Srimandir Corridor Project
ଏମାର୍ ମଠ ଖନନ ସ୍ଥଳରୁ ହଜାରେ ବର୍ଷ ତଳର ସିଂହମୂର୍ତ୍ତି ମିଳିବା ଘଟଣାରେ ଏଏସ୍ଆଇର ପଦକ୍ଷେପକୁ ନେଇ ଏମିତି ଢଙ୍ଗରେ ବର୍ଷିଛନ୍ତି ଐତିହ୍ୟ ଗବେଷକ ଓ ବୁଦ୍ଧିଜୀବୀ । ଖନନ ଯୋଗୁଁ କୀର୍ତ୍ତିରାଜୀ ନଷ୍ଟ ହୋଇଥିବା ଆଶଙ୍କା ସତ ହେବା ପରେ ମଧ୍ୟ କାହିଁକି ଏଏସ୍ଆଇ ଚୁୁପ୍ ବସିଛି ବୋଲି ପ୍ରଶ୍ନ ଉଠିଛି । ସେପଟେ ସିଂହମୂର୍ତ୍ତିଟି ଆଜି ବି ସେମିତି ବାଲିମାଟିରେ ଲୋଟୁଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସମ୍ବିତ୍ ପାତ୍ର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)