ଆଦର୍ଶ ଗୁରୁକୁଳ ପାଇଁ ସୋସାଇଟି ଗଠନ ନେଇ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି।
ରଥଖଳାରେ କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। କେଉଁଠି ନାତି ହାତ ଧରି ଜେଜେବାପା, ତ ପୁଣି କେଉଁଠି ବାପା-ଦାଦା ସାଜିଛନ୍ତି ପୁଅ-ପୁତୁରାଙ୍କ ଶିଳ୍ପୀଗୁରୁ।
ଆପଣ କାହାକୁ ଆଶ୍ୱାସନା ଦେବେ, କାହାକୁ କେଉଁ ଭାଷାରେ ସାନ୍ତ୍ୱନା ଦେବେ। ପରିବାରର ରୋଜଗାରିଆ ପୁଅ, ବାପା, ଭାଇ କିମ୍ବା କୌଣସି ସମ୍ପର୍କୀୟଙ୍କୁ ଯିଏ ହରାଇଛି ସିଏ ଜାଣିଛି ତାମରମ ବେଦନା।
ଗତକିଛି ଦିନ ହେବ ରାଜ୍ୟରେ ଡ୍ରପ୍ ଆଉଟ୍ ହାର ବଢିଥିବାନେଇ ଚର୍ଚ୍ଚା ଜୋର ଧରିଛି।
କାହା ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ? ଉଠିଲା ପ୍ରଶ୍ନ
ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ପେସେଣ୍ଟ ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି ଏମ୍ସର ଆଡିସନାଲ ସୁପରିଣ୍ଟଣ୍ଡେଣ୍ଟ । ତାଙ୍କ ସୂଚନା ଅନୁସାରେ ପ୍ରାୟ ୨ ସପ୍ତାହ ହେଲା ଦୈନିକ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି
ନିଖୋଜ ହୋଇଗଲା ପ୍ରିୟ ବିଲେଇ । ଭାଙ୍ଗି ପଡ଼ିଗଲେ ପରିବାର ଲୋକ । ଶେଷରେ ତା’ର ଆତ୍ମାର ସଦଗତି ପାଇଁ ନାମଯଜ୍ଞର ଆୟୋଜନ କରିଛନ୍ତି ।
ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ରୋଗୀ ଚିକିତ୍ସା ପାଇଁ AIIMS ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ଅତିରିକ୍ତ ସୁପରିଟେଣ୍ଡାଣ୍ଟ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ ।
ଭଜନ ସନ୍ଧ୍ୟା ଓ ପଥପ୍ରାନ୍ତ ଭଜନ କରୁଛନ୍ତି, ନିଜର ଓ ଅନ୍ୟର ସାହାରା ସାଜିଛନ୍ତି ।
ବିଶ୍ୱରେ ଏବେ ମଙ୍କିପକ୍ସ ରୋଗ ଦେଖା ଦେଇଥିବା ବେଳେ ଏହାକୁ ନେଇ ଓଡ଼ିଶା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଯଦି କିଛି ଲକ୍ଷଣ ଦେଖାଗଲା, ତତ୍କ୍ଷଣାତ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ନମୁନା ପଠାଇବାକୁ କୁହାଯାଇଛି।
କୁକୁର ଉପରେ ଛିଡ଼ା ହୋଇ ଚିପ୍ସ ପ୍ୟାକେଟ୍ ଚୋରି କରୁଛି ମାଙ୍କଡ, ଦେଖନ୍ତୁ ଏହି ଭିଡିଓ...
ବଲାଙ୍ଗିର ଆର୍ଟିଓ ଅଫିସ ଛକରେ ହୋଇଥିବା ସିରିଜ ଦୁର୍ଘଟଣା ପଛରେ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ କଲେ ଦୁର୍ଘଟଣାରେ ଆହତ ଦୁଇ ବ୍ୟକ୍ତି ।
ଗୌତମ ଆଦାନୀଙ୍କ ପତ୍ନୀ ହେଲେ ପ୍ରୀତି ଆଦାନୀ। ଦେଶ ପାଇଁ ସେ କରିଛନ୍ତି ଅନେକ କାମ। ସମାଜ ସେବାରେ ତାଙ୍କର ରହିଛି ଅନେକ ଭୂମିକା। ଏତେ ସବୁ ପରେ ବି ସେ କେବେ ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରି ନାହାନ୍ତି। ତେବେ ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।
