କଲେକ୍ଟର ହେବ ତ ଏମିତି। ଅନାଥ ପିଲାଙ୍କୁ ମଲ୍ ବୁଲାଇ ନେଲେ, ମନପସନ୍ଦର ଡ୍ରେସ କିଣିଦେଲେ। ହଷ୍ଟେଲରୁ ମଲ୍ ଯାଇ ବେଶ୍ ଖୁସି ହେଲେ ପିଲେ। ଭଳି କି ଭଳି ଡ୍ରେସ ଦେଖି କାହାକୁ ନେବେ କାହାକୁ ନନେବେ କନଫ୍ୟୁଜ୍ ହେଲେ ପିଲେ । ଡ୍ରେସ ଦେଖାଇବାରେ କିନ୍ତୁ ହେଳା କରୁନଥିଲେ ମଲ୍ କର୍ମଚାରୀ