• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Automated Driving Testing System
ଆରମ୍ଭ ହେଲା ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ; ତଦାରଖ କରିବ AI...

ରାଜ୍ୟରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । ୬ଟି ସ୍ଥାନରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । କମ୍ପ୍ୟୁଟର, କ୍ୟାମେରା ଓ AI ଦ୍ବାରା ହେବ ତଦାରଖ । 

gold price today
ଧୂଳିମୟ ରାସ୍ତା ଅଣନିଶ୍ୱାସୀ ଲୋକେ

ଦେଖାଯାଉନି ରାସ୍ତାଘାଟ । ମାତ୍ରାଧିକ ଧୂଳି ଉଡୁଥିବାରୁ ଲୋକେ ହେଉଛନ୍ତି ଅଣନିଶ୍ୱାସୀ । ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ରାସ୍ତାରେ ପ୍ରବଳ ଧୂଳି ଉଡୁଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ରାସ୍ତାର ଉନ୍ନତିକରଣ କଚ୍ଛପ ଗତିରେ ଚାଲୁଥିବାରୁ ଧୂଳିରେ ଲୋକେ ଆକ୍ତାମାକ୍ତା ।

Nua Asha Nua Sambhabana
ପ୍ରେମକୁ ଆଉ ଭରସା ନାହିଁ

ଗାୟତ୍ରୀଙ୍କ କଣ୍ଠରେ ସତେ ଯେମିତି ଯାଦୁ ଅଛି

POLICE DIARY
ଠକ ପ୍ରେମିକର କଳା କାରନାମା

ପୋଲିସ ଡାଏରୀରେ ଠକ ପ୍ରେମିକର କଳା କାରନାମା

No roads no vote
ରାସ୍ତା ନାହିଁ ତ ଭୋଟ୍ ନାହିଁ

ଯେଉଁ ରାସ୍ଥା ଦେଇ ଯମ ଯିବାକୁ ଭୟ କରିବ ସେହି ରାସ୍ଥା ହିଁ ଲୋକଙ୍କ ଭରସା । ନିଜ ପଞ୍ଚାୟତକୁ ଯିବାକୁ ନାହିଁ ନିତିଦିନିଆ ରାସ୍ଥା, ରାସନ ସାମଗ୍ରୀ ପାଇଁ ଗାଁ ଲୋକଙ୍କୁ ଚାନ୍ଦା କରି ଟ୍ରାକ୍ଟରରେ ଯିବାକୁ ପଡୁଛି।

Mushroom Farming
ମସରୁମ୍ ଭିଲେଜ୍ ଅଫ୍ ଇଣ୍ଡିଆ

ଭେଜ ତଥା ନିରାମିଷ ଖାଉଥିବା ଲୋକଙ୍କ ପାଇଁ ଛତୁ ହେଉଛି ନନଭେଜ୍‌। ଏହା ବର୍ତ୍ତମାନ ସମୟରେ ଏକ ପ୍ରମୁଖ ଖାଦ୍ୟ । ଆପଣ ହୋଟେଲକୁ ଯାଆନ୍ତୁ ଅବା ରେଷ୍ଟରାଣ୍ଟକୁ ସମସ୍ତଙ୍କ ଥାଳିରେ ମସରୁମ୍‌ ଚିଲି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମସରୁମ୍‌ ଡିସ୍‌ ଦେଖିବାକୁ ପାଇବେ। ତେବେ ଏହି ଛତୁ ଚାଷ ଆଜି ସ୍ୱାବଲମ୍ବୀ କରିପାରିଛି

Banarasi Paan
ପାନ ଖାଇଲେ ଗୀତ ଗାଇବେ

ଏଠି ପାନ ଖାଇଲେ ଗୀତ ଗାଇବାକୁ ମନ ହୁଏ। ଖାଇକେ ପାନ ବନାରସ ବାଲା…ଖୁଲଯାଏ ବନ୍ଦ ଅକଲ କା ତାଲା…

Indian government antivirus removal app
Technology: ସ୍ମାର୍ଟଫୋନ୍‌ରେ ତୁରନ୍ତ ଡାଉନ୍‌ଲୋଡ୍ କରନ୍ତୁ ଏହି ସରକାରୀ ଆଣ୍ଟିଭାଇରସ୍; କିଛି କରିପାରିବନି ଭାଇରସ୍

ଭାରତ ସରକାରଙ୍କ 'ସାଇବର ସାନିଟେସନ୍ ସେଣ୍ଟର', ଯାହା ବୋଟ୍‌ନେଟ୍ କ୍ଲିନିଂ ଏବଂ ମାଲ୍‌ୱେର୍ ଆନାଲିସିସ୍ ସେଣ୍ଟର ଭାବରେ ମଧ୍ୟ ଜଣାଶୁଣା, ଏକ ମାଗଣା ବୋଟ୍‌ନେଟ୍ ଡିଟେକ୍ସନ୍ ଏବଂ ରିମୁଭାଲ ଟୁଲ୍ସ ପ୍ରସ୍ତୁତ କରିଛି। ଏହି ଆପ୍ ଯେକୌଣସି ପ୍ରକାରର ବଟ୍ ଆପ୍, ମାଲ୍‌ୱେର୍ ଏବଂ ଭାଇରସ୍ ଚିହ୍ନଟ କରିବାରେ ସକ୍ଷମ ହେବ।

