Marriage
ବିବାହ ଏକ ଐଶ୍ୱରୀୟ ବନ୍ଧନ । ପତି-ପତ୍ନୀ ମଧ୍ୟରେ ଏହା ସାତ ଜନ୍ମର ସଂପର୍କର ଡୋରୀ । ହେଲେ ଏବେ କିନ୍ତୁ ଦେଖିବାକୁ ମିଳୁଛି ଓଲଟା ଘଟଣା, ଓଲଟା କାହାଣୀ । କେଉଁଠି ପିଲାଙ୍କ ସ୍ୱପ୍ନର ସଂସାରକୁ ଉଜାଡ଼ି ଦେଉଛନ୍ତି ପରିବାର ଲୋକେ, ତ ଆଉ କେଉଁଠି ଭାବି ସ୍ୱାମୀକୁ ଗ୍ରହଣ କରିନପାରି ପର ପୁରୁଷକୁ ଆପଣାର କରୁଛି ଭାବି ପତ୍ନୀ । ଏପରିକି ବିବାହକୁ ଖେଳ ଘର ଭାବି ମଦ ପିଇ ମାତାଲ୍ ହୋଇ ନିଜ ବିବାହରେ ନିଜେ ନାଚି ନାଚି ବାରାତି ଯାଉଛି ବର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)