ବିବାହ ପ୍ରୋସେସନରେ ନାଚ, ଗୀତରେ ଖୁସିରେ ମଜି ଯାଇଥିଲେ ବରଯାତ୍ରୀ। ହେଲେ ହଠାତ୍ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଖୁସିର ମାହୋଲରେ ଖେଳି ଯାଇଥିଲା ଦୁଃଖର ଛାୟା।
ନା ଥିଲା ଦାମୀ କାର୍, ନା ଫୁଲରେ ସଜ୍ଜା ହୋଇଥିଲା ଗାଡ଼ି...ବରଂ ସାଇକେଲ୍ ଚଢି ବର ବେଶରେ ବରଯାତ୍ରୀ ଧରି ବିବାହ ମଣ୍ଡପକୁ ଯାଇଥିଲେ ଏହି ଯୁବକ।