ଗୋ-ସେବକଙ୍କ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼ । ଏଥିରେ ୨ ଜଣ ଆହତ ହୋଇଛନ୍ତି ।
କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଇଏ ଭାରି ସାଂଘାତିକ କଥା । ରାସାୟନିକ ପଦାର୍ଥରେ କରାଯାଉଛି ବ୍ଲାଷ୍ଟିଂ । ଏମିତି ମରିଯାଉଛନ୍ତି ମାଛ । ମହାନଦୀରେ ବେଧଡକ ଚାଲିଛି ବ୍ଲାଷ୍ଟିଂ ।
ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ । ତେବେ କିଏ ଓ କାହିଁକି ଜଙ୍ଗଲରେ ଜାଲ ବିଛାଇଥିଲେ, ସେନେଇ ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ସୂଚନା ଦେଇଛି ।
କୁନି ଝିଅ ଦିବ୍ୟାଂଶୀକୁ ବୟସ ମାତ୍ର ୨ ବର୍ଷ ୯ମାସ। ସ୍ପଷ୍ଟ ଭାବରେ କଥା କହି ପାରୁନଥିଲେ ମଧ୍ୟ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ଏତେ କମ ବୟସରେ ଦିବ୍ୟାଂଶୀକୁ ଅନର୍ଗଳ ଇଂରାଜୀ କହିବା ସହ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରାଜଧାନୀର ନାମକୁ ନିର୍ଭୁଲ ଭାବରେ କହୁଛନ୍ତି।
ଲୋନରେ ଦୁଇ ଚକିଆ କିଣିଥିଲି। ସବୁକିସ୍ତି ସୁଝିଛି ହେଲେ, ଏବେ ଚାଲିଚାଲି ଯାଉଛି। ଆଉ ମୁଁ ନିରୁପାୟ। ଗାଡ଼ି ଚୋରି କରି ନେଇ ଝାଟିଆ ବସ୍ତିଆ ୟା ପାର୍ଟସ୍ ତା ଥିରେ ତା ପାର୍ଟସ୍ ୟା ଥିରେ ଲଗେଇକି ନମ୍ବର ପ୍ଲେଟ୍ ବଦଳେଇ ବିକିଦେଉଛି।
ଭାରତୀୟ ଜନତା ପାର୍ଟି ବିୟୁଟିଫିକେସନ୍ ବା ବିକାଶ ବିରୋଧରେ ନାହଁ। ବିଜେପିର ମୂଳ ମନ୍ତ୍ର ହେଉଛି ନେସନ ଫାଷ୍ଟ, ପାର୍ଟି ସେକେଣ୍ଡ୍ ଏବଂ ସେଲଫ୍ ଲାଷ୍ଟ....
କିଛି ଖର୍ଚ୍ଚ ନାହିଁ । ଗଛରୁ ତୋଳୁଛନ୍ତି ଆଉ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସାର ପିଡିଆର ପ୍ରଶ୍ନ ହିଁ ନାହିଁ । ପାଣିର ସଦୁପଯୋଗ କରି ସୃଷ୍ଟି କରିଛନ୍ତି ଉଦାହରଣ ।
କିଡନୀ ଖରାପ ପରେ ଏବେ ଘରେ ରୋଜଗାରିଆ ପୁଅ। କେତେବେଳେ କଣ ହେବ ତାହା କହି ହେଉନି। ପୁଅର ଏଭଳି ଅବସ୍ଥା ଦେଖି ବୃଦ୍ଧ ବାପା ମାଙ୍କ ଆଖିରେ ଲୁହ ରହୁନି। ହେଲେ ଚିକିତ୍ସା ପାଇଁ ପାଖରେ ଅର୍ଥ ସାଜିଛି ବାଧକ।
ଅଦୃଶ୍ୟ ଲୁଟେରାର ମାୟା ଜାଲରେ ଛନ୍ଦି ହୋଇ ଯାଇଛନ୍ତି ସମସ୍ତେ। ଆଉ ଖୋଜୁଛନ୍ତି ମୁକୁଳିବାର ବାଟ । ହେଲେ ବନ୍ଦ ହୋଇଯାଇଛି ଖସିବାର ସମସ୍ତ ବାଟ । ଫ୍ରଡ୍ କଲ ପ୍ରତି ସାବଧାନ! ଅଜଣା ନମ୍ବରରୁ କଲ୍ ଆସିଲେ ସେମାନଙ୍କ ସହ କଥା ନହୋଇ ବ୍ଲକ ଲିଷ୍ଟରେ ପକାଇ ସାଇବର ସେଲରେ କମ୍ପ୍ଲେନ କରନ୍ତୁ....
ଆଉ କୋଉଠି କରିଥିଲେ କଣ ଏତେ ଭାଇରାଲ ହେଇଥାନ୍ତା ନା କଣ ? ସମସ୍ତଙ୍କ ନଜର ଯେତେବେଳେ ପୁରୀର ଐତିହାସିକ କରିଡର ପ୍ରକଳ୍ପ ଉପରେ ଆଉ ଏଇ ଭଉଣୀ ଜଣକ ବି ଟିକେ ଏଇଠି ଗୋଟେ ଜବରଦସ୍ତ ଧମାକାଦାର ଭିଡିଓ ଗୋଟେ ବନେଇ ଦେଲେ....
ଏକ ଶିଶୁ କନ୍ୟାକୁ ଶାରୀରିକ ବିକୃତି କରି ଜନ୍ମ ଦେଇଦେଲେ ଭଗବାନ। ତାଙ୍କ ପିତାମାତା ଖୁସିରେ ତାକୁ ଗ୍ରହଣ କରିନେଲେ। ଆଉ ଏହି କୁନି ଝିଅ ନିଜ ବଳରେ ବାପାମାଆଙ୍କୁ ଏକ ନୂଆ ପରିଚୟ ଦେଇଛି।