ଲୋକମାନଙ୍କ ଘର ସହ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କଟକ ବାସୀଙ୍କୁ ସଚେତନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।
ଇଲୋ ବୋଉଲୋ...ଆରମ୍ଭରୁ ଏତେ ଫଁ ଫଁ କିଆଁ ହେଉଛନ୍ତି ମେୟର? ଇଏ କଣ ଏମିତି କହିଲେଣି, ଛୋଟ ମୋଟ ଆଲୋଚନା କରିବାନି ବୋଲି। ନାରଣ କେଉଁ କାମ ଛୋଟ କିରେ? ମାରିଦେଲୁରେ ନାରଣ...ଇଏ କଣ ରାଗିକି ପୂରା ଚିଡି ଗଲେଣି