୨ ମାସ ମଧ୍ୟରେ ଏହି ଜରିମାନା ଅର୍ଥ ଦାଖଲ ପାଇଁ ଏଭସକୁ ନିର୍ଦ୍ଦେଶ ଦେଇଛି ଓରେରା।
ବିଲଡରଙ୍କୁ ରେରା ଛାଟ । ପ୍ରକଳ୍ପ ପାଇଁ ସବୁ ସର୍ତ୍ତ ନ ମାନିଲେ ଫେରସ୍ତ ପାଇବେନି ସିକ୍ୟୁରିଟି ଡିପୋଜିଟ୍ । ତେବେ ରିଅଲ୍ ଇଷ୍ଟେଟ କାରବାର କ୍ଷେତ୍ରରେ କ୍ରେତାଙ୍କୁ ମିଳିବ ଫାଇଦା ।
ଦହଗଞ୍ଜ କଲାଣି ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରତିବନ୍ଧକ । ରାଜ୍ୟରେ ଏକ ରେରା ଅନୁକୂଳ ଆପାର୍ଟମେଣ୍ଟ ମାଲିକାନା ନିୟମ ଆସି ପାରୁ ନଥିବାରୁ ନିଜର କଷ୍ଟ ଅର୍ଜିତ ଧନ ନିବେଶ କରି ବି ବାସଗୃହ କ୍ରେତା ପାଇପାରୁନି ନିଜ ସ୍ବପ୍ନର ଘର। ଏପଟେ ଘର ହସ୍ତାନ୍ତର ହୋଇ ପାରୁ ନ ଥିବାରୁ ରାଜ୍ୟର ରିଅଲ୍ ଇଷ୍ଟେଟରେ ନିବେଶ ହୋଇଥିବା ହଜାର ହଜାର କୋଟି ଟଙ୍କା ବି ଅଟକି ରହିଛି।
ପ୍ରାଧିକରଣର ସବୁ ଆଦେଶକୁ ଫୁ କରି ଉଡ଼ାଉଛନ୍ତି ବିଲଡର୍ । ଜରିମାନା ଅସୁଲିକୁ ଢିଲାରେ ନେଉଛି ପ୍ରଶାସନ । ପିଆଇଏଲ୍ ପରେ ଜବାବ ମାଗିଲେ ହାଇକୋର୍ଟ । ରେରାଠୁ ମୁହଁ ଫେରାଉଛନ୍ତି ଗୃହ କ୍ରେତା ।
ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ଓ ବିକାଶ ନିୟମ-୨୦୧୭ରେ ସଂଶୋଧନ ଆଣିଛନ୍ତି ସରକାର।
ବାସଗୃହ କ୍ରେତାଙ୍କୁ ଠକି ଆଉ ଖସିପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷ(ଓରେରା)।