ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟର କିଛି ଝଲକ୍...ଦଶର୍କମାନେ ନିଜ ମନ ପସନ୍ଦର କଳାକୃତି ଦେଖୁଛନ୍ତି...
Published By: Prasan Subudhi
Last updated: 19 May 2022, 05:37 PM IST
ଦର୍ଶକମାନେ ଶ୍ରୀଜିଉଙ୍କ ବିଭିନ୍ନ ବେଶ ଦର୍ଶନ କରୁଛନ୍ତି
ମ୍ୟୁଜିୟମରେ ଶୋଭା ପାଉଥିବା ବିଭିନ୍ନ କୀର୍ତ୍ତିରାଜିକୁ ଛାଡ଼ିଯିବାକୁ ଯେମିତି ଦର୍ଶକଙ୍କ ମନ ଚାହୁଁନି...
ମ୍ୟୁଜିୟମର ଏକ କଳାକୃତିକୁ ଦେଖି ଛୋଟ ଝିଅଟି ଭ୍ରମରେ ପଡ଼ିଯାଇଛି..ଇଏ କ’ଣ ସତ ମଣିଷ...
ଉପରେ ଦୁଇ ଆଦିବାସୀ ଲଳନାଙ୍କ ଚିତ୍ର ଆଉ ତଳେ ସେମାନଙ୍କ ଅଳଙ୍କାର...ଘଡ଼ିଏ ଛିଡ଼ା ହେଲେ ଭାବୁକ ପାଲଟିଯିବେ...
ମ୍ୟୁଜିୟମର ସୁନ୍ଦର କଳାକୃତିକୁ କ୍ୟାମେରା ଲେନ୍ସରେ ସାଇତି ରଖିବାକୁ ମନ...