• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: State Government

workers
ଶ୍ରମିକଙ୍କ ପାଇଁ ଖୁସି ଖବର; ବୃଦ୍ଧି ହେଲା ସର୍ବନିମ୍ନ ମଜୁରୀ...

ବଢ଼ିଲା ଶ୍ରମିକଙ୍କ ମଜୁରୀ । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର । ୪ଟି ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଇଲେ ସରକାର । 

Pradeep Panigrahi
ଶାସକ ଦଳକୁ ପ୍ରଦୀପଙ୍କ ଟାର୍ଗେଟ, କହିଲେ ନାରଙ୍ଗୀରେ ରଙ୍ଗାୟିତ ହେବ ପୁରା ଓଡ଼ିଶା

ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା ଦେବାରୁ ବିଡିଓ ଗାଳି ଖାଇଲେ ବୋଲି କହିଛନ୍ତି ପ୍ରଦୀପ ।

Odisha Clerk / Senior  Accountant and Accounts Clerk Posts Recruitment
Odisha Clerk Posts Recruitment: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ଦରମା ୩୫ ହଜାର

ଓଡ଼ିଶାରେ ସ୍ଥାୟୀ ନିଯୁକ୍ତି ସୁଯୋଗ। ରାଜ୍ୟ ସରକାର ଅଧିନରେ ଥିବା ଓଡିଶା କନଷ୍ଟ୍ରକ୍‌ସନ୍‌ କର୍ପୋରେସନ୍ ଲିମିଟେଡ୍(OCCL) ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ କ୍ଲର୍କ, ସିନିୟର ଆକାଉଣ୍ଟାଣ୍ଟ ଓ ଆକାଉଣ୍ଟ କ୍ଲର୍କ ପଦବୀ ପୂରଣ ହେବ।

State Government DA Increase
କେନ୍ଦ୍ର ପରେ ରାଜ୍ୟ ସରକାର ବଢ଼ାଇଲେ ମହଙ୍ଗା ଭତ୍ତା

ପୂର୍ବରୁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଥିଲେ ।

Odisha Mo Parivar
‘ଓଡ଼ିଶା ପରିବାର’ ନିର୍ଦ୍ଦେଶାଳୟ ଗଠନ ପୂର୍ବରୁ କେଁ, ସରକାରୀକରଣ କରିବା ନେଇ ବର୍ଷିଲେ ବିରୋଧୀ

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ପୂର୍ବରୁ କେଁ ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସର ବିରୋଧ । ବିଜେଡିର 'ଓଡ଼ିଶା ମୋ ପରିବାର'ର ସରକାରୀକରଣ ଅଭିଯୋଗ । ଉପଦେଷ୍ଟା ପରିଷଦରେ ବିଜେଡି ନେତାଙ୍କୁ ଥଇଥାନ ଯୋଜନା । ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆକୃଷ୍ଟ କରିବା ପାଇଁ ଗଠନ ହେବାକୁ ଯାଉଛି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ । ସେମାନଙ୍କ ସମସ୍ୟା ଦୂର ପାଇଁ କାର୍ଯ୍ୟ କରିବ ଏହି ନିର୍ଦ୍ଦେଶାଳୟ । ଶିକ୍ଷା, ଗବେଷଣା, ଶିଳ୍ପୋଦ୍ୟୋଗ ଆଦି କ୍ଷେତ୍ରରେ ଏହି ଡିରେକ୍ଟୋରେଟ୍ ସହାୟକ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିବ ପରାମର୍ଶଦାତା ପରିଷଦ

Secretariate
କଡ଼ା ପଦକ୍ଷେପ ! ଦୁର୍ନୀତି ଅଭିଯୋଗରେ ୯ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଏବେ ସୁଦ୍ଧା ଏହି ୯ ଜଣଙ୍କୁ ମିଶାଇ ୧୭୩ ଅଧିକାରୀଙ୍କ ପ୍ରତି ହେଲାଣି କାର୍ଯ୍ୟାନୁଷ୍ଠାନ ।

