• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Hundreds of acres of forest in danger
ବିପଦରେ ଶହ ଶହ ଏକର ଜଙ୍ଗଲ, ଗଛ କାଟି ପୋଡି ଦେଉଛନ୍ତି ମାଫିଆ

ବିପଦରେ ସଂରକ୍ଷିତ ଜଙ୍ଗଲ। ଶହ ଶହ ଏକର ଜଙ୍ଗଲ କାଟି କରାଯାଉଛି ଚାଷ ଜମି। ଦିନେ କି ଦୁଇ ଦିନ ନୁହେଁ, ମାସ ମାସ ଧରି ଜଙ୍ଗଲକୁ ପଦା କରିବାରେ ଲାଗିଛନ୍ତି ମାଫିଆ। ଗଛ କାଟିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର କାଠରେ ନିଆଁ ଲଗାଇ ଦେଉଛନ୍ତି। ବନ ବିଭାଗ ପାଖରେ ଖବର ଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ୍...

 SCB Medical College
ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ SCBର ୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ

ଆଇନଜୀବୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଚାର୍ଜସିଟ୍ ଦାଖଲ କରାଯାଇଛି

Taste of Odisha
ନା ଯେମିତି ଟେଷ୍ଟ ସେମିତି…ଏମିତି କରନ୍ତୁ ସାରୁ ପତ୍ର ବେସର

ସାରୁ ପତ୍ର ବେସର। ଏ ନାଁ ଶୁଣିଲେ ଆପଣମାନେ ନିଶ୍ଚୟ କହିବେ ଆମେ ତ ସବୁବେଳେ ଘରେ କରୁ। କିନ୍ତୁ ନା…ଆପଣ କରୁଥିବା ସାରୁପତ୍ର ବେସର ଆଉ ଏ ସାରୁପତ୍ର ବେସର ମଧ୍ୟରେ ଅନେକ ଫରକ୍‌ ରହିଛି। ବେସନ, କଂଚାଲଙ୍କା, ହଳଦୀ ଗୁଣ୍ଡ…ସହ ଟିକିଏ ରସୁଣ ଦେଇ ଏମିତି ତିଆରି କରନ୍ତୁ ଏହି ଡ଼ିସ୍‌। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା…

Will the state government now reduce VAT on petrol and diesel ?
କେନ୍ଦ୍ର ପରେ ଏବେ ରାଜ୍ୟ ସରକାର ପେଟ୍ରୋଲ ଡିଜେଲ ଉପରୁ ଭାଟ୍ କମାଇବେ କି ?

ମହଙ୍ଗା ମାଡ଼ରୁ ରାଜ୍ୟବାସୀଙ୍କୁ ମିଳିବ କି ଆଶ୍ୱସ୍ତି ?

Khola Katha
ପୁରୀକୁ ଆସି ଗାତ ଭିତରେ ବୁଲନ୍ତୁ, ପରେ କଥା କୁହନ୍ତୁ ପିନାକୀ ବାବୁ…

ଦିଲ୍ଲୀରେ ବସି ପୁରୀର କଥା କହିଲେ ହେବନି। କେବେ ପୁରୀରେ ୨୪ ଘଣ୍ଟା ରବିଛନ୍ତି ସାଂସଦ ମହୋଦୟ? ମୁଁ ଦିଲ୍ଲୀରୁ ଆସି ପୁରୀରେ ବସିଛି, ସେ ଆସୁନାହାନ୍ତି କାହିଁକି?

