• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Taste of Odisha
ଫଟା ଫଟ୍ କରନ୍ତୁ... ଫଟା ଫଟ୍ ଖାଆନ୍ତୁ ସ୍କାଇସଡ୍ ଏଗ୍ ଫ୍ରାଏ

ମାତ୍ର କେଇ ମିନିଟରେ ତିଆରି ହୋଇଯିବ ସ୍କାଇସଡ୍ ଏଗ୍ ଫ୍ରାଏ। ଅଫିସରୁ ଆସି ତିଆରି କରି ଖାଆନ୍ତୁ ଏହି ସ୍ପେଶାଲ୍ ଆଇଟମ୍...

puri sri mandira
୪ ଦିନ ଧରି ଚାଲିଲା GPR ସର୍ଭେ; ଓବିସିସିକୁ ହସ୍ତାନ୍ତର କରାଯିବ ରିପୋର୍ଟ

ଏମାର ମଠର ଖନନ ସ୍ଥାନରେ ଚାଲିଛି GPR ସର୍ଭେ । ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ଏହି ସର୍ଭେ କରାଯାଇଛି ।

Anubhav-Varsha
ଡିଭର୍ସ ଏଡେଇବାକୁ ଏହିସବୁ ସର୍ତ୍ତ ମାନି ଯାଇଥିଲେ ବର୍ଷା, କେବଳ ଗୋଟିଏକୁ ଛାଡ଼ି

ବିଜେଡି ସାଂସଦ ଅନୁଭବ ମହାନ୍ତି ରଖିଥିଲେ ଅନେକ ସର୍ତ୍ତ । ଡିଭର୍ସ ଏଡାଇବା ପାଇଁ ପତ୍ନୀ ବର୍ଷା ଅନେକ ସର୍ତ୍ତ ମାନିବାକୁ ରାଜିଥିଲେ । ହେଲେ ଗୋଟିଏ ସର୍ତ୍ତରେ ହୋଇପାରିନଥିଲା ସହମତି । କଣ ଥିଲା ଏହି ସର୍ତ୍ତ ।

Mother, father serioulsy injured in son's attack
ଏମିତି ପୁଅକୁ ଧିକ୍... ମାଡ଼ ଖାଇ ମେଡିକାଲ ବେଡ଼ରେ ବାପା, କଇଁ କଇଁ କାନ୍ଦୁଛି ମାଆ

ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ବାପା-ମାଆ। ଆଉ ଶେଷରେ ଭାଗ୍ୟକୁ ନିନ୍ଦା କରି କହୁଛନ୍ତି ଏମିତି ପୁଅକୁ ଧିକ୍...

Anubhav Mohanty releases new video targeting wife Varsha Priyadarshini, watch what he says
ବର୍ଷାଙ୍କ ଏତଲା ପରେ ଅନୁଭବଙ୍କ ଆଉ ଏକ ଭିଡିଓ

ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।

News Fuse
ଏ ଗାଡିରୁ ବାହାରିଲା ହାତ, ସେ ଗାଡିରୁ ବାହାରିଲା ହାତ... ଆଉ ତା’ପରେ...

ହଇରେ ନାରଣ ଏଠି କଣ ଚାଲିଛି କିରେ... କୁକୁଡା ଗାଡି ପଛେ ପଛେ ଯାଉଛି ନାଲିବତୀ ଗାଡି। ଅଧ ବାଟରେ ଏ କଣ ହଉଛି... ଶୂନ୍ୟରେ ଏ ଗାଡିରୁ ବାହାଉଛି ହାତ, ସେ ଗାଡିରୁ ବାହାଉଛି ହାତ...

