• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Shankaracharya
ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ଜଗଦ୍‌ଗୁରୁ, ସରକାରଙ୍କ କାର୍ଯ୍ୟକୁ କଲେ ସମାଲୋଚନା

ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ଏହାସହ ଏତେ ସବୁ ନିର୍ମାଣ କାମ ପୂର୍ବରୁ ପ୍ରଶାସନ ତାଙ୍କ ସହ ଥରେ ବି ଆଲୋଚନା କରିନାହିଁ ।

Special story
ମେଡିକାଲ ଆସୁନାହାଁନ୍ତି ଡାକ୍ତର, ଫାର୍ମାସିଷ୍ଟ କରୁଛନ୍ତି ଚିକିତ୍ସା

ମେଡିକାଲ କୋଠାକୁ ସୁନ୍ଦର କରି ଦେଲେ ହେବ ନାହିଁ। ଡାକ୍ତରଙ୍କଠାରୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିବା ଦରକାର। ଯଦି ଏତକ ନ ମିଳେ ସେ ମେଡିକାଲରେ ଗଣା ହେବ କେମିତି? ପାରଳାଖେମୁଣ୍ଡି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି

school
ଗଛମୂଳେ ଚାଲିଛି ସରକାରୀ ସ୍କୁଲ୍ : ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ପିଲା

ସ୍କୁଲ ଘରଟିଏ ନଥିବାରୁ ଗଛ ପାଲଟିଛି ପିଲାଙ୍କ ସାହା ଭରସା। ଖରା, ବର୍ଷା ହେଉ କି ଶୀତ ସବୁବେଳେ ଗଛ ମୂଳେ ଚାଲିଥାଏ ପାଠପଢା

Special Story
ପୁଅଝିଅଙ୍କ ଚିନ୍ତାରେ ବୃଦ୍ଧ ଦମ୍ପତି : ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଗୁହାରୀ

ଏମାନଙ୍କୁ ସାହା ହୁଅ ସରକାର। ଦୁଇ ପିଲାଙ୍କୁ ନେଇ ଅଭାବ ଅନାଟନରେ ଦିନ କାଟୁଛନ୍ତି ଏ ବୃଦ୍ଧ ଦମ୍ପତି...

BJD MP Amar Patnaik On Petrol Diesel Prices
କେନ୍ଦ୍ର କମାଇଲା ତୈଳ ଦର, କେବେ ଭାଟ୍‌ ଛାଡ଼ିବେ ଓଡ଼ିଶା ସରକାର ?

ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଏବେ ରାଜ୍ୟ ସରକାରଙ୍କ ପାଳି। ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା କମିଥିବା ବେଳେ, ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମିଛି।

Jojona Ra Na Hariloot
ସରକାରୀ ଅଫିସ୍‌କୁ ଦୌଡି ଦୌଡ଼ି ଆଖି ବୁଜିଲେ କିନ୍ତୁ ଆବାସ ଟଙ୍କା ପାଇଲେନି...

ସରକାରୀ ଆବାସ ଟଙ୍କା ପାଇଁ ଅଫିସ୍‌ ଦୌଡ଼ି ଦୌଡ଼ି ସ୍ୱାମୀ ଚାଲିଗଲେ ସିନା କିନ୍ତୁ ଟଙ୍କା ପାଇଲେନି। ବାରମ୍ବାର ଗୁହାରି କଲାପରେ ବି ଶୁଣୁନି ପ୍ରଶାସନ। ସାହାଯ୍ୟ ପାଇଁ ପାଖରେ ବି କେହି ନାହିଁ, ତେବେ ବାକି ଟଙ୍କା ଖାଇଲା କିଏ? ବିଡ଼ିଓ କହୁଛନ୍ତି...

 Prerana
ଶ୍ରୀମନ୍ଦିର ଭିତରେ ମାହାରୀ ନାଚିବାର ପ୍ରଥମ ଅନୁଭୂତି ରୂପଶ୍ରୀଙ୍କର ଥିଲା କେମିତି?

ଚାରି ଚାରି ଜଣ ଦେବଦାସୀଙ୍କ ପାଖରୁ ଶିକ୍ଷା କରିଛନ୍ତି ନୃତ୍ୟ। ନାଚ ଶିଖୁ ଶିଖୁ ମାହାରୀ ନୃତ୍ୟ କରିବି ବୋଲି ଗୁରୁ କହିଥିଲେ। ମାହାରୀରୁ ଅର୍ଥ ହେଉଛି ମହାନ୍‌ ନାରୀ...ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ। ପରମ୍ପରାକୁ ଆଗେଇ ନେବାର ପ୍ରୟାସ କରୁଛନ୍ତି ରୂପଶ୍ରୀ

Man loses money through mobile app
ଶ୍ରୀମନ୍ଦିର ଭିତରେ ମାହାରୀ ନାଚିବାର ପ୍ରଥମ ଅନୁଭୂତି ରୂପଶ୍ରୀଙ୍କର ଥିଲା କେମିତି?

