Advertisment

Panchang Today 5th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ଶନିବାର। ଚନ୍ଦ୍ର- ମିଥୁନ ରାତ୍ରି ୧୧.୨୬ ଗତେ କର୍କଟ।ତିଥି- ୮ମୀ ସନ୍ଧ୍ୟା ୦୭.୨୬ ଗତେ ୯ମୀଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୧୧.୨୬ ପର୍ଯ୍ୟନ୍ତ।

author-image
Deepak Acharya
undefined

Panchanga

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ଶନିବାର। ଚନ୍ଦ୍ର- ମିଥୁନ ରାତ୍ରି ୧୧.୨୬ ଗତେ କର୍କଟ।ତିଥି- ୮ମୀ ସନ୍ଧ୍ୟା ୦୭.୨୬ ଗତେ ୯ମୀଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୧୧.୨୬ ପର୍ଯ୍ୟନ୍ତ। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୫.୩୨ ଗତେ ୧ ପାଦ-କୃଷିହାନି-ଭୂମିଦାନ।

Advertisment

ଶୁଭସମୟ-

ଦିବା- ୧୦.୧୭ ରୁ ୦୧.୦୩

ରାତ୍ରି- ୦୮.୧୮ ରୁ ୧୦.୩୮

ରାତ୍ରି- ୧୨.୧୨ ରୁ ୦୧.୪୫

ରାତ୍ରି- ୦୨.୩୨ ରୁ ୦୪.୦୬

ଅଶୁଭସମୟ-

ରାହୁକାଳ- ଦିବା ୦୮.୪୫ ରୁ ୧୦.୧୭

କାଳବେଳା- ପ୍ରାତଃ ୦୫.୪୦ ରୁ ୦୭.୧୨

ଦିବା- ୦୪.୨୬ ରୁ ୦୫.୫୮ 

ବାରବେଳା- ଦିବା ୦୧.୨୧ ରୁ ୦୨.୫୩

କାଳରାତ୍ରି- ସନ୍ଧ୍ୟା ୦୫.୫୮ ରୁ ୦୭.୨୬

ରାତ୍ରି ୦୪.୧୨ ରୁ ୦୫.୩୯

Astrology Panchang
Advertisment
Advertisment