False Case
ଯେବେ ରକ୍ଷକ ସାଜେ ଭକ୍ଷକ; ଦୋଷ ନ ଥାଇ ବି ଭୋଗିଲେ ୮ବର୍ଷ କାରଦଣ୍ତ

ବର୍ଷ ବର୍ଷର ଆଇନର ଲଢେଇ ପରେ ଏବେ ଛାତିଫଟା ଖୁସି ବି ନିଅଣ୍ଟ ପଡୁଛି। ୮ ବର୍ଷରେ ଘଟିଥିବା ଗୋଟି ଗୋଟି କାହାଣୀ କହୁଛନ୍ତି ଜୟପୁରର ନିରଞ୍ଜନ ଦାଶ।

MKCG Hospital
ପୁଣି ପଦାରେ ପଡ଼ିଲା ସ୍ୱାସ୍ଥ୍ୟ ବିଭାଗର ସତ; ହୁତୁହୁତୁ ଜ୍ୱଳାରେ ହନ୍ତସନ୍ତ ରୋଗୀ

ଯୁଆଡେ ଦେଖିବେ ଖାଲି ବଡ ବଡ କୋଠା। ହେଲେ ନାହିଁ ବର୍ଣ୍ଣ କେୟାର ୟୁନିଟ୍। ଦକ୍ଷିଣ ଓଡ଼ିଶାର ସବୁଠାରୁ ସବୁଠାରୁ ପ୍ରମୁଖ MKCG ମେଡିକାଲରେ ପରିତାପର ବିଷୟ।

Not in Ration Card of Eligible Beneficiary No
ଯୋଗ୍ୟ ହିତାଧିକାରୀଙ୍କ ରାସନ୍ କାର୍ଡରେ ନାହିଁ ନାଁ

ଦାରିଦ୍ରତାର ନଗ୍ନ ଚିତ୍ର । ଜଣେ ହ୍ୱିଲ୍ ଚେୟାରରେ ତ ଆଉ ଜଣେ ଦେଖିପାରୁନାହାନ୍ତି । ସରକାର ଦେଉଥିବା ଚାଉଳ ଗଣ୍ଡେ ହିଁ ଏମାନଙ୍କର ସାହା ଭରସା । ହେଲେ ସେତକରୁ ମଧ୍ୟ ବଞ୍ଚିତ ଏମାନେ ।

The doctor is working as a security guard
ଏମିତି ଚାଲିଛି ସ୍ୱାସ୍ଥ୍ୟସେବା...ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ

ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିରଳ ଚିତ୍ର । ଏଠି ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ ।

unique village
ଦେଶ ସେବାରେ ଜାମୁଡିହା ଗାଁ, ପାଇଛି ସ୍ୱତନ୍ତ୍ର ପରିଚୟ

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ଗାଁର ଅଧିକାଂଶ ଯୁବକ ଦେଶ ସେବାରେ ନିୟୋଜିତ । ଏହି ଗାଁର ସଭିଙ୍କ ମନରେ ଦେଶ ପ୍ରତି ସ୍ନେହ ଓ ଭଲପାଇବା ରହିଛି । ଗାଁରେ ପିଲା ଜନ୍ମ ହେବାକ୍ଷଣି ମନରେ ଦେଶସେବା ପାଇଁ ଉତ୍ସାହ ଭରିଦିଏ ଗାଁର ବାତାବରଣ ।

pramod udyan
ଶ୍ରୀ ହରାଉଛି ପୁରୀ ଜଗନ୍ନାଥ ବଲ୍ଲଭର ପ୍ରମୋଦ ଉଦ୍ୟାନ, ଆଉ ଶୁଭୁନି କୋଇଲିର ଡାକ

ମହାପ୍ରଭୁଙ୍କ ଜଗନ୍ନାଥ ବଲ୍ଲଭରେ ଅବସ୍ଥିତ ପ୍ରମୋଦ ଉଦ୍ୟାନର ପରିବେଶ ବଦଳି ଯାଇଛି। ପୂର୍ବପରି ଆଉ ଜଙ୍ଗଲ ଭରା ପରିବେଶ ନାହିଁ। କୋଇଲିର ଶବ୍ଦ ଶୁଭୁ ନାହିଁ କି ଶୁଆ,ସାରିଙ୍କ ବସା ନାହିଁ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ବହୁ ସ୍ଥାନ କଂକ୍ରିଟ ଉଦ୍ୟାନ ପାଲଟିଛି।

Divyang
ହ୍ୱିଲ୍ ଚେୟାରରେ ଫାଇଭ୍ ଟି

ଦାରିଦ୍ରତାର ଏହା ହେଉଛି ନଗ୍ନ ଚିତ୍ର । ଜଣେ ହ୍ୱିଲ୍ ଚେୟାରରେ ତ ଆଉ ଜଣେ ଦେଖିପାରୁନାହାନ୍ତି । ଦୁହେଁ ବାହାରିଛନ୍ତି ୧୫ କିମି ବାଟ ଚାଲିବେ । ଏତକ ବାଟ ଚାଲି ଗଲେ କଟି ଥିବା ରାସନ କାର୍ଡରେ ନା ଆଉ ଥରେ ଯୋଡ଼ିବାକୁ ଅନୁରୋଧ କରିପାରିବେ...

