• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

death
ରାଜଧାନୀରେ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ୱର ବରମୁଣ୍ଡାର ତ୍ରିନାଥ ମନ୍ଦିର ରୋଡ଼ରେ ଥିବା ଗୋଟିଏ ଗଛରେ ଝୁଲନ୍ତା ମୃତଦେହ ଠାବ ହୋଇଛି ।

Flower seller Sarita Mali admitted in top US university
ସରିତାଙ୍କ ସଫଳତା; ଫୁଲ ବିକ୍ରିରୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ

ନିଜର ଦୃଢ ଇଛାଶକ୍ତି ଆଜି ଦେଇଛି ତାଙ୍କୁ ସଫଳତା। ମୁମ୍ବାଇ ରାସ୍ତାରେ ଫୁଲ ବିକ୍ରି କରି ଉଚ୍ଚ ହେବାର ସ୍ୱପ୍ନ ଦେଖୁଥିବା ସରିତା ଆଜି ଜେଏନୟୁରୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପହଞ୍ଚିଛନ୍ତି। ଆସନ୍ତୁ ଜାଣିବା ପୂରା କାହାଣୀ।

Father Kills Self
ପୁଅ ମରିଗଲା ବୋଲି ଜୀବନ ହାରିଦେଲା ବାପା

ରେଲେୱେ ପୋଲିସ ଆସିବା ଆଗରୁ ପରିବାର ଲୋକେ ପୁଅର ଅନ୍ତିମ ସଂସ୍କାର କରି ଦେଇଥିଲେ।

lightning
କାଳବୈଶାଖୀର ତାଣ୍ଡବ: ଝଡ ପବନରେ ଚାଲିଗଲା ଜୀବନ

ରାଜ୍ୟର ବିଭିନ୍ନ ସ୍ଥାନରେ କେଉଁଠି ବଜ୍ରପାତରେ ଲୋକଙ୍କ ପ୍ରାଣ ଯାଇଛି ତ ଆଉ କେଉଁଠି ଝଡ଼ ପବନ ମାଡ଼ରେ ବିଜୁଳି ଭିତ୍ତିଭୂମି ଉପୁଡ଼ି ଯାଇଛି ।

Youth dies after falling into open drain near Market Chhak of Badadanda in Puri
BREAKING: ବଡ଼ଦାଣ୍ଡ ମୁକୁଳା ଡ୍ରେନ୍ ନେଲା ଜୀବନ

ପୁରୀ ବଡ଼ଦାଣ୍ଡରେ ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକ ମୃତ । ପୁରୀ ମାର୍କେଟ ଛକ ନିକଟ ମୁକୁଳା ଡ୍ରେନ୍‌ରେ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

  • Wednesday, 18 May 2022
  • Puri
Body of an unidentified woman found near Krushak Bazaar in Bidanasi
କଟକରେ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ; ହତ୍ୟା ସନ୍ଦେହ

କଟକ ବିଡ଼ାନାସୀ କୃଷକ ବଜାରରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମାର୍କେଟରେ ଥିବା ପାଣି ଟାଙ୍କି ତଳେ ଏକ ମୃତଦେହ ପଡ଼ି ରହିଛି ।

Cabinet Meeting
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ବେଳେ ବସିବ ଏହି ବୈଠକ ।

Actress Manorama goes viral from where emoji came from
ଏଇଠୁ ଆସିଛି କି ମୋବାଇଲ୍‌ ଇମୋଜି?

ମୋବାଇଲ୍ ଚାଟିଂ ବେଳେ ଆମେ ଅନେକ ଇମୋଜି ବ୍ୟବହାର କରୁ। ଅବଶ୍ୟ, ଏହି ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ ଯେ ଏହି ଇମୋଜିଗୁଡିକ କେଉଁଠୁ ଆସିଲା। ଏବେ ଏହାର ପ୍ରମାଣ ମିଳିଛି।

Poverty
ପାଠ ପଢିବାକୁ ବହୁତ୍ ଇଚ୍ଛା ଥିଲେ ବି ପାଖରେ ଟଙ୍କା ନାହିଁ; ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି,କାନ୍ଦ ଲାଗୁଛି

ଦାରିଦ୍ର୍ୟ ଦେଉଛି ବାଧା। ମାଟ୍ରିକ୍‌ରେ ଫାଷ୍ଟ କ୍ଲାସ୍‌ ପାଇବା ପରେ ବି କଲେଜ୍‌ ଯାଇପାରୁନି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି, କାନ୍ଦୁଛି ଲକ୍ଷ୍ମୀ। ପର ଘରେ ମାଆ ମୂଲ ଲାଗିଲେ ଘରେ ଚୁଲି ଜଳିବ, ସେଠି ଝିଅର ପାଠପଢା ଚିନ୍ତା କରିବ ବା କେମିତି? ଆପଣମାନେ ସାହାଯ୍ୟ କଲେ କଲେଜ୍ ଯାଇପାରନ୍ତା ଲକ୍ଷ୍ମୀପ୍ରିୟା..

