ଶିଖରଚଣ୍ଡୀ ପାହାଡ଼ରୁ ଅଧାପୋଡ଼ା ଅବସ୍ଥାରେ ମିଳିଲେ ଅବିନାଶ, ହସ୍ପିଟାଲ୍ ନେବା ବାଟରେ ମୃତ୍ୟୁ, ହ୍ୟାଣ୍ଡନୋଟରୁ ପ୍ରେମଜନିତ କାରଣ ଅନୁମାନ...ହତ୍ୟା ଅଭିଯୋଗ ଆଣିଲା ପରିବାର...
ସୋସିଆଲ୍ ମିଡିଆରେ ଭାବବିହ୍ୱଳ ଭିଡିଓ ପୋଷ୍ଟକୁ ନେଇ ଚର୍ଚ୍ଚା, କହିଲେ ଜୀବନସାଥୀ ବାଛିବାରେ କରିଛି ଭୁଲ୍, ନିଜ ରାଜନୈତିକ କ୍ୟାରିୟରକୁ ନେଇ ବି ସନ୍ଦିହାନ୍..
ବେଞ୍ଚ ପ୍ରତିଷ୍ଠା ବିରୋଧରେ ହାଇକୋର୍ଟ ବାରରେ ପ୍ରସ୍ତାବ ପାରିତ ପରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବିଭିନ୍ନ ଓକିଲ ସଂଘଙ୍କ ତୀବ୍ର ପ୍ରତିକ୍ରିୟା, ରାଜନୀତି ବି ଜୋର୍
ଏମାର ମଠ ଖନନ ସ୍ଥଳରେ ଫିଙ୍ଗା ପଡ଼ିଥିବା ପ୍ରାଚୀନ ସିଂହମୂର୍ତ୍ତକୁ ଉଦ୍ଧାର କରି କାର୍ଯ୍ୟାଳୟକୁ ନେଲା ଏଏସ୍ଆଇ,ଏପଟେ ଗଙ୍ଗ ରାଜତ୍ୱ ସମୟର କୀର୍ତ୍ତିରାଜି ବୟାନ ପାଇଁ ଅଧିକ୍ଷକଙ୍କ ବିରୋଧରେ ଥାନାରେ ଏତଲା
ମାସକ ବଦଳରେ ୨୫ରୁ ୨୭ ଦିନର ବିଲ୍ କରି ଅତି ଚତୁରତାର ସହ ଅଧିକ ଅର୍ଥ ନେଉଛି ବିତରଣକାରୀ କଂପାନୀ, ନିୟମର ଖୋଲା ଉଲ୍ଲଙ୍ଘନ ହେଉ ଥିଲେ ବି କାହିଁକି ଚୁପ୍ OERC ଉଠିଲା ପ୍ରଶ୍ନ...
ଚଣ୍ଡୀ ମନ୍ଦିର ସାମ୍ନା ରାସ୍ତା ଡାଇଭର୍ଟ କରାଯିବ । ଏହାସହ ମନ୍ଦିର ଚଟାଣ ଉଚ୍ଚ ହେବ ।
ଭିଡିଓ ସେୟାର କରି ମିଡିଆ ଉପରେ ବର୍ଷିଲେ ଅନୁଭବ ମହାନ୍ତି ।
ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟର କିଛି ଝଲକ୍...ଦଶର୍କମାନେ ନିଜ ମନ ପସନ୍ଦର କଳାକୃତି ଦେଖୁଛନ୍ତି...
ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆସୁଥିବା ବିବାଦ ଦିନକୁ ଦିନ ନୂଆମୋଡ଼ ନେଉଛି । ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ପରେ ଏହାକୁ ଏବେ ସ୍ଥାନାନ୍ତର କରାଯାଇଛି ।
ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା। ସୋସିଆଲ ମିଡିଆରେ ଅନୁଭବ ଏବେ ଏମିତି ଏକ ଭିଡିଓ ଶେଆର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
କଲେକ୍ଟର ହେବ ତ ଏମିତି। ଅନାଥ ପିଲାଙ୍କୁ ମଲ୍ ବୁଲାଇ ନେଲେ, ମନପସନ୍ଦର ଡ୍ରେସ କିଣିଦେଲେ। ହଷ୍ଟେଲରୁ ମଲ୍ ଯାଇ ବେଶ୍ ଖୁସି ହେଲେ ପିଲେ। ଭଳି କି ଭଳି ଡ୍ରେସ ଦେଖି କାହାକୁ ନେବେ କାହାକୁ ନନେବେ କନଫ୍ୟୁଜ୍ ହେଲେ ପିଲେ । ଡ୍ରେସ ଦେଖାଇବାରେ କିନ୍ତୁ ହେଳା କରୁନଥିଲେ ମଲ୍ କର୍ମଚାରୀ
ଇଲୋ ବୋଉଲୋ...ଆରମ୍ଭରୁ ଏତେ ଫଁ ଫଁ କିଆଁ ହେଉଛନ୍ତି ମେୟର? ଇଏ କଣ ଏମିତି କହିଲେଣି, ଛୋଟ ମୋଟ ଆଲୋଚନା କରିବାନି ବୋଲି। ନାରଣ କେଉଁ କାମ ଛୋଟ କିରେ? ମାରିଦେଲୁରେ ନାରଣ...ଇଏ କଣ ରାଗିକି ପୂରା ଚିଡି ଗଲେଣି
ଭକ୍ତଙ୍କ ଗ୍ରହଣରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା । ଆଜି ଦଇତାପତି ନିଯୋଗ ଓ ଅନ୍ୟ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
