• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Ganjam wonder kid makes his way into record books
ରେକର୍ଡ ବୁକ୍‌ରେ ନିଜ ନାଁ ଲିପିବଦ୍ଧ କଲେ ଅଢ଼େଇ ବର୍ଷର ବିସ୍ମୟ ବାଳକ

ଯାହା ପଚାରିଲେ କୁନି ମୁହଁରୁ ଫଟାଫଟ ବାହାରୁଛି ଉତ୍ତର। ଯେଉଁ ବୟସରେ ପିଲାଙ୍କ ପାଟି ଭଲ କରି ଖୋଲି ନଥାଏ, ସେହି ବୟସରେ ସେ ଅନର୍ଗଳ ଭାବେ ଇଂରାଜୀ ଶବ୍ଦର ବିପରୀତ ଶବ୍ଦ କହୁଛନ୍ତି । 

Ravenshaw University
ରେଭେନ୍ସାରେ ଛାତ୍ର ଆନ୍ଦୋଳନ; ପଛପଟ ଫାଟକ ଖୋଲିବା ନେଇ ଆମରଣ ଅନଶନ

ରେଭେନ୍ସା ମହାବିଦ୍ୟାଳୟର ଗେଟ୍ ବିବାଦରୁ ଆନ୍ଦୋଳନ । ଗତକାଲି ରାତିରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ ।

Puri Srimandir corridor row
ASI ଅଧିକ୍ଷକଙ୍କ ବଡ଼ ଖୁଲାସା- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଯେବେ ବି ଖନନ କଲେ ମିଳିବ ଏହିସବୁ ଜିନିଷ...

ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ସାରା ପୁରାତନ କୀର୍ତ୍ତିରାଜି ଭରି ରହିଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ ବୋଲି ASI ଅଧିକ୍ଷକ କହିଛନ୍ତି।

Mahanadi Yatra
ଓଡ଼ିଶା ନଦୀ ବଞ୍ଚାଅ ସମିତିର ମହାନଦୀ ଯାତ୍ରା

୩ ଦିନିଆ ଛତିଶଗଡ଼ ଗସ୍ତରେ ଓଡ଼ିଶା ନଦୀ ବଞ୍ଚାଅ ସମିତି ପକ୍ଷରୁ ୧୩ ଜଣିଆ କମିଟି । ଗ୍ରାଉଣ୍ଡରେ ସ୍ଥିତି ପରଖି ରିପୋର୍ଟ ପ୍ରସ୍ତୁତ କରିବ ଏହି ଟିମ୍‌ ।

Power Cuts
ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଏବେ ଦହଗଞ୍ଜ ପୁରା ଓଡ଼ିଶା

 ଟାଟା ପାୱାର କହିଛି, ଗତ ବର୍ଷ ମେଣ୍ଟେନାନ୍ସ ହୋଇ ନ ଥିବାରୁ ଏବେ ମେଣ୍ଟେନାନ୍ସ କାମ ଚାଲିଛି ।

Marriage
ବିବାହ ଏକ ଐଶ୍ୱରୀୟ ବନ୍ଧନ, ପତି-ପତ୍ନୀ ମଧ୍ୟରେ ଏହା ସାତ ଜନ୍ମର ସଂପର୍କର ଡୋରୀ, କିନ୍ତୁ ଏବେ ସବୁ ଓଲଟା

ବିବାହକୁ ଖେଳ ଘର ଭାବି ମଦ ପିଇ ମାତାଲ୍ ହୋଇ ନିଜ ବିବାହରେ ନିଜେ ନାଚି ନାଚି ବାରାତି ଯାଉଛି ବର ।

Srimandir Corridor Project
ଶୁକସାରୀ ମନ୍ଦିର ପାଇଁ ଗୋଟେ ନିୟମ, ଶ୍ରୀମନ୍ଦିର ପାଇଁ ଅଲଗା ?

ସିଂହମୂର୍ତ୍ତିଟି ଆଜି ବି ସେମିତି ବାଲିମାଟିରେ ଲୋଟୁଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସମ୍ବିତ୍ ପାତ୍ର ।

Marriage
କ’ଣ ଚାଲିଛି ଏଇଠି ! ବହାଘର ଚାଲିଥିବା ବେଳେ ହଠାତ୍ ହାତରୁ ଶଙ୍ଖା-ଚୁଡ଼ି-ମୁଦି ସବୁ ଖୋଲିଦେଲା କନ୍ୟା

