ଆମେ କହୁଛୁ ବାଲେଶ୍ୱରର ସେଇ ବୟସ୍କା ବୃଦ୍ଧାଙ୍କ କଥା । ଯାହାଙ୍କ ପେନସନ ଟଙ୍କା ଆସୁଥିବା ଆକାଉଣ୍ଟକୁ ୟୁକୋ ବ୍ୟାଙ୍କ ଅଚଳ କରିଦେଇଥିଲା । ସ୍ୱାମୀ ବଂଚିଥିବା ବେଳେ ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଲୁଥିଲା
ନୀଳଗିରି ବ୍ଲକ୍ ପୋଡାଶୂଳ ଗାଁର ସୁଲୋଚନା ବେହେରା । ବୟସ ୯୦ ପାର ହେଲାଣି । ସ୍ୱାମୀ ସରକାରୀ ଚାକିରି କରିଥିଲେ...ମାସକୁ ଦରମା ଟଙ୍କାରେ ଏମାନେ ବେଶ୍ ଭଲରେ ଚଳୁଥିଲେ । ସ୍ୱାମୀଙ୍କ ଅବର୍ତ୍ତମାନରେ ନିୟମ ଅନୁସାରେ ସୁଲୋଚନାଙ୍କୁ ପେନସନ ମିଳୁଥିଲା
ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ । ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବୟସ ୯୫ ହେଲାଣି । ସରକାରୀ ନିୟମ ଅନୁସାରେ ତାଙ୍କୁ ୭୦୦ ଟଙ୍କା ଭତ୍ତା ମିଳିବାର କଥା । ହେଲେ ୭ ଶହ ତ ଦୂରର କଥା ୫୦୦ ଟଙ୍କା ଭତ୍ତା ବି ତାଙ୍କ ଲାଗି ସ୍ୱପ୍ନ ହୋଇଛି । ପ୍ରଥମତଃ ଘର ପାଖରେ ଭତ୍ତା ଟଙ୍କା ମିଳୁଥିଲା । ହେଲେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଆକାଉଣ୍ଟଙ୍କୁ ଯାଇଥିଲା ଭତ୍ତା ଟଙ୍କା
୬୦ ନୁହେଁ ୧୦୦ ଛୁଇଁଲାଣି ବାବୁ, ଏତେ ଥର ଗୁହାରି କଲି କିନ୍ତୁ କେହି ଶୁଣିଲେନି । ଆଉ କେତେ ଗୁହାରି କରିବି? କେତେ ନେହୁରା ହେବି? ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ସ୍ୱାମୀ ପରିତ୍ୟକ୍ତା ମହିଳା
ଭତ୍ତା ପାଇଁ ବୃଦ୍ଧବୃଦ୍ଧାଙ୍କ ଦହଗଞ୍ଜର ଆଉ ଏକ ଅଭାବନୀୟ କାହାଣୀ: ରାସ୍ତା ନଥିବାରୁ ଭାରରେ ବୁହା ହୋଇ, ଡଙ୍ଗାରେ ପାରି ହୋଇ ବ୍ୟାଙ୍କ ଯାଉଛନ୍ତି କେନ୍ଦ୍ରାପଡ଼ା ଏକମାଣିଆର ହିତାଧିକାରୀ। ଏଡିଏମ୍ କହିଲେ, ଏସବୁ ପ୍ରାୟୋଜିତ
ନିକଟରେ ପେନସନ ଆଣିବା ପାଇଁ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ପାଦରେ ଚାଲି ଚାଲି ଯାଇଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ସୂର୍ଯ୍ୟ ହରିଜନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଖାଲିପାଦରେ ଧୀରେ ଧୀରେ ଆଗକୁ ବଢୁଥିଲେ ୭୦ ବର୍ଷୀୟ ବୃଦ୍ଧା ।
