Advertisment

ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଏବେ ଦହଗଞ୍ଜ ପୁରା ଓଡ଼ିଶା

ଟାଟା ପାୱାର କହିଛି, ଗତ ବର୍ଷ ମେଣ୍ଟେନାନ୍ସ ହୋଇ ନ ଥିବାରୁ ଏବେ ମେଣ୍ଟେନାନ୍ସ କାମ ଚାଲିଛି ।

author-image
Satyendu Shekher Mishra

ଦୁଃଖକୁ ଦ୍ୱିଗୁଣିତ କରୁଛି ଅଘୋଷିତ ବିଜୁଳି କାଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ସ୍ଥିତି । ବିଜୁଳିର ଲୁଚକାଳି ଖେଳ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏହାକୁ ନେଇ ଆଜି ଉଦ୍‌ବେଗ ପ୍ରକାଶ କରିଛି ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଟାଟା ପାୱାର କହିଛି, ଗତ ବର୍ଷ ମେଣ୍ଟେନାନ୍ସ ହୋଇ ନ ଥିବାରୁ ଏବେ ମେଣ୍ଟେନାନ୍ସ କାମ ଚାଲିଛି । ସେଥିପାଇଁ ବିଜୁଳି କାଟ୍ ହେଉଛି । ହେଲେ ଏଣିକି କେବଳ ସକାଳ ସମୟରେ ମେଣ୍ଟେନାନ୍ସ କରାଯିବ । 

Advertisment
Odisha Power Cut
Advertisment
Advertisment