• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rera Rules

High Court Puts Hold On Apartment Sales
ନିଜ ଆଇନକୁ ନିଜେ ଭାଙ୍ଗିଥିଲେ ସରକାର

ନିଜ ଆଇନକୁ ନିଜେ ଅମାନ୍ୟ କରିଥିଲା ନଗର ଉନ୍ନୟନ ବିଭାଗ। ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନକୁ ଉଲ୍ଲଂଘନ କରି ରେରା ଆସିବା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ବିଭାଗୀୟ ସଚିବ। କିନ୍ତୁ ଏହା ବିରୋଧରେ ଜନସ୍ବାର୍ଥ ମାମଲା ଦାୟର ହେବା ପରେ ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ।

High Court Puts Hold On Apartment Sales
RERA Guidelines: ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ; ମନ୍ତ୍ରୀ କହିଲେ, ରାୟର ତର୍ଜମା ପରେ ପକ୍ଷ ରଖିବ ବିଭାଗ

ନିଜ ଆଇନକୁ ନିଜେ ଭାଙ୍ଗିଥିଲେ ସରକାର । ବାଜିଲା ହାଇକୋର୍ଟଙ୍କ ଛାଟ । ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ ଲାଗିଲା ରହିତାଦେଶ ।

Odisha Rera Rule
Rera Update: ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ୨୦୨୩ ସମ୍ପର୍କରେ ସ୍ପଷ୍ଟୀକରଣ ଦେଲା ବିଭାଗ

ଗତ ୨୦୨୩ ଜୁନ୍ ମାସ ୨୮ ତାରିଖରୁ କାର୍ଯ୍ୟକାରି ହେଉଥିବା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ୨୦୨୩ ସମ୍ପର୍କରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ପ୍ରକାଶ ପାଇଛି ।

Rera Rules
Rera Rules: ରେରା ଆଇନ ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ କିଣାବିକାକୁ ମିଳିଲା ଅନୁମତି

ସବୁ ବଡ଼ ସହରକୁ ଟିପି ସ୍କିମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ରାସ୍ତା, ପାଣି, ସ୍ୱେରେଜ ପାଇଁ ବ୍ୟବସ୍ଥା ରହିବ ।

RERA
ଓଡ଼ିଶା RERAର କାର୍ଯ୍ୟନୁଷ୍ଠାନ ! ଏଭସ୍ ବିଲ୍ଡକନ୍ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା

୨ ମାସ ମଧ୍ୟରେ ଏହି ଜରିମାନା ଅର୍ଥ ଦାଖଲ ପାଇଁ ଏଭସକୁ ନିର୍ଦ୍ଦେଶ ଦେଇଛି ଓରେରା।

RERA Notice
ବିଲଡରଙ୍କୁ ‘ରେରା’ ଛାଟ; କ୍ରେତା ଖୁସ୍, ଚିନ୍ତାରେ ବିକ୍ରେତା

ବିଲଡରଙ୍କୁ ରେରା ଛାଟ । ପ୍ରକଳ୍ପ ପାଇଁ ସବୁ ସର୍ତ୍ତ ନ ମାନିଲେ ଫେରସ୍ତ ପାଇବେନି ସିକ୍ୟୁରିଟି ଡିପୋଜିଟ୍ । ତେବେ ରିଅଲ୍ ଇଷ୍ଟେଟ କାରବାର କ୍ଷେତ୍ରରେ କ୍ରେତାଙ୍କୁ ମିଳିବ ଫାଇଦା ।

RERA Apartment
ଦହଗଞ୍ଜ କଲାଣି ପଞ୍ଜୀକରଣ ପ୍ରତିବନ୍ଧକ

ଦହଗଞ୍ଜ କଲାଣି ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରତିବନ୍ଧକ । ରାଜ୍ୟରେ ଏକ ରେରା ଅନୁକୂଳ ଆପାର୍ଟମେଣ୍ଟ ମାଲିକାନା ନିୟମ ଆସି ପାରୁ ନଥିବାରୁ ନିଜର କଷ୍ଟ ଅର୍ଜିତ ଧନ ନିବେଶ କରି ବି ବାସଗୃହ କ୍ରେତା ପାଇପାରୁନି ନିଜ ସ୍ବପ୍ନର ଘର। ଏପଟେ ଘର ହସ୍ତାନ୍ତର ହୋଇ ପାରୁ ନ ଥିବାରୁ ରାଜ୍ୟର ରିଅଲ୍ ଇଷ୍ଟେଟରେ ନିବେଶ ହୋଇଥିବା ହଜାର ହଜାର କୋଟି ଟଙ୍କା ବି ଅଟକି ରହିଛି।

RERA, Bhubaneswar
ଓଡ଼ିଶାରେ କାଗଜ ବାଘ ପାଲଟିଛି କି ରେରା ?

ପ୍ରାଧିକରଣର ସବୁ ଆଦେଶକୁ ଫୁ କରି ଉଡ଼ାଉଛନ୍ତି ବିଲଡର୍ । ଜରିମାନା ଅସୁଲିକୁ ଢିଲାରେ ନେଉଛି ପ୍ରଶାସନ । ପିଆଇଏଲ୍ ପରେ ଜବାବ ମାଗିଲେ ହାଇକୋର୍ଟ । ରେରାଠୁ ମୁହଁ ଫେରାଉଛନ୍ତି ଗୃହ କ୍ରେତା ।

Good news for you who wanted to buy a house
ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ଖୁସି ଖବର, ଘରର ମୂଲ୍ୟାୟନରେ ରହିବ ସ୍ୱଚ୍ଛତା

ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ଓ ବିକାଶ ନିୟମ-୨୦୧୭ରେ ସଂଶୋଧନ ଆଣିଛନ୍ତି ସରକାର।

RERA Rules
ଘର ମାଲିକଙ୍କୁ ଦିନରେ ଲଣ୍ଠନ ଦେଖାଇ ଛୁ ମାରିଲା ବିଲଡର ସଂସ୍ଥା

ବାସଗୃହ କ୍ରେତାଙ୍କୁ ଠକି ଆଉ ଖସିପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷ(ଓରେରା)।