• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special Story
ପଶୁ-ମଣିଷ ସମ୍ପର୍କର ନିଆରା ଉଦାହରଣ : ପରିବାର ସଦସ୍ୟ ପାଲଟି ଯାଇଛି ଜଙ୍ଗଲୀ ବାରହା

ପଶୁ ଓ ମଣିଷ ମଧ୍ୟରେ ଅନାବିଳ ସମ୍ପର୍କ । ନିଆରା ବନ୍ଧନରେ ବାନ୍ଧି ହୋଇଛନ୍ତି ମହେନ୍ଦ୍ର ଓ ଜଙ୍ଗଲୀ ବାରହା ।

82 Cases Of Tomato Flue Detected In Kerala
ଟମାଟୋ ଫ୍ଲୁ ନେଇ କେରଳରେ ଚିନ୍ତା, ଓଡ଼ିଶାରେ କ’ଣ ସ୍ଥିତି

ଟମାଟୋ ଫ୍ଲୁକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ କୌଣସି ଆଡ଼ଭାଇଜାରି ଆସିନି କିମ୍ବା ସର୍ଭେଲାନ୍ସ କରିବାକୁ ଆଲର୍ଟ ବି ଜାରି କରାଯାଇନି। ତେଣୁ ବର୍ତ୍ତମାନ କୌଣସି ଆତଙ୍କିତ ହେବାର ନାହିଁ।

Apana Eka Nuhanti
ପାଖରେ ପଇସା ନାହିଁ, ଲକ୍ଷ୍ମୀପ୍ରିୟା ପଢିବେ କେମିତି?

ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ବି କଲେଜ୍‌ ଯାଇପାରୁନାହାନ୍ତି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ ପାଠ ପଢୁଛନ୍ତି ଦେଖିଲେ କଷ୍ଟ ଲାଗେ କିନ୍ତୁ ଆର୍ଥିକ ସ୍ଥିତି ଖରାପ କାରଣରୁ ପାଠ ପଢାରେ ବନ୍ଧା ହେଲା ଡୋରି। ସାହାଯ୍ୟ ମିଳିଲେ କଲେଜ୍‌ ଯାଇପାରନ୍ତ ଲକ୍ଷ୍ମୀପ୍ରିୟା…

Khola Katha
ପାଇଖାନା ପାଇଁ ୩୦ ଫୁଟ୍‌ ଗାତ କଣ ଦରକାର? ମିସ୍‌ଲିଡ୍‌ କରୁଛନ୍ତି ପିନାକୀ ବାବୁ...

ଆମେ ଲଢେଇ ପାଇଁ ସବୁବେଳେ ପ୍ରସ୍ତୁତ। ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ... ପାଇଖାନା ପାଇଁ ୩୦ ଫୁଟ୍‌ ଗାତ କଣ ଦରକାର? ପିନାକୀ ବାବୁ କେବଳ ମିସଲିଡ୍‌ କରୁଛନ୍ତି…

Doctors Remove A Big Stone Weighing 1200 gm From A Patient's Urinary Bladder
ଆଶ୍ଚର୍ଯ୍ୟ ! ମୂତ୍ରାଶୟରୁ ବାହାରିଲା ୧୨ ଶହ ଗ୍ରାମର ପଥର

ମୂତ୍ରାଶୟରୁ ବାହାରିଲା ୧୨ ଶହ ଗ୍ରାମର ଏକ ପଥର। ବିଭିନ୍ନ ପ୍ରକାର ଔଷଧ ସେବନ ପରେ ମଧ୍ୟ ସେ ସୁସ୍ଥ ହୋଇନଥିଲେ। ଶେଷରେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। 

2nd Marriage
ମୃତ ଘୋଷିତ ସ୍ୱାମୀ ଫେରିଲେ, ସ୍ତ୍ରୀକୁ କଲେ ଦ୍ୱିତୀୟ ବିବାହ

ସମସ୍ତ ରୀତିନୀତି ଓ କୂଳ କୁଟୁମ୍ବଙ୍କ ଉପସ୍ଥିତିରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି ।

  • Friday, 20 May 2022
Making News
ତୁମେ ସ୍ୱାମୀଙ୍କ ପାଖରେ ସ୍ତ୍ରୀଙ୍କ ନାଁରେ ଏମିତି କାହିଁକି କହିଲ?

