ଏଥର ମଣ୍ଡିରୁ ଧାନ କିଣିପାରିବେନି ମିଲର । କେନ୍ଦ୍ରୀୟ ଏଜେନ୍ସି ବା ସମବାୟ ଏଜେନ୍ସି ମଣ୍ଡିରୁ ଧାନ କିଣିବେ ।
ବଜାରକୁ ଆସିବକୁ ଯାଉଛି ରୋବର୍ଟିକ୍ କାର୍ । ଗାଡ଼ି ଚାଲିବ ହେଲେ ଚଳାଇବାକୁ ଡ୍ରାଇଭର ରହିବନି। ଅର୍ଥାତ୍ ବିନା ଚାଳକରେ କାର୍ ଚାଲିବ । ଆପଣ ଦେଖୁଥିବା ଏହି କାର୍ ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଯାହାର ନାଁ ‘ସାଇବରକ୍ୟାବ’ ରହିଛି ।
ଯଦିଓ ଟିକେ କମିଛି, ହେଲେ ଜୁଲାଇରେ ଯେତିକି ରହିବା କଥା ତାଠୁ ଅଧିକ ରହିଛି ପରିବା ଓ ଗ୍ରୋସରୀ ଦର ।
ଏଠି ରାତି ପାହିଲେ ହଜାର ହଜାର ଯାତ୍ରୀ, ଦୋକାନୀ, ଗ୍ରାହକ ଏବଂ ଗାଡିର ଭିଡ ହୁଏ । ଆଉ ପ୍ରତି ଦୋକାନ ବଜାର ଆଗରେ ଲାଗେ ଲୋକଙ୍କ ଭିଡ ।
ବାଲେଶ୍ୱର ଭୋଗରାଇ ସ୍ଥିତ ବାବା ଚନ୍ଦନେଶ୍ୱର ପୀଠ ସମ୍ମୁଖ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୧୦ ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଅନଲାଇନ୍ ବଜାର ମୁହାଁ ଗ୍ରାହକ, ତ ପାର୍ବଣ ସମୟରେ ବି ଦୋକାନ ବଜାର ଖାଁ ଖାଁ। ଭୁବନେଶ୍ୱରର ସବୁଠୁ ବଡ଼ ମାର୍କେଟ୍ ମାର୍କେଟ୍ ବିଲ୍ଡିଂ ବି ଖାଁ ଖାଁ। ପ୍ରଥମତଃ କୋଭିଡ୍ ମାଡ଼, ଆଉ ଦ୍ୱିତୀୟରେ ଅନଲାଇନ୍ ବେପାର ପାଇଁ ସୋ ରୁମକୁ ନେଇ ଫୁଟ୍ ପାଥ୍, ସବୁଠି ଗ୍ରାହକ ମରୁଡ଼ି ଚିନ୍ତାରେ ବ୍ୟବସାୟୀ।