Biju Patnaik
ମନେ ପଡନ୍ତି ବିଜୁବାବୁ

ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ । କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ ।

Kashi Vishwanath
କାଶୀ ବିଶ୍ୱନାଥ

ଉତ୍ତରପ୍ରଦେଶର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବାବା ବିଶ୍ୱନାଥ। ଯିଏ ସମଗ୍ର ବିଶ୍ୱର ଅଧିପତି ସେ ହେଉଛନ୍ତି ଭଗବାନ ବିଶ୍ୱନାଥ ଶଙ୍କର। ଗଙ୍ଗା ନଦୀର ପାଖରେ ରହିଛି ଭାରତର ଏହି ପ୍ରମୁଖ ତଥା ପ୍ରସିଦ୍ଧ ନଗରୀ । ଜାଣନ୍ତୁ କାଶୀ ବିଶ୍ୱନାଥକୁ ନେଇ ଅନେକ ଅକୁହା କଥା ଓ କାହାଣୀ...

hospital
ସରୁନି ଜୟପୁର DHH କାମ,ନାହାଁନ୍ତି ବିଶେଷଜ୍ଞ ଡାକ୍ତର

ସରିବ ସରିବ ହେଉଛି , ସରୁନି ଜୟପୁର DHH କାମ । ମନ୍ଥର ଗତିରେ ଚାଲିଛି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାମ । ଆସୁନାହାଁନ୍ତି ପ୍ରଶାସନିକ ଅଧିକାରୀ, ନାହିଁନ୍ତି ବିଶେଷଜ୍ଞ ଡାକ୍ତର

Biju Patnaik
Biju Jayanti: ବିଜୁଙ୍କ ଜନ୍ମ ଦିନରେ ପାଳନ ହୁଏ ପଞ୍ଚାୟତିରାଜ ଦିବସ

୧୯୧୬ ମାର୍ଚ୍ଚ ୫ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।

Pihu
ମୋଦିଙ୍କୁ ଭେଟିବାକୁ ଯିବେ ପିହୁର ମାଆ, ଝିଅ ନିଖୋଜର ଦୁଃଖ ଜଣାଇବେ

'ମୋଦିଙ୍କୁ ଭେଟିବାକୁ ଯିବା ବେଳେ ପୋଲିସ ନ ଅଟକାଉ' । ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ଦେଲେ ପିହୁର ମାଆ ।

8-year-old organ donor
କୁନି ପୁଅ କଲା ଅଙ୍ଗଦାନ, ସରକାର ଦେଲେ ଗାର୍ଡ ଅଫ୍‌ ଅନର

ନା ସେ ଥିଲା ଦେଶର କୌଣସି ସୈନିକ...ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ। ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ, ସାବାସୀ ଦେଉଛନ୍ତି ୮ ବର୍ଷର ପୁଅ ଶୁଭଜିତକୁ ସମସ୍ତେ ।

Puri Srimandir
କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ?

କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା। ଘଟଣା ରୋକିବାକୁ ମନ୍ଦିର ଆଇନରେ ପରିବର୍ତ୍ତନ ଦାବି କଲେ ଭକ୍ତ- ସେବକ। ଶ୍ରୀମନ୍ଦିର ପ୍ରଶାସନ କହିଲା ଘଟଣାକୁ ଗୁରୁତ୍ବର ସହ ନେଇଛୁ । 

8-year-old organ donor
ସୁନା ପୁଅକୁ ଲୁହରେ ବିଦାୟ...ଶୁଭଜିତଙ୍କୁ ଗାର୍ଡ ଅଫ୍ ଅନର୍ ଦେଲା ଓଡ଼ିଶା ପୋଲିସ...

ନା ସେ ଥିଲା ଦେଶର କୌଣସି ସୈନିକ । ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ । ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ । 

Congress MLA Md Moquims
ରଦ୍ଦ ହେଲା ମୋକିମଙ୍କ ବିଧାୟକ ପଦ; ନିର୍ବାଚନ ପୂର୍ବରୁ ଏଭଳି ରାୟ ବଢ଼ାଇବ କି ଅଡୁଆ ? 

କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନାମାଙ୍କନ ବେଳେ ଅପରାଧିକ ତଥ୍ୟ ଲୁଚାଇଥିବାରୁ ରାୟ । 

Puri Srimandir
ଶ୍ରୀମନ୍ଦିରକୁ ଟେନ୍‌ସନ୍‌ ଅଣହିନ୍ଦୁ; କଡ଼ା ସୁରକ୍ଷାକୁ ଭେଦି କରି କେମିତି ପଶିଲେ ? 

କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା ।