ଯଦି ଆପଣ ଦରମା ଆଲୋଚନାରେ ନିଜ ଦରମା କଥା କହିବାକୁ ସଂକୋଚ ଅନୁଭବ କରୁଥାନ୍ତି ତେବେ ଏହି ଲେଖା ଆପଣଙ୍କ ପାଇଁ। ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇ ଆପଣ ଆଶା କରୁଥିବା ନିଜ ଦରମାକୁ କହିପାରିବେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।
ପଦ୍ମ ସମ୍ମାନିତଙ୍କୁ ମାସିକ ୨୫ ହଜାର । ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ମିଳିବ ସମ୍ମାନ ରାଶି । ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।