• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mystery Shrouds Death

Plus 2 girl student dies after falling from hostel building in Balasore, family alleges murder
ଛାତ୍ରୀଙ୍କ କାହିଁକି ଗଲା ଜୀବନ?

କେମିତି ହେଲା ବାଲେଶ୍ୱର ପ୍ରିନ୍ସ ରେସିଡେନ୍ସିଆଲ୍ କଲେଜ ଛାତ୍ରୀ ସାବିତ୍ରୀ ବେହେରାଙ୍କ ମୃତ୍ୟୁ ? ସତରେ କଣ ଦୁଇ ଶହ ଟଙ୍କା ଚୋରି ବିବାଦରୁ ଚାଲିଗଲା କି ମୟୁରଭଞ୍ଜ ଲୁହାକାନିର ପ୍ଲସଟୁ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଜୀବନ ? ଗୁରୁ ଯାଇ ଶୁକ୍ର ସରିଗଲା ସିନା ମୃତ୍ୟୁ ପଛର ପ୍ରମାଣ ଯୋଗାଡ଼ କରିପାରିନି ବାଲେଶ୍ୱର ପୋଲିସ ।

Special Story
ଯୁବ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ

ଶିଖରଚଣ୍ଡୀ ପାହାଡ଼ରୁ ଅଧାପୋଡ଼ା ଅବସ୍ଥାରେ ମିଳିଲେ ଅବିନାଶ, ହସ୍ପିଟାଲ୍ ନେବା ବାଟରେ ମୃତ୍ୟୁ, ହ୍ୟାଣ୍ଡନୋଟରୁ ପ୍ରେମଜନିତ କାରଣ ଅନୁମାନ...ହତ୍ୟା ଅଭିଯୋଗ ଆଣିଲା ପରିବାର...

Body of Odia Jawan
ପୂରଣ ହେଲାନି ନୂଆ ଘର ତିଆରି ସ୍ୱପ୍ନ; ବାହାଘର ସାରି ଯାଇଥିଲେ ହେଲେ ଶବ ହୋଇ ଫେରିଲେ

ଭଉଣୀ ବାହାଘର ସାରି ଚାକିରିକୁ ଫେରିଥିଲେ। ହେଲେ ପୁଣି ଘରକୁ ଶବ ହୋଇ ଫେରିଲେ। ମାଆକୁ କଥା ଦେଇଥିଲେ, ଭଉଣୀ ବାହାଘର ସରିଲା, ଏଥର ଆସିଲେ ନୂଆ ଘର କରିବି। ସବୁ ସ୍ୱପ୍ନ ଚୁରମାର୍ ହୋଇଗଲା। ସ୍ୱାମୀକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛି ୮ ମାସର ଗର୍ଭବତୀ ସ୍ତ୍ରୀ..ବାପାର ଶବକୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛି କୁନି ଝିଅ..ଭେଣ୍ଡିଆ ପୁଅକୁ ହରାଇ ପାଗଳ ପ୍ରାୟ ବାପା