ଚାରି ଚାରି ଜଣ ଦେବଦାସୀଙ୍କ ପାଖରୁ ଶିକ୍ଷା କରିଛନ୍ତି ନୃତ୍ୟ। ନାଚ ଶିଖୁ ଶିଖୁ ମାହାରୀ ନୃତ୍ୟ କରିବି ବୋଲି ଗୁରୁ କହିଥିଲେ। ମାହାରୀରୁ ଅର୍ଥ ହେଉଛି ମହାନ୍‌ ନାରୀ...ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ। ପରମ୍ପରାକୁ ଆଗେଇ ନେବାର ପ୍ରୟାସ କରୁଛନ୍ତି ରୂପଶ୍ରୀ

Series Of Accident In Balangir
ଦୁର୍ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ! ସାମ୍ନାକୁ ଆସିଲା CCTV ଫୁଟେଜ୍‌

କେମିତି ହୋଇଥିଲା ବଲାଙ୍ଗିର ଆର୍‌ଟିଓ ଛକରେ ଦୁର୍ଘଟଣା ? ଜାଣିଶୁଣି କରାଯାଇଥିଲା କି ଦୁର୍ଘଟଣା ? କାରଣ ଘଟଣା ସମୟର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି।

High Court
ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ହାଇକୋର୍ଟଙ୍କ ଚିନ୍ତା

ରାଜ୍ୟର ବିଭିନ୍ନ DHH, PHC ଓ CHCରେ ଡାକ୍ତର ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ ।

Ollywood actor Sabyasachi Mishra on Anubhav Mohanty-Varsha issue
ଅନୁଭବଙ୍କ ଭିଡିଓରେ ଓଲିଉଡ୍‌ ଇମୋସନାଲ୍‌: ସବ୍ୟସାଚୀ କହିଲେ- ବହୁତ କଷ୍ଟ ଲାଗୁଛି....

କିଛିଦିନ ପୂର୍ବେ ଅନୁଭବ ପ୍ରଥମ ଭିଡିଓରେ ନିଜ ମନର କ୍ଷୋଭ ପ୍ରକାଶ କରିବା ପରେ ଗତକାଲି ଦ୍ୱିତୀୟ ଭିଡିଓରେ ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନେଇ ତାଙ୍କ ବୈବାହିକ ଜୀବନରେ ଝଡ ସମ୍ପର୍କରେ ମୁହଁ ଖୋଲିଛନ୍ତି। 

Why Birds Don't Get Electric Shock Despite Sitting on High-Voltage Wire
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଧ୍ୟ ପକ୍ଷୀଙ୍କୁ ଇଲେକ୍ଟ୍ରିକ୍ ସକ୍‌ ଲାଗେନାହିଁ, ହେଲେ କାହିଁକି ?

ହାଇ ଭୋଲଟେଜ୍ ତାରରେ ବସିବା ସତ୍ତ୍ୱେ ପକ୍ଷୀଙ୍କୁ କାହିଁକି ଲାଗେନାହିଁ ବିଦ୍ୟୁତ୍‌ ଆଘାତ ଜାଣନ୍ତି କି ?

Khola Katha
ଦିଲ୍ଲୀରେ ରହି ଏତେ କଥା...ପୁରୀକୁ କେତେ ଥର ଆସିଛନ୍ତି ପିନାକୀ ବାବୁ?

ଓଡ଼ିଆ ନେତା ଓଡ଼ିଆ ଲେଖି ପାରୁନାହାନ୍ତି, ତଥାପି ଲୋକେ ତାଙ୍କୁ ଆପଣାଉଛନ୍ତି। ପ୍ରତାପ ଦେବ ମତେ ଡକାୟତ କୁହନ୍ତୁ କି ଚୋର..ମୁଁ ତାଙ୍କୁ କ୍ଷମା କରିଦେଉଛି। ମୁଁ ୨୪ ଘଂଟା ଟିଭିରେ ରହୁଛି ଯଦି ପିନାକୀ ବାବୁ ୨୪ ଘଂଟା ପୁରୀରେ ରୁହନ୍ତୁ। ଦିଲ୍ଲୀରେ ରହି ପୁରୀର କଥା କୁହନ୍ତୁ ନାହିଁ, କେତେ ଥର ପୁରୀ ଆସିଛନ୍ତି ପିନାକୀ ବାବୁ?

midday meal
ପୋକ ସାଲୁବାଲୁ ଚାଉଳରେ ପ୍ରସ୍ତୁତ ହେଲା ପୃଷ୍ଟିକର ମଧ୍ୟାହ୍ନ ଭୋଜନ, ୟାକୁ ପିଲା ଖାଇବେ ତ?