Anubhav -Varsha
ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟ ପରେ ବିବାଦ ତୀବ୍ର

ଅନୁଭବ-ବର୍ଷା । ଦିନେ ଏମାନଙ୍କ ପ୍ରେମକୁ ନେଇ ସାରା ଓଡିଶାରେ ହେଉଥିଲା ଚର୍ଚ୍ଚା । ଏବେ ଚର୍ଚ୍ଚା ହେଉଛି ଏମାନଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ନେଇ । ସୋସିଆଲ ମିଡିଆରେ ଅନୁଭବଙ୍କ ଦୁଇ ଦୁଇଟି ଭିଡିଓ ପୋଷ୍ଟ ପରେ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

Srimandir corridor project row
କାହା ସ୍ୱାର୍ଥରେ ସେବାୟତ, ତାଙ୍କୁ ବି କଣ ଐତିହ୍ୟ ନଷ୍ଟ ବାଧୁନି

ଶ୍ରୀମନ୍ଦିର ଐତିହ୍ୟ କରିଡର ଶୀଘ୍ର ସାରିବାକୁ ହାଇକୋର୍ଟରେ ଦାଖଲ ହେଲା ରିଟ୍ ପିଟିସନ୍ । ASI ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ଆବେଦନ କରାଗଲା । ରିଟ୍ ପିଟିସନ୍ ଦାଖଲ କରିଛନ୍ତି ଖୋଦ୍ ଶ୍ରୀମନ୍ଦିରର କିଛି ବରିଷ୍ଠ ସେବାୟତ ।

Orphans Child
ମୁଣ୍ତ ଉପରୁ ଉଠିଗଲା ବାପା ମା'ଙ୍କ ହାତ; କ୍ଲବ ଘରେ ଦିନ କାଟୁଛନ୍ତି ୪ ଅନାଥ

ଯକ୍ଷ୍ମାରେ ବାପା ଚାଲିଗଲେ, ମାଆ ପାଗେଳି ହୋଇ ଘର ଛାଡ଼ିଦେଲେ। ନିଆଁ ଲାଗି ସେ ଘର ବି ପୋଡ଼ିଗଲା। ଏବେ କ୍ଲବ୍‌ ଘରେ ପଥର ରଖି ରୋଷେଇ କରି ଖାଉଛନ୍ତି ୪ ଅନାଥ ଶିଶୁ। ଗାଁ ଲୋକଙ୍କ ସାହା ଭରଷାରେ ଗଣ୍ଡାଏ କେତେବେଳେ ମିଳୁଛି ତ କେତେବେଳେ ମିଳୁନି। ପାଠ ପଢିବା ପାଇଁ ଇଚ୍ଛା ଥିଲେ ବି ଅର୍ଥ ସାଜିଛି ବାଧକ

Servitors
ଶ୍ରଦ୍ଧାଳୁଙ୍କଠୁ ଦକ୍ଷିଣା ନ ନେବା ପାଇଁ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ କଲେକ୍ଟର୍‌

ଏଣିକି ମନ୍ଦିରରେ ଦକ୍ଷିଣା ମାଗିବେନି ସେବାୟତ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ସହ କରାଯିବ ସ୍ୱାଗତ। ସବୁ ସେବାୟତ ଓ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ୍‌କଲେକ୍ଟର...ଜାଣନ୍ତୁ କେବେଠୁ ନିୟମ ହେବ ଲାଗୁ...

Anubhav -Varsha
ଅନୁଭବଙ୍କ ଭିଡିଓ ଆଟାକ୍‌ ପରେ ବର୍ଷାଙ୍କ FIR, ଆସିଲା ନୂଆ ଟ୍ୱିଷ୍ଟ

ଅନୁଭବ ତାଙ୍କୁ ୫ଟି ସର୍ତ୍ତ ରଖି ବଣ୍ଡ ପେପରରେ ସାଇନ କରିବାକୁ କହିଥିବା ବର୍ଷା ଏତଲାରେ ଦର୍ଶାଇଛନ୍ତି ।

Srimandir corridor project row
ଘନଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: କାମ ଶୀଘ୍ର ସାରିବାକୁ ହାଇକୋର୍ଟରେ ବରିଷ୍ଠ ସେବାୟତଙ୍କ ରିଟ୍‌ ପିଟିସନ୍‌ ଦାଖଲ

