୩ ଦିନିଆ ଛତିଶଗଡ଼ ଗସ୍ତରେ ଓଡ଼ିଶା ନଦୀ ବଞ୍ଚାଅ ସମିତି ପକ୍ଷରୁ ୧୩ ଜଣିଆ କମିଟି । ଗ୍ରାଉଣ୍ଡରେ ସ୍ଥିତି ପରଖି ରିପୋର୍ଟ ପ୍ରସ୍ତୁତ କରିବ ଏହି ଟିମ୍ ।