ବସ୍ତା ସାରା ଖାଲି ପୋକ ସାଲୁବାଲୁ ହେଉଛନ୍ତି। ଆଉ ଏଇ ଚାଉଳରେ ପିଲାଙ୍କ ପାଇଁ ତିଆରି ହୋଇଛି ମଧ୍ୟାହ୍ନ ଭୋଜନ। ଏ ପୃଷ୍ଟିକର ଖାଦ୍ୟ ଖାଇ ପିଲା ପାଠ ପଢିବେ କି ମେଡ଼ିକାଲରେ ଭର୍ତ୍ତି ହେବେ ସେଇ ଚିତ୍ର ଆପଣଙ୍କ ସାମ୍ନାରେ। ଦେଖନ୍ତୁ କେମିତି ଚାଲିଛି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା...

2 killed in lightning strike in Odisha
ବଜ୍ରପାତ ନେଲା ଜୀବନ: ୨ ମୃତ, ୩ ଗୁରୁତର

ବଜ୍ରାଘାତରେ ୨ ଜଣଙ୍କ ମୃତ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି ।

Cyber Crime
ଓଟିପି ଆସିଲାନି, କି ମେସେଜ୍‌ ନାହିଁ...ଖାଲି ହୋଇଗଲା ଆକାଉଣ୍ଟ୍‌....

ମେସେଜ୍‌ ଆସିଲାନି କି ଓଟିପି ଆସିଲାନି। କିନ୍ତୁ ଆକାଉଣ୍ଟରୁ କଟିଗଲା ଟଙ୍କା। ଥାନାରୁ ଫେରିବା ପରେ ଭୂତଖାନା ଯାଇଥିବା କହିଲେ ଏଇ ବ୍ୟକ୍ତି...ପରେ ହେଲା କଣ?

Councillor addresses grievances
ଭୋଟ୍‌ରେ ବିଜୟୀ ହେବା ପରେ…ଗାଁ କୁ ଗାଁ ବୁଲି ଲୋକଙ୍କ ଅଭିଯୋଗକୁ ଡାଏରୀରେ ଟିପୁଛନ୍ତି ନେତା…

ନେତା ହେବ ତ ଏମିତି। ଭୋଟ୍‌ରେ ବିଜୟୀ ହେବା ପରେ ଗାଁ କୁ ଗାଁ ବୁଲି ଏମିତି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି କାଉନସିଲର ମାଡମ୍‌। କେବଳ ଅଭିଯୋଗ ଶୁଣୁଛନ୍ତି ତାହା ନୁହେଁ ବରଂ ଏମିତି ଡାଏରୀରେ ଟିପି ରଖୁଛନ୍ତି ସବୁ କଥା। ନେତାଙ୍କୁ ପାଖରେ ପାଇବା ପରେ ଅଭିଯୋଗର ଲମ୍ବା ଲିଷ୍ଟ ଧରାଇ ଦେଉଛନ୍ତି ଜନତା…ଦେଖନ୍ତୁ ଏହି ବିରଳ ଦୃଶ୍ୟ…

Putin's daughter dating Zelensky
ଜେଲେନସ୍କିଙ୍କୁ ଡେଟ୍ କରୁଛନ୍ତି ପୁଟିନ୍ଙ୍କ ଝିଅ…

ଜେଲେନସ୍କିଙ୍କ ଝିଅ ସହ ଡେଟ୍‌ କରୁଛନ୍ତି ପୁଟିନ୍‌ଙ୍କ ଝିଅ। ଏହାରି ମଧ୍ୟରେ ୫୦ ରୁ ଅଧିକ ଥର ତାଙ୍କୁ ଭେଟିଲେଣି...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ...ଘଟଣା ଜାଣିବା ପରେ ପୁଟିନ୍‌....