ବାଲେଶ୍ୱର ଜିଲ୍ଲା ରେମୁଣା ଗାଁ । ଅଗ୍ନିକୁ ସାକ୍ଷୀ ରଖି ହାତକୁ ଦିହାତ ହେଲେ ବର କନ୍ୟା । ପଣ୍ଡିତଙ୍କ ମନ୍ତ୍ରପାଠ ପରେ ବେଦୀ ଉପରେ ହସ୍ତଗଣ୍ଠି ପଡ଼ିଲା । ଠିକ୍ ଏତିକି ବେଳକୁ କନ୍ୟା କାଢ଼ି ପକାଉଛନ୍ତି ଶଙ୍ଖା, ଚୁଡ଼ି ସହ ସୁନା ମୁଦି ।

Power Cuts
ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବାକୁ ମେଣ୍ଟେନାନ୍ସ କାମ କରାଯାଉଛି: ଟାଟା ପାୱାର

ବିଜୁଳି କାଟ ସମସ୍ୟାର ସମାଧାନ ଲାଗି ଟାଇମ ମ୍ୟାନେଜମେଣ୍ଟ ସହ ବର୍ଷାଦିନ ପୂର୍ବରୁ ମେଣ୍ଟେନାନ୍ସ କାମ ସାରିବାକୁ ବିତରଣ କମ୍ପାନିଙ୍କୁ ନିର୍ଦ୍ଦେଶ ଦେଇଛି ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଏମିତିକି ବିଦ୍ୟୁତ୍ ବିଲ୍ ସମ୍ପର୍କିତ ସମସ୍ୟାକୁ ଜିଲ୍ଲାସ୍ତରରେ ବିଜୁଳି ଅଦାଲତ ମାଧ୍ୟମରେ ସମାଧାନ କରିବାକୁ କମିଟି ପରାମର୍ଶ ଦେଇଛି ।

Pension
ଖବର ପଢ଼ିବା ପରେ ଆପଣ ବି କହିବେ.. ଧିକ୍‌ ସେ ସରକାରୀ ଯୋଜନା !

ବିନିକାର ଗାନ୍ଧିନଗରପଡାର ୮୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ ସିନ୍ଦ୍ରିଆ ରିକ୍ସାରେ ଭତ୍ତା ନେବାକୁ ପ୍ରତିମାସରେ, ଏମିତି ପ୍ରତି ମାସରେ ଟ୍ରଲିରେ ବୁହା ହୋଇ ଯାଆନ୍ତି ସରକାରୀ ଭତ୍ତା ଆଣିବାକୁ ।

Orphan
ଆଗ ପଛ ହୋଇ ଚାଲିଗଲେ ବାପା-ମାଆ ! ଏବେ ୩ ଅନାଥ ପିଲାଙ୍କ କାହାଣୀ ଭିଜେଇଦେବ ଆଖି

ବାପାଙ୍କ ମୃତ୍ୟୁ ପରେ ଇଚ୍ଛା ନଥାଇ ପାଠ ଛାଡ଼ିଦେଲା ବଡ଼ ଝିଅ । ସରକାର ଦେଉଥିବା ୨୦ କିଲୋ ଚାଉଳ ଏବେ ଏମାନଙ୍କ ପାଇଁ ସବୁକିଛି ।

Organ Donates
ସାବାସ୍‌ ସମୃଦ୍ଧି ! ତୁମେ ଚାଲିଗଲ ହେଲେ ଦୁଇ ଜଣଙ୍କ ଜୀବନ ବଞ୍ଚାଇଦେଲ.. ବାପା-ମାଆ ବି ଗର୍ବିତ

ବାପା-ମାଆଙ୍କ ପରି ହେବାର ସେ ସୁନେଲୀ ସ୍ୱପ୍ନ ଦେଖୁଥିଲା । କିନ୍ତୁ ଆଜି ସବୁ ଚୁରମାର ହୋଇଗଲା । ମୁଁ ନିଜେ ଡାକ୍ତର ହୋଇ ମଧ୍ୟ ତା ରୋଗ ଚିହ୍ନିପାରିଲିନି ।’

Glass Gate Broken
ଛତା ଖୋଲୁ ଖୋଲୁ ଭାଙ୍ଗିଗଲା ସପିଂ ମଲ୍‌ର କାଚ ଗେଟ୍ !

ରାଉରକେଲା ରେଳଷ୍ଟେସନ ନିକଟରେ ଥିବା କ୍ରସ୍‌ରୋଡ୍‌ ମଲ୍‌ରେ ଏଭଳି ଘଟଣା ଘଟିଛି । ଜଣେ ଯୁବତୀ ମଲ୍‌କୁ ବୁଲିବାକୁ ଆସିଥିଲେ ବୋଲି କହିଛନ୍ତି ।

Special Story | Large-scale PDS irregularities surface in Boudh district
ସତ ହୋଇଥିଲେ ସାଙ୍ଘାତିକ... ଭୂତ ନେଉଛି କି ପିଡିଏସ ସାମଗ୍ରୀ ?

ଭୂତ ଖାଉଛି ପିଡିଏସ ସାମଗ୍ରୀ। ହିତାଧରକାରୀଙ୍କ ମୃତ୍ୟୁର ୫ ବର୍ଷ ପରେ ବି ପରିବାରକୁ ଅନ୍ଧାରରେ ରଖି ପିଡିଏସ ସାମଗ୍ରୀ ଉଠାଣ ହୋଇଥିବା ଅଭିଯୋଗ ଆସିଛି। ଏବେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଯାଇଛି...

Making News | Special episode on husband-wife fight
ମୁଁ ବାହା ହୋଇଛି, ମୋର ବଳ ହେବନି?

ମୁଁ କାମଦାମ ସାରି ଆଇଲି...ପାତେଳୀ ନାନି ତୁ ଆଇଛୁ କି? କହନି କହନି, ଏ ସ୍ୱାମୀ-ସ୍ତ୍ରୀ କଳି, ରାତି ପାହିଲା ବେଳକୁ ଯିବ ଟଳି। କହୁନୁ ବାହାଘର ପରେ କେମିତି ବଳ ହୁଏ ଟିକିଏ...

Watch The Great Odisha Political Circus only on OTV
ଆବେ ମୁଁ ଶାସକ ଦଳର ନେତା, ମୁଁ ତତେ ନମସ୍କାର କରିବି ?

ରହିଛି ରହିବି ତୋ ସାଥୀରେ ମଲା ଯାଏଁ। ଆବେ ମୁଁ ଶାସକ ଦଳର ନେତା, ତତେ ପୁଣି ମୁଁ ନମସ୍କାର କରିବି? ମଦୁଆ ଗୁଡ଼ା ବଢିଲେଣି, ଏ ସିକ୍ୟୁରିଟି ୟାକୁ ଟେକିକି ଫୋପାଡ଼ି ଦେଲ

The firearm seized from accused Binay Acharya belongs to his wife and is licensed one.
ରାଜଧାନୀରେ ଗୁଳିକାଣ୍ଡ ମାମଲାର ନୂଆ ମୋଡ; ସ୍ତ୍ରୀ ବନ୍ଧୁକରୁ ଗୁଳି କରିଥିଲା ଅଭିଯୁକ୍ତ

ସିଆର୍ପି ଛକରେ ଗୁଳିକାଣ୍ଡ ଘଟଣାରେ ନୂଆ ଖୁଲାସା । ସ୍ତ୍ରୀ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗୁଳି କରିଥିବା ସୂଚନା ମିଳିଛି ।

MLA Mother falls Seek
ବିଧାୟକ ବିଜୟ ଶଙ୍କର ଦାସଙ୍କ ମାଆ ଗୁରୁତର

ସେ ସୁସ୍ଥ ହେଲେ ଭୁଲ ଔଷଧ ଖାଇବା ପଛର କାରଣ ଜଣାପଡ଼ିବ ବୋଲି ବିଧାୟକ କହିଛନ୍ତି।

Malkangiri man beaten to death in 'praja court' on suspicion of sorcery
ପ୍ରଜାକୋର୍ଟରେ ଅମାନବୀୟ କାଣ୍ଡ: ଯୁବକଙ୍କୁ ପିଟିପିଟି ମାରିଦେଲେ

ପ୍ରଜାକୋର୍ଟରେ ଜଣକୁ ପିଟିପିଟି ହତ୍ୟା କରାଯାଇଛି । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି

Bride Trashed on Marriage Mandap
ବେଦୀ ଉପରେ ହାତରୁ ଶଙ୍ଖା ଫୋପାଡ଼ିଲେ କନିଆଁ, ବର ବେହୋସ୍

ବର ବେହୋସ ହୋଇ ପଡ଼ିଯିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Sister\'s heartwrenching letter to deceased Andrew Symonds - OTV Special Story
ଭାଇ ଚାଲିଯିବା ପରେ ଏମିତି ହୃଦୟଥରା ଚିଠି ଲେଖିଲା ଭଉଣୀ...