ଆଲୋ ପାତେଳୀ ନାନି ସତରେ କ’ଣ ସ୍ୱାମୀ ଏମିତି? ତୁ ସବୁ ବେଳେ ଏମିତି ଚୁଗୁଲି କାହିଁକି କରୁଛୁ? ତୁ ତାଙ୍କ ଘରେ ଏମିତି କଳି ଲଗାଇ ଦେଲୁ ଯେ, ବୁଢା ମୁହଁ ପୂର୍ବକୁ ତ ବୁଢୀ ମୁହଁ ପଶ୍ଚିମକୁ। ଏବେ ଆଉ କାହା ପାଳି?

Youth Dead Body Found Near Railway Track In Khorda
ମୃତ୍ୟୁ ପୂର୍ବର ଶେଷ ଭିଡିଓ ଭାଇରାଲ୍‌: ‘ଯାହାକୁ ଭଲ ପାଉଥିଲି, ସେ ଧୋକା ଦେଲା...ଆଉ ମାତ୍ର କିଛି ସମୟ ବଞ୍ଚିବି’

କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁ ପୂର୍ବରୁ ଯୁବକ ଜଣକ କରିଥିବା ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି।

Nandini's controversy
୪୨୦ ନନ୍ଦିନୀ : ଚଉଠି ରାତିରେ କାହାକୁ କରୁଥିଲେ ନ୍ୟୁଡ୍‌ କଲ?

୪୨୦ ନନ୍ଦିନୀ: ଦୁଇ ଦୁଇଟି ଥାନାରେ ଦାୟର ହେଲାଣି ମାମଲା। ଚଉଠି ରାତିରେ ଭିଣୋଇଙ୍କୁ ନ୍ୟୁଡ୍‌ କଲ କରିଥିବାର ଆସିଛି ସଙ୍ଗୀନ ଅଭିଯୋଗ। ଏବେ ପ୍ରଶ୍ନ ଘେରରେ ନନ୍ଦିନୀ...ମୁହଁ ଖୋଲି କହିବେ କି ଚଉଠି ରାତିରେ ହୋଇଥିଲା କଣ?

Farming Without Soil At Botany Dept Of Ravenshaw University
ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବିନା ମାଟିରେ ବଢୁଛି ଗଛ, ଫୁଟୁଛି ଫୁଲ

ବିନା ମାଟିରେ ଲାଗିଛି ଏସବୁ ଗଛ। କେବଳ ପାଣିରେ ବଞ୍ଚିଛି। ରଜନୀଗନ୍ଧା, ଗେଣ୍ଡୁ, ଜାରବେରା ଓ ପିଟୁନିଆ ଏଭଳି ସୁନ୍ଦର ସୁନ୍ଦର ଫୁଲ ଗଛରେ ଫୁଟିଛି। Hydroponics ଉପାୟରେ ଏଭଳି କିଛି କରି ଦେଖାଇଛନ୍ତି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର। 

Cyber Crime
ଏହି ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ କଲେ ଆକାଉଣ୍ଟ ହୋଇଯିବ ଖାଲି...

ଆପଣ ଏହି ଆପ୍ଲିକେସନ୍‌ ଡାଉନଲୋଡ୍‌ କରିଛନ୍ତି କି? ସାବଧାନ !! ନହେଲେ ଚାହୁଁ ଚାହୁଁ ଆକାଉଣ୍ଟ ହୋଇଯିବ ଖାଲି...

News Fuse
ଦୁର୍ବଳ ଭୀମଙ୍କ ପାହାର ଖାଇ ବେହାଲ ହେଲେ ଦୁର୍ଯ୍ୟୋଧନ...

ମୋ ବୋଉଲୋ...ଇଏ ଦୁର୍ବଳରୁ ଦୋହଲୁଛନ୍ତି। କିନ୍ତୁ ଭୀମ ଚରିତ୍ରରେ ଆକ୍ଟିଂ କରୁଛନ୍ତି। ଆଲୋ ଇଏ କଣ? ଭୀମଙ୍କ ପାହାର ଖାଇ ଷ୍ଟେଜ୍‌ ତଳକୁ ଗଳିପଡ଼ିଲେ ଦୁର୍ଯ୍ୟୋଧନ...ଗଲା ଗଲା ମାରି ପକାଇଲା ରେ...ନାରଣ ରକ୍ଷା କର…