ରିଟ୍ ପିଟିସନରେ ସେବାୟତ ଦର୍ଶାଇଛନ୍ତି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏବେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି, ଯାହାକି ଜନସ୍ୱାର୍ଥ ବିରୋଧୀ ଓ ସେବାୟତଙ୍କ ସୁରକ୍ଷାକୁ ଉପେକ୍ଷା ।

deogarh
ବିପଦରେ ଶହ ଶହ ଏକର ଜଙ୍ଗଲ : ଗଛ କାଟି ପୋଡି ଦେଉଛନ୍ତି ମାଫିଆ

ଗଛ କାଟିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର କାଠରେ ନିଆଁ ଲଗାଇ ଦେଉଛନ୍ତି। ବନ ବିଭାଗ ପାଖରେ ଖବର ଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ୍...

Special story
ଅସ୍ତ୍ର ସାଜିଛି ସୋସିଆଲ ମିଡିଆ: ଅନୁଭବଙ୍କୁ ଫ୍ୟାନ୍‌ ପେଜ୍‌ ମାଧ୍ୟମରେ କଡ଼ା ଜବାବ ଦେଲେ ବର୍ଷା

ଘର କଳି ଏବେ ସୋସିଆଲ ମିଡିଆରେ । ସିଧାସଳଖ କଥା ନହୋଇ ପରସ୍ପର ବିରୋଧରେ ବିଷୋଦଗାର କରୁଛନ୍ତି ବର୍ଷା ଓ ଅନୁଭବ ।

pollution
ତାଳଚେରକୁ ଦୁଃଖ ଦେଉଛି କୋଇଲା : ରାସ୍ତାଘାଟ, ଘରଦ୍ୱାର,ଗଛ,ଜଳସ୍ତର ଉପରେ ଧୂଳିର ଆସ୍ତରଣ

ତାଳଚେରରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ। ଏଥି ପାଇଁ ଦିନରାତି ପରିବହନ ହେଉଛି କୋଇଲା। ହେଲେ ନିୟମକୁ ଫୁ କରି ଟ୍ରକ ଓ ରେଳ ୱାଗନଗୁଡିକରେ ବିନା ପାଲରେ କୋଇଲା ପରିବହନ ହେଉଥିବାରୁ ଅକଥନୀୟ ସମସ୍ୟା ଭୋଗୁଛନ୍ତି ତାଳଚେରବାସୀ...

ଷଣ୍ଢ ମହାରାଜଙ୍କ କୋଳରେ ବିଶ୍ରାମ...ମୁହଁରେ ସିଗାରେଟ...ଓ ! କି ଆରାମ୍...
ସ୍ମାର୍ଟ ସିଟିର ସ୍ମାର୍ଟ ମଦୁଆଙ୍କ ଉପରେ ଦେଖନ୍ତୁ ଆଜିର ଫଟୋ ଫିଉଜ୍

ରାଜଧାନୀ ଭୁବନେଶ୍ୱର ଯେତିକି ସ୍ମାର୍ଟ ହେଉଛି, ତା’ସହ ତାଳ ଦେଇ ମଦୁଆମାନେ ବି ସେତିକି ସ୍ମାର୍ଟ ହେଉଛନ୍ତି

Special story
ରାସ୍ତା ଦେଖିଲେ ସିମିଝିରି ଗାଁ ଲୋକେ : ଆଉ ପାହାଡ ଚଢି ଘରକୁ ଯିବାକୁ ପଡ଼ିବନି

ସ୍ଵାଧୀନତାର ୭୫ ବର୍ଷ ପରେ ରାସ୍ତା ଦେଖିଲେ ଗାଁଲୋକେ। ଘରକୁ ଯିବାକୁ ହେଲେ ଆଉ ପାହାଡ ଚଢିବାକୁ ହେବନି କି ଜଙ୍ଗଲ ଡେଇଁବାକୁ ପଡିବନି। ଏବେ ଗାଁକୁ ଗଡିବ ଗାଡିମଟର।

95-years-old-man-married-84-year-old-girlfriend-23-years-ago-met-in-a-church
ବରକୁ ୯୫, କନ୍ୟାକୁ ୮୪ : ହନିମୁନ୍ ପାଇଁ ଅଷ୍ଟ୍ରେଲିଆ ଯିବେ ନବଦମ୍ପତି

