• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Helpless Woman

Helpless woman
ପରିବାର ପାଇଁ ମୂଲିଆ ସାଜିଛି ନାବାଳକ ପୁଅ

୧୨ ବର୍ଷର କୁନିପୁଅ ଯାଇ ମୂଲ ଖଟିଲେ ୪ ଜଣଙ୍କ ପେଟକୁ ଦାନା ଯାଉଛି.. କେମିତି ସହିବ ! କାହାକୁ କହିବ ! ନିଜ କୁନି ପୁଅର କଅଁଳ ହାତର ରୋଜଗାର ଖାଇଲା ବେଳକୁ ଏ ମାଆର ଛାତି ଫାଟି ଯାଉଛି.. କିନ୍ତୁ କରିବ କଣ !

Helpless Woman
ଜରିପାଲ ଭିତରେ ବିତୁଛି ବୁଢ଼ୀମାଆଟିର ଜୀବନ, ଯୋଜନା କାହାପାଇଁ ?

ଜରିପାଲ ଭିତରେ ବିତୁଛି ଜୀବନ । ଚାଲିବାକୁ ପାଦରେ ବଳ ନାହିଁ... ‍ ଅଣ୍ଟା ଭାଙ୍ଗି ପଡ଼ିଲାଣି । ସରକାରଙ୍କ ମାଳମାଳ ଯୋଜନା ହେଲେ, ଯେମିତି ଏହି ବୁଢ଼ୀ ମା’ଟି ପାଇଁ କିଛି ନାହିଁ ।

Girl cries for justice
ଝିଅକୁ ମାରିଲେ, ମାଆକୁ ଦୁଷ୍କର୍ମ କଲେ...ନ୍ୟାୟ ମାଗୁଛି ବଡ଼ ଝିଅ

ଝିଅକୁ ପୋଡ଼ି ମାରିଲେ, କେସ୍‌ କରିବାରୁ ମାଆକୁ ଦୁଷ୍କର୍ମ କଲେ...ଦେହରେ ନିଆଁ ଲଗାଇ ଦେଲେ । ମାଆ-ଭଉଣୀଙ୍କୁ ନ୍ୟାୟ ଦେବା ଲାଗି କାନ୍ଦି କାନ୍ଦି ଏସପି ଅଫିସରେ ପହଞ୍ଚିଲା ବଡ଼ ଝିଅ

Girl with hairs
ପ୍ରତାରଣା ପାଲଟିଲା ପ୍ରତିଶ୍ରୁତି : ଗାଈ ଚରେଇ ଚଳୁଛନ୍ତି ରେବତୀ

ମୁହଁରେ ଓ ଦେହରେ ପ୍ରବଳ ଲୋମ ଥିବାରୁ ଦିନେ ଚର୍ଚ୍ଚାରେ ଥିଲେ । କଟକ ବଡ ମେଡିକାଲରେ ଚିକିତ୍ସା ବି କରାଗଲା । ବାପା-ମାଆ ଚାଲିଯିବା ପରେ ଏବେ ଗାଈ ଚରେଇ ପେଟକୁ ଦାନା ଯୋଗାଡ କରୁଛନ୍ତି ରେବତୀ

Helpless woman
ପୁଅକୁ ଶୁଦ୍ଧି ହେବା ପାଇଁ ଦରକାର ମେଣ୍ଢା ମାଂସ ଆଉ ହାଣ୍ଡିଆ

ଗାଁ ବାଲାଙ୍କୁ ମେଣ୍ଢା ମାଂସ ଆଉ ହାଣ୍ଡିଆ ଦେଲେ ଯାଇ ଘରକୁ ପଶିବ ମାଆ। ହେଲେ ବିଧବା ମାଆଟି ଏତେ ଟଙ୍କା ଆଣିବ କେଉଁଠୁ ? କେମିତି କରିବ ମୃତ ପୁଅର ଶୁଦ୍ଧି କ୍ରିୟା।

 Woman seeks govt assistance
ବାପା ଚାଲିଗଲେ.. କେମିତି ହେବି OAS ?