Elephant Death
ଟ୍ରେନ୍‌ ଧକ୍କାରେ ଦୁଇ ହାତୀ ଛୁଆ ଓ ମାଆ ହାତୀର ମୃତ୍ୟୁ

ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ମାଲବାହୀ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା ।

superstition
ଶିକ୍ଷକ ହୋଇ ବି ସମାଜକୁ ଦେଉଛନ୍ତି ଅନ୍ଧବିଶ୍ୱାସର ବାର୍ତ୍ତା

ଘରୁ ଚୋରି ହେଲା ବୋଲି ଶିକ୍ଷକ ଦମ୍ପତ୍ତି ପୋଲିସ ପାଖକୁ ନଯାଇ ଘର ଆଗରେ ପୂଜାପାଠ କରୁଛନ୍ତି । ଆଉ ତାଙ୍କ ମନରେ ବିଶ୍ୱାସ ଅଛି ଏମିତି ପୂଜା ପାଠ କଲେ ଚୋର ଧରାପଡ଼ିବ ।

Orphan Children
ହୃଦୟବାନ୍‌ ! ଅନାଥ୍‌ ପିଲାଙ୍କ ମୁହଁରେ ହସ ଫୁଟାଇଲେ ଜିଲ୍ଲାପାଳ, ମଲ୍‌ ବୁଲାଇଲେ ଡ୍ରେସ୍‌ କିଣିଦେଲେ

ହଠାତ୍‌ ସପିଂ ମଲ୍‌ ଭିତରେ ଦେଖିବାକୁ ମିଳିଥିଲା ସେହି ଅନାଥ ପିଲାଙ୍କୁ । ମଲ୍‌ ଭିତରେ ମନଖୋଲି ବୁଲୁଥିଲେ ସେହି କୁନି କୁନି ପିଲା ।

Love Dhoka
ପ୍ରେମ ପାଇଁ ଥାନାରେ ପହଞ୍ଚିଲେ ପ୍ରେମିକ ! ମୋବାଇଲଠୁ ସୁନା ସବୁ ନେଇଥିଲା ପ୍ରେମିକା

ପ୍ରେମିକାର ମନଲାଖି ଗିଫ୍ଟ ପ୍ରେମିକ ସମୀର ଉପହାର ଦେଉଥିଲେ । କେତେବେଳେ ମୋବାଇଲ ତ ପୁଣି କେତେବେଳେ ଅଳଙ୍କାର ।

Baby kangaroo asking for its pouch
ମା’ ନାହିଁ ସତ, ହେଲେ ମଣିଷ ଠାରୁ ମା’ର ସ୍ନେହ ପାଇବାକୁ ବ୍ୟାକୁଳ କଙ୍ଗାରୁ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଶିଶୁ କଙ୍ଗାରୁର ଭିଡିଓ। ଏହି କଙ୍ଗାରୁର ମା’ ନାହିଁ। ସେ କିନ୍ତୁ ତା’ ମାଲିକ ଠାରୁ ମା’ର ସ୍ନେହ ପାଇବାକୁ ବ୍ୟାକୁଳ ହେଉଛି। ଖୋଜୁଛି ମା’ର ଥଳି। ଦେଖନ୍ତୁ ଏହି ଭିଡିଓ…

Mother sold 118 liters of breast milk
୧୧୮ ଲିଟର ବ୍ରେଷ୍ଟ୍ ମିଲ୍କ ବିକ୍ରି କରି ଭାଇରାଲ ହେଉଛନ୍ତି ଜଣେ ମା’

ଜଣେ ମା’ ୧୧୮ ଲିଟର ବ୍ରେଷ୍ଟ୍ ମିଲ୍କ ବିକ୍ରି କରି ଭାଇରାଲ ହେଉଛନ୍ତି। ମା’ମାନେ ନିଜ ପିଲାମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ସଂଘର୍ଷ କରୁଥିବା ଦେଖି, ଏହି ମା’ ନିଜକୁ ଅଟକାଇ ପାରି ନଥିଲେ। ସେମାନଙ୍କୁ ସାହାଯ୍ୟ କରିବା ନେଇ ବାହାରି ପଡିଥିଲେ।

HC Bench
ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ କାହିଁକି ବିରୋଧ ?