Govt hospital
ସରକାରୀ ମେଡ଼ିକାଲ ପାଲଟିଛି ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ; ମାତାଲ ହେଉଛନ୍ତି ନିଶାଡି, ଜମାଉଛନ୍ତି ନିଶା ବେପାର

ସରକାର ମେଡ଼ିକାଲ ତିଆରି କରିଦେଲେ, ନିଶା ବେପାରୀ ୟାକୁ ଲିଜ୍‌ରେ ନେବା ପରି ନିଜ ବେପାର ଆରମ୍ଭ କରିଦେଲେ। ଦିନରାତି ୨୪ ଘଣ୍ଟା ଏଠାରେ ପିଉଛନ୍ତି..ବୋତଲ ଫୋପାଡ଼ୁଛନ୍ତି, ନିଶା ବେପାର କରୁଛନ୍ତି। ଚିକିତ୍ସା ପାଉନାହାନ୍ତି ଲୋକେ

Brian dead girl
ଝିଅର ବ୍ରେନ୍‌ ଡେଡ୍‌ ଜାଣିବା ମାତ୍ରେ ଅଙ୍ଗଦାନ ନିଷ୍ପତ୍ତି ନେଇ ଉଦାହରଣ ସାଜିଛନ୍ତି ମାଆ ସୁନୀତା

ଚିକିତ୍ସା ଆରମ୍ଭ ହେବା ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ମାତ୍ରେ ଝିଅର ଅଙ୍ଗଦାନ ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୁନୀତା।

Brian dead girl
ଏମିତି ବି ଥାଆନ୍ତି ମାଆ; ଝିଅର ଅଙ୍ଗଦାନ କରି ବଞ୍ଚାଇଲେ ଦୁଇ ଦୁଇଟି ଜୀବନ

ଯେଉଁ ଭଗବାନ ଉପହାର ଦେଇଥିଲେ, ସେଇ ଠକିଦେଲେ । ବୃତ୍ତିରେ ଡାକ୍ତର ହୋଇ ବି ନିଜ ୧୫ ବର୍ଷର ଅଲିଅଳି ଝିଅକୁ ବ୍ରେନ୍ ଟ୍ୟୁମରରୁ ବଞ୍ଚାଇ ନପାରିବା ଦୁଃଖରେ ଫାଟି ଯାଉଛି ଛାତି, ଭାଙ୍ଗି ଯାଉଛି ମନ । ହେଲେ ତାରି ପାଇଁ ଆଉ ଦୁଇ ଅଜଣା-ଅପରିଚିତଙ୍କ ଜୀବନ ରକ୍ଷା ଖୁସିରେ ସେ ଆତ୍ମହରା ହୋଇପଡ଼ିଛନ୍ତି ।

Mid Day Meal
ଏଥର ଦୁର୍ନୀତି ପାଇଁ ନୁହେଁ ବରଂ ଦରଦାମ ବୃଦ୍ଧି ଯୋଗୁଁ ଛାତ୍ରଛାତ୍ରୀଙ୍କୁ ମିଳୁଛି ନିମ୍ନ ମାନର ମଧ୍ୟାହ୍ନ ଭୋଜନ

ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର, ପାଣିରେ ଭାସୁଛି ସୋୟା ବଡି । ତାକୁ ଲଗେଇ ଭାତ ଖାଉଛନ୍ତି ପିଲେ । ନିମ୍ନମାନର ଖାଦ୍ୟ ପରଷିବା ପଛର କାରଣ ଶୁଣିଲେ ମୁଣ୍ଡ ଚକ୍କର କାଟିବ ।

Mid Day Meal
ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ନାହିଁ ! ପିଲା ଖାଉଛନ୍ତି ପାଣିଆ ସୋୟାବଡ଼ି ତରକାରୀ

ଦରଦାମ ବୃଦ୍ଧି ଲାଗି ଏଭଳି ନିମ୍ନମାନର ଖାଦ୍ୟ ପାଉଛନ୍ତି ସ୍କୁଲ୍ ପିଲା । ବର୍ତ୍ତମାନ ତେଲ ଠାରୁ ଆରମ୍ଭ କରି ପନିପରିବା, ଡାଲିଜାତୀୟ ଶସ୍ୟ, ଗ୍ୟାସ୍ ସିଲିଣ୍ଡର, ଲେବର ଚାର୍ଜ ଆକାଶ ଛୁଆଁ ।

Dead man receives govt aid
ମରିବାର ୧୪ ବର୍ଷ ପରେ ଅଫିସ୍‌ରୁ ଆସି ନେଲେ ଟଙ୍କା ? ହେଲେ କେମିତି...

ଆଶ୍ଚର୍ଯ୍ୟ !! ମରିବାର ୧୪ ବର୍ଷ ପରେ ସରକାରୀ ଅଫିସ୍‌ ଆସି ନେଇ ଗଲେ ସହାୟତା। ପରିବାର ଜାଣିବା ପରେ ପାଦ ତଳୁ ଖସିଗଲା ମାଟି। ଭାଇ କହିଲେ, ଭାଇ ତ ନାହିଁ..ସେ ଟଙ୍କା ଆଉ କିଏ ନେଇଯାଇଛି। ଆମ ପରିବାର ନାଁରେ ମିଛରେ କାଗଜପତ୍ର ହୋଇଛି।

Body of Odia Jawan
ପୂରଣ ହେଲାନି ନୂଆ ଘର ତିଆରି ସ୍ୱପ୍ନ; ବାହାଘର ସାରି ଯାଇଥିଲେ ହେଲେ ଶବ ହୋଇ ଫେରିଲେ

ଭଉଣୀ ବାହାଘର ସାରି ଚାକିରିକୁ ଫେରିଥିଲେ। ହେଲେ ପୁଣି ଘରକୁ ଶବ ହୋଇ ଫେରିଲେ। ମାଆକୁ କଥା ଦେଇଥିଲେ, ଭଉଣୀ ବାହାଘର ସରିଲା, ଏଥର ଆସିଲେ ନୂଆ ଘର କରିବି। ସବୁ ସ୍ୱପ୍ନ ଚୁରମାର୍ ହୋଇଗଲା। ସ୍ୱାମୀକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛି ୮ ମାସର ଗର୍ଭବତୀ ସ୍ତ୍ରୀ..ବାପାର ଶବକୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛି କୁନି ଝିଅ..ଭେଣ୍ଡିଆ ପୁଅକୁ ହରାଇ ପାଗଳ ପ୍ରାୟ ବାପା

Lightning Strike
ବଜ୍ରାଘାତରେ ପରିବାରର ଜଣେ ମୃତ, ୭ ଆହତ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଅନ୍ତର୍ଗତ ସିଲପଡ଼ା ଗାଁରେ ବଜ୍ରାଘାତ କାରଣରୁ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ।

lion statue
ପୁରୀରୁ ଉଦ୍ଧାର ହୋଇଥିବା ସିଂହ ମୂର୍ତ୍ତିର ଅନୁଧ୍ୟାନ କଲେ ଏଏସ୍ଆଇ ଅଧୀକ୍ଷକ

ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ଘଟଣା । ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କଲେ ASI ଅଧୀକ୍ଷକ, ପୁରୀ ଉପଜିଲ୍ଲାପାଳ । OBCC କର୍ତ୍ତୃପକ୍ଷ, ଟାଟା ପ୍ରୋଜେକ୍ଟର ଅଧିକାରୀ ବି ଅନୁଧ୍ୟାନ କଲେ ।

Former MLA Saroj Padhi rescued
ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର

ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର। ରାମେଶ୍ୱରମରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ଉଦ୍ଧାର କଲା କମିଶନରେଟ ପୋଲିସ । ବାପା ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ ପୁଅ ।

OTV
ରଙ୍ଗବାଲାକୁ ଚୂନ ମାରିଦେଲା ସ୍ତ୍ରୀ, ଚତୁର୍ଥୀ ରାତିରେ ବୟଫ୍ରେଣ୍ତ ସହ କଲା ନ୍ୟୁଡ୍‌ ଭିଡିଓ କଲ୍‌

ବାହା ହୋଇ ଚତୁର୍ଥୀ ରାତିରେ ବୟଫ୍ରେଣ୍ତ ସହ ନ୍ୟୁଡ୍‌ ଭିଡିଓ କଲ୍‌ କରି ସ୍ୱାମୀକୁ ଦେଉଥିଲା ଧୋକା । ଏହା ସହ ଚତୁର୍ଥୀ ରାତି ପରଦିନ ସ୍ୱାମୀକୁ ମନ୍ଦିର ଡାକି ବୟଫ୍ରେଣ୍ତ ଠାରୁ ନିସ୍ତୁକ ମାଡ଼ ଖୁଆଇଥିବାର ଅଭିଯୋଗ କରିଛି ସ୍ୱାମୀ ।

Very old lady skipping stunning
୮୦ ବର୍ଷୀୟ ଜେଜେମା’ଙ୍କ ଦଉଡି ଡିଆଁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ

ବୟସ ହେଲାଣି ୮୦, ହେଲେ ଖସିନି ପିଲାଦିନ। ଶଯ୍ୟାଶାୟୀ ହେବା ବୟସରେ ବି ମନରେ ରହିଚି ଯୋଶ୍। ତାଙ୍କ ଦଉଡି ଡିଆଁ ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହେବ।

Tirtol MLA
ବାହା ହେବେ ତିର୍ତ୍ତୋଲ ବିଧାୟକ, ନିଜ ପ୍ରେମିକାକୁ କରିବେ ଜୀବନ ସାଥୀ

ଉଭୟ ସବ୍ ରେଜିଷ୍ଟ୍ରାର ଅଫିସରେ ହାଜର ହେବେ ବୋଲି ସ୍ଥିର ହୋଇଥିବା ଉଭୟଙ୍କ ଓକିଲ ସୂଚନା ଦେଇଛନ୍ତି।

The Great Odisha Political Circus । Modern Odisha witnesses modern Kala Pahada
୫୦୦ ବର୍ଷ ତଳେ ଆସିଥିଲି...ସବୁ ଭାଙ୍ଗି ଦେଇଯାଇଥିଲି...

ମୁଁ ୫୦୦ ବର୍ଷ ତଳେ ଆସିଥିଲି। ପିଇଥିଲି ମହାନଦୀ ପାଣି, ସୁନାର ଖାଇବା ଦେଇଥିଲେ ରାଣୀ। ଏବେ ପୁଣି ନେତା ନିମନ୍ତ୍ରଣ ଦେବାରୁ ପୁଣି ଆସିଲି। ଆବେ ତୁ କଳାପାହାଡ଼ ନାଁ ଖୋଳା ପାହାଡ଼? ସବୁ ତ ନଷ୍ଟ କଲୁଣି, ଆଉ କଣ କରିବୁ?

Prerana॥Success story of Badminton referee and coach Rita Das inspires many
ଇଚ୍ଛା ଥିଲେ ସବୁ ସମ୍ଭବ: ସ୍ୱାମୀଙ୍କ ପ୍ରେରଣା ପାଇ ଆଜି ସେ ଓଡ଼ିଶାର ପ୍ରଥମ ମହିଳା ଅମ୍‌ପେୟାର ହେଲେ...

ବାପାଙ୍କ ସାହସ, ସ୍ୱାମୀଙ୍କ ଉତ୍ସାହ। ନୂଆ ଦୁନିଆ ଗଢିତୋଳିଛି ରୀତାଙ୍କ ପାଇଁ। ନିଜର ଇଚ୍ଛାଶକ୍ତି ଓ ଦୃଢ ମନୋବଳ ପାଇଁ ଆଜି ସିଏ ହୋଇଛନ୍ତି ପ୍ରଥମ ମହିଳା ଅମ୍‌ପେୟାର। ଦେଖନ୍ତୁ କେମିତି ଥିଲା ଏହି ଯାତ୍ରା...

Old Man falls into well in Jeypore
କୂଅରେ ଖସି ପଡିଲେ ବୃଦ୍ଧ; ଜୀବନ ବଞ୍ଚାଇଲେ ୨ ଆଗ୍ନିକ

କୂଅରେ ଖସି ପଡିଲେ ବୃଦ୍ଧ...ନିଜ ଜୀବନକୁ ବାଜି ମାରି ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର ୨ କର୍ମୀ..