ଓଟିଭିରେ ଖବର ପ୍ରସାରଣ ପରେ ଗୋଟିଏ ପଟେ ବୃଦ୍ଧାଙ୍କୁ ୬ ମାସର ବକେୟା ଭତ୍ତା ଟଙ୍କା ମିଳିଛି, ଅନ୍ୟପଟେ ବିଡିଓ ତାଙ୍କ ଘରକୁ ଯାଇ ଅଭାବ ଅସୁବିଧା ବୁଝିଛନ୍ତି।
ସରକାରୀ ଚାକିରି କରିଥିଲେ, ପେନସନ୍ ପାଇବାକୁ ଆଶା ରଖିଥିଲେ । ଲଢେଇ କରି କରି ଆଖି ବୁଜିଲେ ସତ କିନ୍ତୁ ପେନସନ ପାଇଲେ ନାହିଁ । କୋର୍ଟ, କଚେରୀ , କଲେଜ ବୁଲିବୁଲି ହାଲିଆ ହେଲେ କିନ୍ତୁ କିଛି ମିଳିଲାନି
ଗାଡ଼ି ଛାଡ଼ି ଗର୍ଜନ, ହଲ୍ଲାବୋଲ୍ ଏବଂ ହଳଦିଆ ନମ୍ବରପ୍ଲେଟ୍ ଗାଡ଼ିକୁ ଟାର୍ଗେଟ୍ । ୧୦ ଦଫା ଦାବିରେ ସାରା ରାଜ୍ୟରେ ଆଜି ଏମିତି ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ ।
ବିନିକାର ଗାନ୍ଧିନଗରପଡାର ୮୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ ସିନ୍ଦ୍ରିଆ ରିକ୍ସାରେ ଭତ୍ତା ନେବାକୁ ପ୍ରତିମାସରେ, ଏମିତି ପ୍ରତି ମାସରେ ଟ୍ରଲିରେ ବୁହା ହୋଇ ଯାଆନ୍ତି ସରକାରୀ ଭତ୍ତା ଆଣିବାକୁ ।
ଡ଼ିସେମ୍ବର ୧ ତାରିଖରୁ ଏହି ସବୁ କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିବେ ସରକାର। ପେନସନ୍ଠାରୁ ଆରମ୍ଭ କରି ଆଧାର ଓ ଗ୍ୟାସ ଦରରେ ପରିବର୍ତ୍ତନ ହେବାକୁ ଯାଉଛି। ଆଜି ହିଁ ସେସବୁ ଜାଣି ରଖନ୍ତୁ। ନଚେତ୍...
ଏମିତି ଏକ ଯୋଜନା ଯେଉଁଥିରେ ସଂଚୟ କଲେ ଟଙ୍କା ମିଳିବ ନିଶ୍ଚୟ। ବୃଦ୍ଧ ଅବସ୍ଥାରେ ଆଉ ହାତ ପତାଇବାକୁ ପଡିବ ନାହିଁ। ରାସ୍ତାକଡର ଠେଲା ଦୋକାନୀ, ରିକ୍ସା ଚାଳକ ଓ ଶ୍ରମିକ ଏହି ଯୋଜନାର ଲାଭ ଉଠାଇ ପାରିବେ। ପ୍ରତିଦିନ ମାତ୍ର ୨ ଟଙ୍କା ସଞ୍ଚୟ କରି ବାର୍ଷିକ ୩୬ ହଜାର ଟଙ୍କାର ପେନସନ୍ ପାଇପାରିବେ।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ପେନସନ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ ନାହିଁ। ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ସର୍ବନିମ୍ନ ପେନସନ୍ ୯ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ପେନସନଧାରୀମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ପୂର୍ବରୁ ବ୍ୟାଙ୍କ ଖାତା ସହ ଆଧାର କାର୍ଡ ନମ୍ବର ସଂଯୋଗ ନଥିଲେ ପେନସନଧାରୀ ମାନେ ଅସୁବିଧାରେ ପଡୁଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ୪୮ ଲକ୍ଷ ୪୧ ହଜାର […]