  • Sunday, 22 May 2022
Blind village of Mexico where every human and animals are blind
ଅଜବ ଗାଁ; ମଣିଷରୁ ପଶୁ ଯିଏ ଜନ୍ମ ହେଲା ସିଏ ଅନ୍ଧ ହେଲା

ଏଇଠି ଅଛି ଅଜବ ଗାଁ। ଅନ୍ଧମାନଙ୍କ ଗାଁ ଭାବେ ସେ ପାଇଛି ନିଜ ପରିଚୟ। ମଣିଷରୁ ପଶୁ ଯିଏ ଏଠି ଜନ୍ମ ହେଲା ସେ ହେଉଛି ଅନ୍ଧ। ହେଲେ କାହିଁକି? ଜାଣିବା ପାଇଁ ପଢନ୍ତୁ…

Man bought a second hand bicycle and worshiped with son
ପୁରୁଣା ସାଇକେଲ୍ ଆଣିଦେଲା ମର୍ସିଡିଜ୍ କାର୍‌ର ଖୁସି

ଜଣେ ବ୍ୟକ୍ତି ପୁରୁଣା ସାଇକେଲ୍ କିଣିଲେ। ଫୁଲ ଚନ୍ଦନ ଦେଇ ପୂଜା କଲେ। ପରିବାରରେ ଏତେ ଖୁସି ଯେ ଘରକୁ ସାଇକେଲ୍ ଆସିନି ତ ସତେ ଯେପରି ଘରକୁ ଆସିଛି ନୂଆ ମର୍ସିଡିଜ୍ ବେଞ୍ଜ୍।

Special Story | 7-month-old boy in Jajpur needs Rs 25 lakh to get new life, family pleads for help
୭ ମାସର ପୁଅର ଅପରେସନ୍‌ ପାଇଁ ୧୫ ଲକ୍ଷ ଦରକାର, କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ...

୭ ମାସର ପୁଅକୁ ବଞ୍ଚାଇବାକୁ ଦରକାର ୧୫ ଲକ୍ଷ ଟଙ୍କା। ଆଭାସ୍‌ର ଅପରେସନ୍‌ ନହେଲେ ଜୀବନ ପ୍ରତି ବିପଦ ଥିବା କହୁଛନ୍ତି ଡାକ୍ତର। ପୂର୍ବରୁ ଦୁଇ ପୁଅଙ୍କୁ ହରାଇଥିବା ସଞ୍ଜୀବଙ୍କ ପାଖରେ ଏଇ ପୁଅର ଚିକିତ୍ସା ପାଇଁ ଟଙ୍କା ବି ନାହିଁ। କୁନି ପୁଅକୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଏମିତି ପ୍ରାର୍ଥନା କରୁଛି ମାଆ…

News Fuse
ନବୀନ-ମୋଦିଙ୍କ ସବୁ ଖାଲି ନାଲି ନାଲି…କେବଳ କପି ପେଷ୍ଟରେ ସରକାର ଚାଲୁଛି

ନବୀନ-ପାଣ୍ଡିଆନ୍ ତ ଖାଲି ଖେଳୁଛନ୍ତି। ଏ ମୋଦିକୁ ଦେଖି ନବୀନ ସବୁ ଏମିତି କରୁଛନ୍ତି…ୟାଙ୍କର ସବୁ ନାଲିନାଲି....ବାଃ ବାଃରେ ଅଫିସର। ଆଲୋ ସୁର ଭାଇ କଣ ଏମିତି କହିଲେଣି?

Forester and Forest Guard arrested in Bolangir
ଲାଞ୍ଚ ନେଇ ସସ୍‌ପେଣ୍ଡ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

ବଲାଙ୍ଗିର ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି ।

GPR survey conducted at midnight
ପୁରୀରେ ରାତି ଅଧିଆ GPR ସର୍ଭେ !

ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି।

Husband's family thrash woman on road in Kamakhyanagar & snatch away children
ବିଚ୍‌ ରାସ୍ତାରେ ମାଆକୁ ବାଡ଼େଇଲେ, ଦୁଇ ଛୁଆଙ୍କୁ ଜୋର ଜବରଦସ୍ତି ଛଡ଼ାଇ ନେଇଗଲେ

ଏ କେମିତିକା ଶାଶୂଘର ? ମାଆକୁ ରାସ୍ତାରେ ବାଡ଼େଇ ଦୁଇ ପିଲାଙ୍କୁ ମାଆ କୋଳରୁ ନେଇ ଆସିଲେ। ପୁଅ ଚାଲିଯିବା ପରେ ସବୁ ସମ୍ପର୍କ ତୁଟାଇ ଅନ୍ୟତ୍ର ବାହା ହୋଇଥିଲେ ରୀନା। ହେଲେ ଏବେ ମାଆ କୋଳରୁ ଦୁଇ ଛୁଆଙ୍କୁ ନେଇ ଆସିଲେ ଶାଶୂଘର ଲୋକ…