ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ Non Bailable Warrant ଜାରି କରିଛନ୍ତି କଟକ JMFC କୋର୍ଟ ।
ରାଜ୍ୟ ରାଜନୀତିରେ ଛକାପଞ୍ଝା ଭିତରେ ଏ ଖବର ଟିକେ ମଜାଦାର । କାରଣ କାହାଣୀର ନାୟକ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଅନୁଭବ ମହାନ୍ତି । ଯିଏ ସଦ୍ୟ ବିଜେଡି ହାତ ଛାଡ଼ି ବିଜେପିରେ ମିଶିଛନ୍ତି । ହେଲେ ଲୋକେ କହୁଛନ୍ତି ତାଙ୍କ ମନ କାଳେ ବିଜେଡିରୁ ଛାଡ଼ୁନି ।
ଭଗବାନ କରନ୍ତୁ, କାହାରି ଭାଗ୍ୟରେ ଏଭଳି ଦୁଃଖ ନଆସୁ । ତେବେ ସେ ରାଜନୀତି କେବେ ଛାଡ଼ିବେ ନାହିଁ ବୋଲି କହିଲେ ଅନୁଭବ ।
ସ୍ଥାନୀୟ ଅଞ୍ଚଳର ନେତାଜୀ ସଂଘ ନାମକ ଏକ ଅନୁଷ୍ଠାନ ନାଁରେ ଏହି ଜମି ଥିବା ଦାବି କରି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଘେରିଥିଲେ ସ୍ଥାନୀୟ ଲୋକେ ।
ପୁଣି ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ଏତଲା ପରେ ପୋଲିସ ମାମଲା ରୁଜୁ କରିଛି।
ପତ୍ନୀ ବର୍ଷା ଓ ତାଙ୍କ ଭଉଣୀଙ୍କ ଅଡିଓକୁ ନେଇ ଟ୍ୱିଟ୍ କରି ସତ, ମିଛ ପଚାରିଲେ
କଟକ ପରିବାର ଅଦାଲତରେ ହାଜର ହେଲେ ଅନୁଭବ, ବର୍ଷା
ଦିନ ୨ଟାରେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ରହିଛି ନିର୍ଦ୍ଦେଶ
ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲାର କଟକ SDJM କୋର୍ଟରେ ଶୁଣାଣି ହୋଇଛି...
ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।
ନିଜ ରାଜନୈତିକ କ୍ୟାରିୟର ପାଇଁ କାଳ ହେବାକୁ ଯାଉଛି କି ପତ୍ନୀ ବର୍ଷାଙ୍କ ସହ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିବାଦ ? ଗତକାଲି ସୋସିଆଲ୍ ମିଡିଆ ପୋଷ୍ଟରେ ଖୋଦ୍ ଅନୁଭବଙ୍କ ଶଙ୍କାଭରା ଭିଡିଓ ପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି ।
ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା। ସୋସିଆଲ ମିଡିଆରେ ଅନୁଭବ ଏବେ ଏମିତି ଏକ ଭିଡିଓ ଶେଆର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଆଉ କେତେ ଦିନ ଏମିତି ଚାଲିବ... ହଠାତ୍ ରାତି ୯ଟା ୧୨ରେ ଚିଇଁକି ଉଠିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି। ମୁଖ୍ୟମନ୍ତ୍ରୀ, ଡିଜିପି ଓ ଏସପିଙ୍କୁ ଟ୍ୟାଗ୍ କରି ମାଗିଲେ ନ୍ୟାୟ। ଆଉ ଲେଖିଲେ, ...ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ନେଲେ... ତେବେ ଏ ନେଇ ବର୍ଷା କି ଅନୁଭବଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପାର୍ଲାମେଣ୍ଟରେ ବକ୍ତବ୍ୟ ରଖୁଥିଲେ ପିନାକୀ । Yes Yes କହି ଚିଲାଇଲେ, ଟେବୁଲକୁ ବାଡ଼େଇଲେ ସାଂସଦ ଅନୁଭବ ମହାନ୍ତି ।
ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ। ପୁରୁଣା ଭିଡ଼ିଓକୁ ସେୟାର କରି ଦୀପିକାଙ୍କୁ କଲେ ଟ୍ୟାଗ୍, ହେଲେ କାହିଁକି?
ପୁଣି ବିବାଦରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଓଡ଼ିଶୀ ନୃତ୍ୟଗୁରୁ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆରେ ଭୁଲ୍ ଫଟୋ ପୋଷ୍ଟ କରି ବିବାଦରେ ଫସିଛନ୍ତି ଅନୁଭବ ।
ପୁଣି ଫ୍ୟାମିଲି କୋର୍ଟରେ ଅନୁଭବ ଓ ବର୍ଷା ହାଜର ହୋଇଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି, ତାଙ୍କ ସହ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ହାଜର ହୋଇଥିଲେ। କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ।
ପୁଣି ଥାନାକୁ ଗଲା ଅନୁଭବ-ବର୍ଷା କଳି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅନୁଭବ ମଧ୍ୟ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି।