Advertisment

ଏମିତି ଚାଷୀ ପାଲଟିଲେ ଦାଦନ ଶ୍ରମିକ

ଆଉ ଦାଦନ ଯିବେନି କି ଶ୍ରମିକ ସର୍ଦ୍ଦାରଠୁ ମାଡ ଗାଳି ଖାଇବେନି.. ନିଜ ହାତରେ ମାଟି ତାଡିବେ ଆଉ ନିଜ ଗାଁ ମାଟିରେ ସୁନା ଫଳାଇବେ.. ଏହି ଶପଥ ନେଇଛନ୍ତି ହଲଦିଖୋଲ ଗାଁର ଦାଦନମାନେ..

author-image
Pallipuspa Samal
Farming In Odisha Nuapada
Advertisment
Advertisment