ଯେଉଁ ଚର୍ଚ୍ଚରେ ପ୍ରଥମ ଦେଖା ହୋଇଥିଲା, ସେଠାରେ କଲେ ପ୍ରେମ ବିବାହ ।

former MP Shivaji Patnaik passes away
ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର ଲୋକସଭା ଆସନରୁ ବହୁବାର ନିର୍ବାଚିତ ହୋଇଥିଲେ।

Paddy procurement
ଧାନ ସଂଗ୍ରହ ଆରମ୍ଭରୁ ଟୋକନ ଅବ୍ୟବସ୍ଥା, ବଢୁଛି ଚାଷୀ ଅସନ୍ତୋଷ

ସରକାରଙ୍କ ନୂଆ ଟୋକନ ବ୍ୟବସ୍ଥା ଚାଷୀଙ୍କୁ ଜଟିଳ ସମସ୍ୟାରେ ପକାଇଛି। ହେକ୍ଟର ପ୍ରତି ଚାଷୀଙ୍କୁ ୫ରୁ ୧୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଛି। ଯାହାକୁ ନେଇ ବରଗଡରେ ଦେଖା ଦେଇଛି ଚାଷୀ ଅସନ୍ତୋଷ।

Puri Jagannath Temple
କରିଡର କାମ ସାରିବାକୁ ହାଇକୋର୍ଟରେ ପିଟିସନ୍‌ : ସେବାୟତଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଉଥିବା ଅଭିଯୋଗ

ରାଜ୍ୟ ସରକାର ଓ ASIକୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯାଇଛି

anganwadi
ଗଛ ମୂଳେ ଅଙ୍ଗନୱାଡି : ୧୩ ବର୍ଷ ହେବ ଗଛମୂଳେ ଚାଲିଛି କୁନି ପିଲାଙ୍କ ପାଠପଢା

ପିଲାଙ୍କ ଭବିଷ୍ୟତ ଆରମ୍ଭ ହେଉଛି ଗଛ ମୂଳରୁ... ଏ କଥା ଟିକିଏ ଅଡୁଆ ଲାଗୁଥିଲେ ବି ସତ। ଘର ଖଣ୍ଡେ ନ ଥିବାରୁ ଟାଇଁ ଟାଇଁ ଖରାରେ ଗଛ ମୂଳେ ପଢୁଛନ୍ତି କୁନି କୁନି ପିଲା। ଆଉ ବର୍ଷା ହେଲେ କାହା ପିଣ୍ଢା ହିଁ ସାରା ଭରସା।

Talcher is saddened by the coal
ତାଳଚେରକୁ ଦୁଃଖ ଦେଉଛି କୋଇଲା, ଥରେ ସହର ବୁଲିଲେ କଳା

ତାଳଚେରରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ। ଏଥି ପାଇଁ ଦିନରାତି ପରିବହନ ହେଉଛି କୋଇଲା। ହେଲେ ନିୟମକୁ ଫୁ କରି ଟ୍ରକ ଓ ରେଳ ୱାଗନଗୁଡିକରେ ବିନା ପାଲରେ କୋଇଲା ପରିବହନ ହେଉଥିବାରୁ ଅକଥନୀୟ ସମସ୍ୟା ଭୋଗୁଛନ୍ତି ତାଳଚେରବାସୀ

Ashara Alok
ବିଶ୍ୱାସଘାତକତା ଭାଙ୍ଗିଦେଲା ସ୍ୱାମୀ-ସ୍ତ୍ରୀ ସଂପର୍କ…

ନିଜ ନିଜ ମଧ୍ୟରେ ଥିବା ସନ୍ଦେହ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ କଲା ଫାଟ। ଏହାରି ମଧ୍ୟରେ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବା ନେଇ ଅଭିଯୋଗ ଆଣିଲେ ସ୍ତ୍ରୀ...ନିଶା ବି ମୁଖ୍ୟ କାରଣ