ଭାଇ ଚାଲିଯିବାର ଦୁଃଖକୁ ଗ୍ରହଣ କରିପାରୁନି ଭଉଣୀ। ଚିଠି ଲେଖି କହିଲା, ଏତେ ଶୀଘ୍ର ତୁମେ କାହିଁକି ଚାଲିଗଲ ? ଆମେ ଆଉ ଗୋଟିଏ ଦିନ ଏକାଠି ରହିଥାଆନ୍ତେ, ଆଉ ଟିକିଏ ଫୋନ୍‌ରେ କଥା ହୋଇ ଥାଆନ୍ତେ...କିନ୍ତୁ ତୁମେ ଠକିଦେଲ....ସାଇମଣ୍ଡଙ୍କ ଚାଲିଯିବା ଦୁଃଖରେ ଏମିତି ଚିଠି ଲେଖିଛନ୍ତି ତାଙ୍କ ଭଉଣୀ

Asha Ra Aloka - Child\'s love makes couple to reunite again
ଝିଅ ପାଇଁ ଏକାଠି ହୋଇଗଲେ ସ୍ୱାମୀ-ସ୍ତ୍ରୀ?

ମଦକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ପଡ଼ିଥିଲା ଫାଟ। କିନ୍ତୁ ଝିଅର ଭବିଷ୍ୟତ ପାଇଁ ଏବେ ଏକାଠି ହେବାକୁ ନିଷ୍ପତ୍ତି ନେଲେ ଏଇ ଦମ୍ପତି। ସମସ୍ତଙ୍କ ସାମ୍ନାରେ ମଦ ଛାଡ଼ିବାକୁ କଥା ଦେଲେ ସ୍ୱାମୀ...ସେପଟେ ସ୍ତ୍ରୀ କହିଲେ....

Orphaned in a young age, three siblings await govt help to survive - OTV Special Story
୬ ମାସ ମଧ୍ୟରେ ଚାଲିଗଲେ ବାପା-ମାଆ...ଖାଇବାକୁ ନମିଳିଲେ ଏମିତି ପାଣି ପିଇ କାଟୁଛନ୍ତି ଦିନ

ମାତ୍ର ୬ ମାସରେ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ତିନି ଛୁଆ। ଖାଇବାକୁ ନାହିଁ କି ପିଇବାକୁ ନାହିଁ...ଅଭାବ ଅସୁବିଧାରେ କଟୁଛି ଦିନ। ସରକାରୀ ଭାବରେ ୨୦ କିଲୋ ମିଳୁଥିବା ଚାଉଳ ଏମାନଙ୍କର ସାହାଭରସା। ଇଚ୍ଛା ଥିଲେ ବି ପଢିପାରୁନାହାନ୍ତି ୩ ପିଲା...ରୋଷେଇ ଆସୁନଥିବାରୁ ପାଣି ପିଇ ରହୁଛନ୍ତି ଏମାନେ

15 years old Samriddhi sets example, donates organs to save two - OTV Special Story
ଭଗବାନ ମତେ ଠକିଦେଲେ...ନିଜେ ଡାକ୍ତର ହୋଇ ବି ରୋଗ ଜାଣିପାରିଲିନି...ହେଲେ ୨ ଜଣଙ୍କ ଜୀବନ ବଞ୍ଚାଇଦେଲା କୁନି ଝିଅ

୧୫ ବର୍ଷର ଝିଅ....”ସେ ଆମ ପାଇଁ ଭଗବାନଙ୍କ ଦାନ ଥିଲା। ମୁଁ ନିଜେ ଡାକ୍ତର, କିନ୍ତୁ ଝିଅର ରୋଗ ଜାଣିପାରିଲିନି”। ଝିଅକୁ ହରାଇ କାନ୍ଦି କାନ୍ଦି ଏମିତି କହୁଛି ମାଆ। ସମୃଦ୍ଧି ଚାଲିଗଲା ସିନା କିନ୍ତୁ ୨ ଜଣଙ୍କ ଜୀବନ ବଞ୍ଚାଇଦେଲା। ଗୋଟିଏ ପଟେ ଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା-ମାଆ, ଏପଟେ ୨ ଜଣଙ୍କ ଜୀବନ ବଞ୍ଚିଥିବାରୁ ଗର୍ବ ମନେ କରୁଛନ୍ତି ଏହି ଦମ୍ପତି...

Souvic Biswal\'s marriage - OTV News Fuse
ଆଜି ମୋ ବାହାଘର, ମୁଁ ଆଜି କରିପାରିବିନି...

ଗୋରୀ ଟିକେ ହେଇ ଯାଉ ହେଇ ଯାଉ ଡିଜେ ବାଲା ଡ୍ୟାନ୍ସ। ଆଲୋ ମୋ ବୋଉ...କି ପ୍ରସେସନ୍‌ କିରେ? କେଡ଼େ ସୁନ୍ଦରିଆ ସାଜସଜ୍ଜା ହୋଇଛି, ପୁଣି ଡିଜେ ବାଜୁଛି...ନାରଣରେ, ଇଏ କଣ କହିଲେ ମୁଁ ଆଜି କିଛି କରିପାରିବିନି, ଆଜି ମୋ ବାହାଘର...