State Govt. Add
ସ୍ୱାସ୍ଥ୍ୟ ବିଭାଗର ସୋସିଆଲ ମିଡିଆ ପ୍ରୀତି, ଫେସବୁକ୍-ଇନ୍‌ଷ୍ଟାରେ ଲକ୍ଷ ଲକ୍ଷ ଖର୍ଚ୍ଚ

୩ ମାସରେ ଖର୍ଚ୍ଚ ହେଲାଣି ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ଭିତ୍ତିଭୂମି ସବଳ ନକରି ପ୍ରଚାର ପ୍ରସାର ଜୋର୍ କହିଲେ ବିରୋଧୀ । ସରକାରଙ୍କ ପ୍ରଚାର ପ୍ରସାର ନୁହେଁ, ସଚେତନତା ବଢ଼ାଉଛନ୍ତି କହିଲେ ମନ୍ତ୍ରୀ ।

Kandhamal, School
ପଦାରେ ପଡ଼ିଲା ସରକାରଙ୍କ ପାରିବା ପଣିଆ, ୮ଟି ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ

ଦାରିଙ୍ଗବାଡି ବ୍ଲକ ଦନେକବାଡି ଆଶ୍ରମ ସ୍କୁଲରେ ପାଠପଢାରେ ଗୁରୁତର ବ୍ୟାଘାତ । ପ୍ରଶାସନ ଜାଣି ସୁଦ୍ଧା ଚୁପ୍ ବସିଥିବା ଅଭିଯୋଗ ।

Home Loan
ଏଥର ୨୫ ନୁହେଁ ୪୦ ଲକ୍ଷ ମିଳିବ ଗୃହଋଣ, ୧୧.୫% ନୁହେଁ ୮% ସୁଧରେ

ଜାତୀୟ ପେନ୍‌ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସୁବିଧାର ଫାଇଦା ଉଠାଇ ପାରିବେ ବୋଲି ସୂଚନା ରହିଛି ।

Lemon Price Hiked
ହୋଟେଲ କି ରେଷ୍ଟୁରାଣ୍ଟରେ ଖାଇବା ଥାଳିରୁ ଏବେ ଲେମ୍ବୁ ଉଭାନ !

ଲେମ୍ବୁର ଆକାଶଛୁଆଁ ଦର ପରେ କେମିତି ପଡ଼ିଛି ପ୍ରଭାବ, ନଦେଖିଲେ ଜାଣି ହେବନି। ହୋଟେଲ କି ରେଷ୍ଟୁରାଣ୍ଟରେ ଖାଇବା ଥାଳିରୁ ଏବେ ଲେମ୍ବୁ ଉଭାନ। ଗ୍ରାହକ ମାଗିଲେ, ଦୋକାନୀ ଶୁଣୁନାହାନ୍ତି। 

Lemon Price Hiked
ହୋଟେଲ, ରେଷ୍ଟୁରାଣ୍ଟରେ ଖାଇବା ଥାଳିରୁ ଲେମ୍ବୁ ଗାଏବ !

ଲେମ୍ବୁର ହଠାତ୍ ଆକାଶଛୁଆଁ ଦରକୁ ନେଇ କଣ କହୁଛନ୍ତି ବ୍ୟବସାୟୀ?

Lemon Price
ବଜାରରେ ଲେମ୍ବୁର ଉଚ୍ଚା ଦର ଖୋଲିଲା ରାଜ୍ୟ ସରକାରଙ୍କ ଗୁମର

ମାର୍ଚ୍ଚ ୩୦ରେ ବିଧାନସଭାରେ ଖୋଦ୍ କୃଷିମନ୍ତ୍ରୀ ଅରୁଣ ସାହୁ କଣ କହିଥିଲେ, ଜାଣନ୍ତୁ