Bolangir Series Accident: Hit & Run Case Is Pre-Planned
ବଲାଙ୍ଗିର ହିଟ୍‌ ଆଣ୍ଡ୍‌ ରନ୍‌ କେସ୍‌: ଜୀବନରୁ ମାରିଦେବା ପାଇଁ ହୋଇଥିଲା ପ୍ଲାନ୍‌

ବଲାଙ୍ଗିର ଆର୍‌ଟିଓ ଛକର ସିରିଜ୍‌ ଦୁର୍ଘଟଣା ଏକ ପ୍ରି ପ୍ଲାନ୍‌ ମର୍ଡର ଥିଲା। ହତ୍ୟା ଉଦ୍ୟମ କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା ହୋଇଥିଲା।

BJP’s 5-Hour Bandh Affects Normal Life In Jashipur
ଗୋ-ସେବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଘଣ୍ଟିଆ ଯଶୀପୁର ବନ୍ଦ

ଗୋ ମାଫିଆଙ୍କ ଦ୍ୱାରା ଗୋ ସୁରକ୍ଷା କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ଗୁଳିମାଡ ଘଟଣାରେ ୫ ଘଣ୍ଟିଆ ବନ୍ଦ ଡାକରା ।

Help sought for 4 orphans
ବାପା-ମାଆ ନାହାନ୍ତି…କ୍ଲବ୍‌ ଘରେ ପଥର ରଖି ରୋଷେଇ କରୁଛନ୍ତି ୪ ଅନାଥ ପିଲା…

ଯକ୍ଷ୍ମାରେ ବାପା ଚାଲିଗଲେ, ମାଆ ପାଗେଳି ହୋଇ ଘର ଛାଡ଼ିଦେଲେ। ନିଆଁ ଲାଗି ସେ ଘର ବି ପୋଡ଼ିଗଲା। ଏବେ କ୍ଲବ୍‌ ଘରେ ପଥର ରଖି ରୋଷେଇ କରି ଖାଉଛନ୍ତି ୪ ଅନାଥ ଶିଶୁ। ଗାଁ ଲୋକଙ୍କ ସାହା ଭରଷାରେ ଗଣ୍ଡାଏ କେତେବେଳେ ମିଳୁଛି ତ କେତେବେଳେ ମିଳୁନି। ପାଠ ପଢିବା ପାଇଁ ଇଚ୍ଛା ଥିଲେ ବି ଅର୍ଥ ସାଜିଛି ବାଧକ

Nandankanan deputy director orders probe into the matter, asks range security officer to submit a re
ନନ୍ଦନକାନନ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ

ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ ।

Animal skeleton creates panic among locals in Nuapada
ହଷ୍ଟେଲ୍‌ ଭିତରୁ ବାହାରିଲା କଙ୍କାଳ; ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ

ହଷ୍ଟେଲ୍‌ ଭିତରେ କଙ୍କାଳ । ନୂଆପଡ଼ା ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ ଏକ କଙ୍କାଳ ଠାବ ହୋଇଛି ।

Series Of Accident In Balangir
ସାମ୍ନାକୁ ଆସିଲା ସିରିଜ୍‌ ଦୁର୍ଘଟଣାର ନୂଆ ଭିଡିଓ: ଡ୍ରାଇଭର ସିଟ୍‌ରେ ବସିଥିଲା ଅଭିଯୁକ୍ତ

ବଲାଙ୍ଗିର ଆର୍‌ଟିଓ ଛକରେ ସିରିଜ୍‌ ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ଓଟିଭି ହାତରେ ଲାଗିଛି।  ଏହି ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡୁଛି, ହତ୍ୟାକାରୀ ହିଁ ମିନି ଟ୍ରକ୍‌ର ଡ୍ରାଇଭର୍‌ ସିଟ୍‌ରେ ବସିଥିଲେ। 

Servitors take oath
ଏଣିକି ମନ୍ଦିରରେ ଦକ୍ଷିଣା ମାଗିବେନି ସେବାୟତ

ଏଣିକି ମନ୍ଦିରରେ ଦକ୍ଷିଣା ମାଗିବେନି ସେବାୟତ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ସହ କରାଯିବ ସ୍ୱାଗତ। ସବୁ ସେବାୟତ ଓ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ୍‌କଲେକ୍ଟର...ଜାଣନ୍ତୁ କେବେଠୁ ନିୟମ ହେବ ଲାଗୁ...

