• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Old Coins

Old Coins Collection
Unique Ancient Coins: ପୁରୁଣା ମୁଦ୍ରା ସଂଗ୍ରହ ନିଶା ପାଇଁ ଚର୍ଚ୍ଚାରେ ଗଞ୍ଜାମର ଏ. ବ୍ରହ୍ମାନନ୍ଦ ଆଚାରୀ

ବନ୍ଦ ହୋଇସାରିଥିବା ବହୁ ମୁଦ୍ରା ସହ ବହୁ ବିଦେଶୀ ମୁଦ୍ରା ସଂଗ୍ରହ କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ଦେଶି ବେହେରା ସାହିର ଏ. ବ୍ରହ୍ମାନନ୍ଦ ଆଚାରୀ । ଶୁନ ପଇସା, ହନୁମାନ ପଇସା, ଏକ ପଇସା, ଦୁଇ ପଇସା, ପାଞ୍ଚ ପଇସା ଭଳି ବିଭିନ୍ନ ପ୍ରକାରର ମୁଦ୍ରା ଦିନେ ଦେଶରେ ବହୁଳ ପ୍ରଚଳିତ ଥିଲା । ସାମଗ୍ରୀ କିଣା ବିକା ସମୟରେ ଏହି କଏନ ଲୋକେ ବ୍ୟବହାର କରୁଥିଲେ ।

coin man
ନିଆରା ନିଶା, ସଂଗ୍ରହ କରିଛନ୍ତି ଦେଶ ବିଦେଶର ମୁଦ୍ରା

ପିଲାଦିନୁ ମୁଦ୍ରା ସଂଗ୍ରହ କରୁଛନ୍ତି ଚନ୍ଦ୍ରଶେଖର। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଏ.ଚନ୍ଦ୍ରଶେଖର ସରାବଙ୍କ ରହିଛି ଏକ ନିଆରା ନିଶା । ପେଶାରେ ସେ ଜୁଡିସିଆଲ କ୍ଲର୍କ ହୋଇଥିଲେ ମଧ୍ୟ ଦେଶ ବିଦେଶର କଏନ, ନୋଟ୍ ଏବଂ ଡାକ ଟିକଟ କଲେକ୍ସନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Rs 5 And Rs 10 old Coins
ଆପଣଙ୍କ ପାଖରେ ଏପରି ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ ଅଛି କି ? ହୋଇପାରନ୍ତି ଲକ୍ଷପତି

ଆପଣଙ୍କୁ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲ ଲାଗେ କି ? ଆପଣଙ୍କ ପାଖରେ ପୁରୁଣା କଏନ ଅଛି କି ? ତା’ହେଲେ ହୁଏତଏହା ଆପଣଙ୍କ ପାଇଁ ଏକ ଖୁସି ଖବର। କାରଣ ପୁରୁଣା କଏନକୁ ବିକ୍ରି କରି ଆପଣ ଏବେ ଲକ୍ଷପତି ହୋଇପାରନ୍ତି।