ବାପା ଯଦି ବଞ୍ଚିଥାନ୍ତେ.. ସବୁ ସୁଖ ଥାଆନ୍ତା.. ହୁଏତ OAS ହେବା ସ୍ୱପ୍ନ ବି ପୂରଣ ହୋଇଥାନ୍ତା.. ହେଲେ ଏବେ ଘରର ମେରୁଦଣ୍ଡ ଭାଙ୍ଗିଯାଇଛି.. ଚଳିବା ମୁସ୍କିଲ୍.. ପାଠ କଣ ପଢିବୁ..ବାପା.. ତୁମେ ଫେରିଆସ ନା

helpless women
ପାଇଖାନା ଘରେ ରୋଷେଇ ବସା..ପୁଣି ଶୁଆ ବସା...

ଆଃ କି କଷ୍ଟ ଏଇ ଜୀବନ !! ପାଇଖାନା ଘରେ ବିତୁଛି ଜୀବନ...ସ୍ୱାମୀ ଚାଲିଗଲେ, ଘର ବି ଭାଙ୍ଗିଗଲା। ଉପାୟ ଶୂନ୍ୟ ହୋଇ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି ତୁଳସୀ

Woman stages sit-in protest
ଅଜାତି ବୋଲି ଶାଶୂଘର ମନା, ସ୍ୱାମୀ ଘର ସାମ୍ନାରେ ସ୍ତ୍ରୀଙ୍କ ଧାରଣା

ପ୍ରେମ କରି ବିବାହ କଲେ, ଘରେ ଏବେ କିନ୍ତୁ ପଶିପାରୁନି ବୋହୂ। ଶାଶୂଘର ଲୋକ କହୁଛନ୍ତି ବାପଘରୁ ୩ ଲକ୍ଷ ଟଙ୍କା ଆଣିବା ପରେ ଜାତି ହେବୁ, ପରେ ଆମ ଘରେ ପଶିବୁ...ସେପଟେ ସ୍ୱାମୀର ଦ୍ୱିତୀୟ ବିବାହ ଖବର ପାଇବା ପରେ ଧାରଣାରେ ବସିଲାଣି ସ୍ତ୍ରୀ

Widow seeks govt help
ବାପା ଚାଲିଯିବା ପରେ...୪ ପିଲାଙ୍କ ମୁହଁରେ ଆହାର ପାଇଁ ବିଲରେ ଖଟୁଛି ବିଧବା ମାଆ

ସିଏ ପରା ମାଆ...ବାପା ଚାଲିଯିବା ପରେ ୪ ଝିଅଙ୍କ ମୁହଁରେ ଆହର ଦେବା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ପୁଣି କେତେବେଳେ ବିଲରେ କାମ କରୁଛନ୍ତି ବିଧବା ମାଆ। ସରକାରୀ ସହାୟତା ପାଇଁ କାନ୍ଦି କାନ୍ଦି ଏମିତି କରୁଛନ୍ତି ଗୁହାରି

helpless woman
ସ୍ୱାମୀ ଯାଇଛି ଦାଦନ, ଘର ଭାଙ୍ଗିଦେଲେ ମହିଳା ଗୋଷ୍ଠୀ

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମୋ ଘର ଭାଙ୍ଗିଦେଲେ। ପୁଅ-ବୋହୂ, ନାତି-ନାତୁଣୀଙ୍କୁ ଧରି ମୁଁ ଯିବି କୁଆଡ଼େ? ଏ ବର୍ଷା ପାଣି ଦିନରେ ସାପ ବେଙ୍ଗ ଡର। ଘର ନାହିଁ। ଚୂଲି ନାହିଁ କି ଚାଳ ନାହିଁ। ମୁଁ କରିବି କଣ ? ହେ ନବୀନ ସରକାର ମତେ ଉଦ୍ଧାର କର

helpless sebani
ଅସହାୟ ସେବନୀ : ସ୍ୱାମୀ ଚାଲିଗଲା ପରେ ମୁଣ୍ଡ ଉପରେ ତିନି କୁନି ପିଲାଙ୍କ ବୋଝ

ଅସହାୟ ସେବନୀ ଶବରଙ୍କ ଦୁଃଖ କହିଲେ ନସରେ । ପିଲାଙ୍କୁ ଧରି ଅତି ଦୁଃଖରେ ଦିନ କାଟୁଛନ୍ତି । ଏଯାଏଁ ଘର ଖଣ୍ଡେ ମଧ୍ୟ ମିଳିନାହଁ। ସେବନି ପର ଘରେ ମଜୁରୀ କଲେ ଖାଇବାକୁ ମିଳେ, ନହେଲେ ଭୋକରେ ରହିବାକୁ ପଡ଼େ ।