News Fuse
ମଣିଷ ନାଟ ଦେଖି ଷଣ୍ଢ ଅତିଷ୍ଠ….ଦୁଇ ନାତ ଦେବ ଯେ…

ଆଲୋ ଇଏ କଣ? ସିଏ ତ ଷଣ୍ଢ ମହାରାଜା। ଇଏ କଣ ତାଙ୍କ ଉପରେ ଏମିତି ଶୟନ କଲେ? ପାଟିରୁ ପୁଣି କଣ ଏମିତି ମୋଟା ଧୂଆଁ ବାହାରୁଛି? ନାରଣ କଥା କଣ କିରେ? ଆଜି ଷଣ୍ଢର ଷଣ୍ଢତ୍ୱ ବୋଧହୁଏ ନଷ୍ଟ ହୋଇଯିବ ଲାଗୁଛି...

Converting 'Tapobhumi' into 'Bhogbhumi' is govt's practice, says Puri Shankaracharya
ପ୍ରଥମ ଥର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ପାଇଁ  ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା।

Tulsi plant basil importance history and benefits
ପ୍ରତ୍ୟେକ ଘରେ ତୁଳସୀକୁ କାହିଁକି ଭକ୍ତିର ସହ ପୂଜା କରାଯାଏ

ଭାରତୀୟ ପରମ୍ପରାରେ ତୁଳସୀ ଏକ ପବିତ୍ର ଗଛ। ଏଥିରେ ରହିଛି ଅନେକ ଔଷଧିୟ ଗୁଣ। ତେବେ ତୁଳସୀକୁ ନେଇ କ’ଣ କୁହେ ବିଭିନ୍ନ ପୌରାଣିକ କାହାଣୀ ଓ ଆୟୁର୍ବେଦ ଶାସ୍ତ୍ର ଆସନ୍ତୁ ଜାଣିବା।

8 famous Indian transgenders who became first in their fields
୮ଜଣ ଟ୍ରାନ୍ସଜେଣ୍ଡରଙ୍କ ସଫଳତାର କାହାଣୀ; କିଏ ଜଜ୍‌ ତ କିଏ ପୁଲିସ୍

ଟ୍ରାନ୍ସଜେଣ୍ଡରମାନଙ୍କୁ ଆମ ସମାଜରେ ହୀନ ଦୃଷ୍ଟିରେ ଦେଖାଯାଏ। ଫଳରେ ଏଭଳି ପରିସ୍ଥିତିରେ କୌଣସି ଏକ ବଡ଼ ପଦବୀ ହାସଲ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜ୍‌ ହୋଇଥାଏ। କିନ୍ତୁ କିଛି ଅଛନ୍ତି ଯେଉଁମାନେ ସେମାନଙ୍କର ପରିଶ୍ରମ ଓ ନିଷ୍ଠା ବଳରେ ଉଚ୍ଚ ପଦବୀ ହାସଲ କରିଛନ୍ତି। ତେବେ ଆସନ୍ତୁ ଏମିତି ୮ଜଣ ଟ୍ରାନ୍ସଜେଣ୍ଡରଙ୍କ ବିଷରେ ଜାଣିନେବା।

Oil Price
ତେଲ ଉପରୁ ରାଜ୍ୟ ଭାଟ୍ କମାଇବାକୁ ଦାବି କଲା ବିଜେପି ଓ କଂଗ୍ରେସ

ପେଟ୍ରୋଲ, ଡିଜେଲ୍ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିବାପରେ ଆଜିଠୁ କମିଛି ତେଲ ଦର। ସେପଟେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବାପରେ ରାଜ୍ୟ ସରକାର ମଧ୍ୟ ଟ୍ୟାକ୍ସ୍ କମାଇବାକୁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ

GPR Survey
ରାତି ଅଧରେ ଶ୍ରୀମନ୍ଦିର ଚାରିକଡ଼େ GPR ସର୍ଭେ

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ରାତି ଅଧରେ GPR ସର୍ଭେକୁ ନେଇ ବଡ଼ ବିବାଦ OBCC ଚଂଚକତା କରି ଏଭଳି ସର୍ଭେ କରୁଥିବା ନେଇ ଐତିହ୍ୟ ପ୍ରକଳ୍ପ ବିରୋଧୀ ଅଭିଯୋଗ ଆଣିଥିବାବେଳେ ରାଜ୍ୟ ସରକାରଙ୍କ ମିଛ ଧରାପଡ଼ିଛି ବୋଲି କହିଛନ୍ତି।

