ଏମାର୍ ମଠ ଖନନ ସ୍ଥଳରୁ ହଜାରେ ବର୍ଷ ତଳର ସିଂହମୂର୍ତ୍ତି ମିଳିବା ଘଟଣାରେ ଏଏସ୍ଆଇର ପଦକ୍ଷେପକୁ ନେଇ ଏମିତି ଢଙ୍ଗରେ ବର୍ଷିଛନ୍ତି ଐତିହ୍ୟ ଗବେଷକ ଓ ବୁଦ୍ଧିଜୀବୀ । ଖନନ ଯୋଗୁଁ କୀର୍ତ୍ତିରାଜୀ ନଷ୍ଟ ହୋଇଥିବା ଆଶଙ୍କା ସତ ହେବା ପରେ ମଧ୍ୟ କାହିଁକି ଏଏସ୍ଆଇ ଚୁୁପ୍ ବସିଛି ବୋଲି ପ୍ରଶ୍ନ ଉଠିଛି । ସେପଟେ ସିଂହମୂର୍ତ୍ତିଟି ଆଜି ବି ସେମିତି ବାଲିମାଟିରେ ଲୋଟୁଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସମ୍ବିତ୍ ପାତ୍ର ।
Published: Satyendu Shekher Mishra
Last updated: 18 May 2022, 10:11 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।