ବେଂଚ ପ୍ରତିଷ୍ଠା ପାଇଁ ସ୍ୱୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବାର୍ ପକ୍ଷରୁ ଅନୁରୋଧ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

Target ASI for ancient heritage
ପ୍ରାଚୀନ ଐତିହ୍ୟକୁ ନେଇ ଏଏସ୍ଆଇକୁ ଟାର୍ଗେଟ୍

ଶେଷରେ ଚେତିଲା ଏଏସ୍ଆଇ। ଉଦ୍ଧାର ହେଲା ପରିତ୍ୟକ୍ତ ଅବସ୍ଥାରେ ମାଟିରେ ଲୋଟିଥିବା ପ୍ରାଚୀନ ଐତିହ୍ୟ। ଏମାର ମଠ ଖନନ ସ୍ଥାନରୁ ମିଳିଛି ଗଙ୍ଗ ରାଜୁତି ସମୟର କାରୁକାର୍ଯ୍ୟ ପୂର୍ଣ୍ଣ ଦୁଇଟି ସିଂହ ମୂର୍ତ୍ତି।

  • Thursday, 19 May 2022
Special Story
ଯୁବ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ

ଶିଖରଚଣ୍ଡୀ ପାହାଡ଼ରୁ ଅଧାପୋଡ଼ା ଅବସ୍ଥାରେ ମିଳିଲେ ଅବିନାଶ, ହସ୍ପିଟାଲ୍ ନେବା ବାଟରେ ମୃତ୍ୟୁ, ହ୍ୟାଣ୍ଡନୋଟରୁ ପ୍ରେମଜନିତ କାରଣ ଅନୁମାନ...ହତ୍ୟା ଅଭିଯୋଗ ଆଣିଲା ପରିବାର...

anubhav
ବିଜେଡିରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବଢୁଥିବା ପତିଆରାରେ ଚିନ୍ତିତ କି ଅନୁଭବ ?

ସୋସିଆଲ୍ ମିଡିଆରେ ଭାବବିହ୍ୱଳ ଭିଡିଓ ପୋଷ୍ଟକୁ ନେଇ ଚର୍ଚ୍ଚା, କହିଲେ ଜୀବନସାଥୀ ବାଛିବାରେ କରିଛି ଭୁଲ୍, ନିଜ ରାଜନୈତିକ କ୍ୟାରିୟରକୁ ନେଇ ବି ସନ୍ଦିହାନ୍..

HC Bench
ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ବିବାଦ

ବେଞ୍ଚ ପ୍ରତିଷ୍ଠା ବିରୋଧରେ ହାଇକୋର୍ଟ ବାରରେ ପ୍ରସ୍ତାବ ପାରିତ ପରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବିଭିନ୍ନ ଓକିଲ ସଂଘଙ୍କ ତୀବ୍ର ପ୍ରତିକ୍ରିୟା, ରାଜନୀତି ବି ଜୋର୍

heritage corridor row
୪ ଦିନର ହୋହଲ୍ଲା ପରେ ପଶିଲା ଚେତା

ଏମାର ମଠ ଖନନ ସ୍ଥଳରେ ଫିଙ୍ଗା ପଡ଼ିଥିବା ପ୍ରାଚୀନ ସିଂହମୂର୍ତ୍ତକୁ ଉଦ୍ଧାର କରି କାର୍ଯ୍ୟାଳୟକୁ ନେଲା ଏଏସ୍ଆଇ,ଏପଟେ ଗଙ୍ଗ ରାଜତ୍ୱ ସମୟର କୀର୍ତ୍ତିରାଜି ବୟାନ ପାଇଁ ଅଧିକ୍ଷକଙ୍କ ବିରୋଧରେ ଥାନାରେ ଏତଲା

electic bill
ବିଦ୍ୟୁତ୍ ଉପଭୋକ୍ତାଙ୍କ ସହ ସାଂଘାତିକ ଧୋକାବାଜି

ମାସକ ବଦଳରେ ୨୫ରୁ ୨୭ ଦିନର ବିଲ୍ କରି ଅତି ଚତୁରତାର ସହ ଅଧିକ ଅର୍ଥ ନେଉଛି ବିତରଣକାରୀ କଂପାନୀ, ନିୟମର ଖୋଲା ଉଲ୍ଲଙ୍ଘନ ହେଉ ଥିଲେ ବି କାହିଁକି ଚୁପ୍ OERC ଉଠିଲା ପ୍ରଶ୍ନ...