାକୁ କେନ୍ଦ୍ର କ୍ୟାବିନେଟର ମଧ୍ୟ ମଞ୍ଜୁରୀ ମିଳିପାରେ ବୋଲି କୁହାଯାଉଛି ।

Mumbai airport
ମୁମ୍ବାଇରେ ପହଞ୍ଚିଲା ଫ୍ରାନ୍ସ ବିମାନ; ୨୭୬ ଜଣଙ୍କୁ ଧରି ଆସିଲା ଭାରତ

ସମସ୍ତ ୩୦୩ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଫ୍ରାନ୍ସର ଶରଣ ନେଇଥିବାବେଳେ, ୨୭୬ ଜଣଙ୍କୁ ଧରି ବିମାନଟି ଭାରତ ଅଭିମୁଖେ ଆସିଛି । ସେଥିରେ ଅଭିଭାବକ ବିହୀନ ୧୧ ନାବାଳକ ଥିବା ମଧ୍ୟ ସୂଚନା ମିଳିଛି ।

Alliance Air aircraft Flagged Off From Bhubaneswar To Rourkela
ମାତ୍ର ୧ ଘଣ୍ଟାରେ ଭୁବନେଶ୍ୱରରୁ ବିମାନରେ ପହଞ୍ଚିବେ ଏହି ସ୍ଥାନକୁ...ଜାଣନ୍ତୁ, ଟିକେଟ୍‌ ଦାମ୍‌ କେତେ ରହିଛି

ଦିଲ୍ଲୀରୁ ଭର୍ଚୁଆଲ୍‌ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାର ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ରାଉରକେଲା ରୁଟିନ୍ ଉଡ଼ାଣ ଆରମ୍ଭ ହେବ।

Aircraft
ବୀରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୫ ଫୁଟ୍ ଉଚ୍ଚରୁ ଖସିପଡ଼ିଲା ଏୟାରକ୍ରାଫ୍ଟ

ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ।

Loan
ଆପଣ ବି ଚାହିଁଲେ କିଣିପାରିବେ ବିମାନ, ଏହି ବ୍ୟାଙ୍କ ଦେଉଛି ଲୋନ୍‌

ଏଣିକି ଆକାଶରେ ଉଡ଼ିବା ସାଧାରଣ ଲୋକଙ୍କ ପାଇଁ ସହଜ ହେବ। କାରଣ ଏଣିକି ଲୋନ୍‌ରେ ମିଳିବ ଉଡ଼ାଜାହାଜ। ଆଉ ବ୍ୟାଙ୍କ୍ ଦେବ ଲୋନ୍‌। ହୁଏତ ଏହି ଖବର ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଏବଂ କହିବେ ଆଜିକା ଦିନରେ ବାଇକ୍‌ କିଣିବା କଷ୍ଟ ହେଉଛି ଆଉ ସେହି ସମୟରେ ଉଡ଼ାଜାହାଜ କିଣିବା କଥା ଭାବୁଛି କିଏ?