କଟକ ଝିଅ ସୁଶ୍ରୀ କର
ଲକଡାଉନ ଆଣିଦେଲା ସଫଳତା: ଜିତିଲା ସୁଶ୍ରୀଙ୍କ ଜୀବନର ଲକ୍ଷ୍ୟ

ଚିତ୍ରକଳାକୁ ନିଜ ଜୀବନରେ ଲ‍କ୍ଷ୍ୟ ସଜେଇ ସେ ଏବେ କଟକରେ ପାଇଛନ୍ତି ସ୍ୱତନ୍ତ୍ର ପରିଚୟ।

Anubhav Varsha Maritial Discord
ଅନୁଭବଙ୍କ ବିରୋଧରେ ଏତଲା ଦେଲେ ବର୍ଷା

କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଭିଡିଓ କରୁଛନ୍ତି।

Oil Price
ତେଲ ଉପରୁ ରାଜ୍ୟ ବି କମାଉ ଭାଟ୍: ବିରୋଧୀ

ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଭାଟ କମାଇବାକୁ ଦାବି କରିଛନ୍ତି।

GPR Survey
ରାତି ଅଧରେ ଶ୍ରୀମନ୍ଦିର ଚାରିକଡ଼େ ଜିପିଆର ସର୍ଭେକୁ ନେଇ ବିବାଦ: ପୁରୀ ସାଂସଦଙ୍କୁ ସମ୍ବିତ୍ ଓ ଅପରାଜିତାଙ୍କ ନିଶାନା

ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ର ମଧ୍ୟ ଟାର୍ଗେଟ୍ କରିଛନ୍ତି । ଶଙ୍କରାଚାର୍ଯ୍ୟ କହିଲେ, ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ ।

accident
ସତ ଧରାଇବ ସିସିଟିଭି ? ବାଇକ୍-ମିନିଟ୍ରକ୍ ଧକ୍କା ନୁହେଁ ଅଚାନକ ଦୁର୍ଘଟଣା

ଜମି ବିବାଦରୁ ଦୁଇ ପୁଅଙ୍କୁ ସମାନ ଢଙ୍ଗରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ବାପା...

Irregularities in distribution of PDS rice
ସତ ହୋଇଥିଲେ ସାଙ୍ଘାତିକ : ଭୂତ ନେଉଛି କି ପିଡିଏସ ସାମଗ୍ରୀ ?

ଭୂତ ଖାଉଛି ପିଡିଏସ ସାମଗ୍ରୀ। ହିତାଧରକାରୀଙ୍କ ମୃତ୍ୟୁର ୫ ବର୍ଷ ପରେ ବି ପରିବାରକୁ ଅନ୍ଧାରରେ ରଖି ପିଡିଏସ ସାମଗ୍ରୀ ଉଠାଣ ହୋଇଥିବା ଅଭିଯୋଗ ଆସିଛି। ଏବେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଯାଇଛି...

Special story
ଏନଏଚ କଡରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର : ବିପଦଜନକ ସ୍ଥିତିରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା

ସକାଳ ହେଲେ କୁନି କୁନି ପିଲା ଭବିଷ୍ୟତ ଗଢ଼ିବାକୁ ଏଠାକୁ ଆସୁଛନ୍ତି। ହେଲେ ଏ ଅଙ୍ଗନୱାଡ଼ି କେନ୍ଦ୍ର ସୁରକ୍ଷିତ ନୁହେଁ। ନିଇତି ଏହାର ଆଖପାଖରେ ଘଟୁଛି ବଡ଼ ବଡ଼ ଦୁର୍ଘଟଣା। ଯେହାକୁ ନେଇ ଭୟଭିତ ପିଲା, ଚିନ୍ତାରେ ଅଭିଭାବକ...