କଲେକ୍ଟର ହେବ ତ ଏମିତି। ଅନାଥ ପିଲାଙ୍କୁ ମଲ୍ ବୁଲାଇ ନେଲେ, ମନପସନ୍ଦର ଡ୍ରେସ କିଣିଦେଲେ। ହଷ୍ଟେଲରୁ ମଲ୍ ଯାଇ ବେଶ୍ ଖୁସି ହେଲେ ପିଲେ। ଭଳି କି ଭଳି ଡ୍ରେସ ଦେଖି କାହାକୁ ନେବେ କାହାକୁ ନନେବେ କନଫ୍ୟୁଜ୍ ହେଲେ ପିଲେ । ଡ୍ରେସ ଦେଖାଇବାରେ କିନ୍ତୁ ହେଳା କରୁନଥିଲେ ମଲ୍ କର୍ମଚାରୀ
Published: Otv Khabar Bureau
Last updated: 19 May 2022, 01:56 PM IST
ପ୍ରେମରେ ଧୋକା ଖାଇବା ପରେ ଭିଡ଼ିଓରେ ସମାଜକୁ ବାର୍ତ୍ତା ଦେଲେ ପ୍ରେମିକ। କହିଲେ, ଏମିତି ଝିଅକୁ ଭଲପାଅନି କି ମୋ ପରି ପସ୍ତାଅନି। ୬ ବର୍ଷ ପ୍ରେମ ସମ୍ପର୍କ ପରେ ପ୍ରେମିକା ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରଖିବାରୁ ଥାନାରେ ମାମଲା ଦାୟର କରି ଏମିତି କହିଲେ ପ୍ରେମିକ, ଜାଣନ୍ତୁ କଣ ଥିଲା ପୂରା ଘଟଣା