ମୁଖ୍ୟ ବିଚାରପତି ହାଇକୋର୍ଟ ବେଞ୍ଚ ଗଠନକୁ ନିଜର ସ୍ୱୀକୃତି ନଦେବାକୁ ଏକ ସ୍ମାରକପତ୍ର କମିଟି ପ୍ରସ୍ତୁତ ହେବ । ଏନେଇ ଗତକାଲି ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ନା ଥିଲା ଦାମୀ କାର୍, ନା ଫୁଲରେ ସଜ୍ଜା ହୋଇଥିଲା ଗାଡ଼ି...ବରଂ ସାଇକେଲ୍ ଚଢି ବର ବେଶରେ ବରଯାତ୍ରୀ ଧରି ବିବାହ ମଣ୍ଡପକୁ ଯାଇଥିଲେ ଏହି ଯୁବକ।
ଯାହା ପଚାରିଲେ କୁନି ମୁହଁରୁ ଫଟାଫଟ ବାହାରୁଛି ଉତ୍ତର। ଯେଉଁ ବୟସରେ ପିଲାଙ୍କ ପାଟି ଭଲ କରି ଖୋଲି ନଥାଏ, ସେହି ବୟସରେ ସେ ଅନର୍ଗଳ ଭାବେ ଇଂରାଜୀ ଶବ୍ଦର ବିପରୀତ ଶବ୍ଦ କହୁଛନ୍ତି ।
ରେଭେନ୍ସା ମହାବିଦ୍ୟାଳୟର ଗେଟ୍ ବିବାଦରୁ ଆନ୍ଦୋଳନ । ଗତକାଲି ରାତିରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ ।
ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ସାରା ପୁରାତନ କୀର୍ତ୍ତିରାଜି ଭରି ରହିଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ ବୋଲି ASI ଅଧିକ୍ଷକ କହିଛନ୍ତି।
୩ ଦିନିଆ ଛତିଶଗଡ଼ ଗସ୍ତରେ ଓଡ଼ିଶା ନଦୀ ବଞ୍ଚାଅ ସମିତି ପକ୍ଷରୁ ୧୩ ଜଣିଆ କମିଟି । ଗ୍ରାଉଣ୍ଡରେ ସ୍ଥିତି ପରଖି ରିପୋର୍ଟ ପ୍ରସ୍ତୁତ କରିବ ଏହି ଟିମ୍ ।
ଟାଟା ପାୱାର କହିଛି, ଗତ ବର୍ଷ ମେଣ୍ଟେନାନ୍ସ ହୋଇ ନ ଥିବାରୁ ଏବେ ମେଣ୍ଟେନାନ୍ସ କାମ ଚାଲିଛି ।
ବିବାହକୁ ଖେଳ ଘର ଭାବି ମଦ ପିଇ ମାତାଲ୍ ହୋଇ ନିଜ ବିବାହରେ ନିଜେ ନାଚି ନାଚି ବାରାତି ଯାଉଛି ବର ।
ସିଂହମୂର୍ତ୍ତିଟି ଆଜି ବି ସେମିତି ବାଲିମାଟିରେ ଲୋଟୁଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସମ୍ବିତ୍ ପାତ୍ର ।
ବାଲେଶ୍ୱର ଜିଲ୍ଲା ରେମୁଣା ଗାଁ । ଅଗ୍ନିକୁ ସାକ୍ଷୀ ରଖି ହାତକୁ ଦିହାତ ହେଲେ ବର କନ୍ୟା । ପଣ୍ଡିତଙ୍କ ମନ୍ତ୍ରପାଠ ପରେ ବେଦୀ ଉପରେ ହସ୍ତଗଣ୍ଠି ପଡ଼ିଲା । ଠିକ୍ ଏତିକି ବେଳକୁ କନ୍ୟା କାଢ଼ି ପକାଉଛନ୍ତି ଶଙ୍ଖା, ଚୁଡ଼ି ସହ ସୁନା ମୁଦି ।
ବିଜୁଳି କାଟ ସମସ୍ୟାର ସମାଧାନ ଲାଗି ଟାଇମ ମ୍ୟାନେଜମେଣ୍ଟ ସହ ବର୍ଷାଦିନ ପୂର୍ବରୁ ମେଣ୍ଟେନାନ୍ସ କାମ ସାରିବାକୁ ବିତରଣ କମ୍ପାନିଙ୍କୁ ନିର୍ଦ୍ଦେଶ ଦେଇଛି ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଏମିତିକି ବିଦ୍ୟୁତ୍ ବିଲ୍ ସମ୍ପର୍କିତ ସମସ୍ୟାକୁ ଜିଲ୍ଲାସ୍ତରରେ ବିଜୁଳି ଅଦାଲତ ମାଧ୍ୟମରେ ସମାଧାନ କରିବାକୁ କମିଟି ପରାମର୍ଶ ଦେଇଛି ।
ବିନିକାର ଗାନ୍ଧିନଗରପଡାର ୮୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ ସିନ୍ଦ୍ରିଆ ରିକ୍ସାରେ ଭତ୍ତା ନେବାକୁ ପ୍ରତିମାସରେ, ଏମିତି ପ୍ରତି ମାସରେ ଟ୍ରଲିରେ ବୁହା ହୋଇ ଯାଆନ୍ତି ସରକାରୀ ଭତ୍ତା ଆଣିବାକୁ ।