• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Brahmapur

Railway
Brahmapur Railway Station: ବ୍ରହ୍ମପୁର ରେଳ ଷ୍ଟେସନର ନବୀକରଣ କାମ ଶେଷ ହଉନି, ସାଧାରଣରେ ଅସନ୍ତୋଷ

ବ୍ରହ୍ମପୁର ରେଳ ଷ୍ଟେସନର ନବକଳେବର ଆରମ୍ଭ ହେଲା ସତ କିନ୍ତୁ କାମ ଯେପରି ଶେଷ ହେବାର ନାଁ ଧରୁନି। ରାଜ୍ୟର ଅନ୍ୟତମ ପୁରାତନ ବ୍ରହ୍ମପୁର ରେଳଷ୍ଟେସନକୁ ନେଇ ବହୁ ସମସ୍ୟା ରହିଥିବାବେଳେ ଶୀଘ୍ର ଏହାର ସମାଧାନ କରାଯିବାକୁ ଦାବି କରିଛି ଦକ୍ଷିଣ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟି।

Criminal Activities Increase
Criminal Activities Increase: ବ୍ରହ୍ମପୁରରେ କଣ୍ଟ୍ରୋଲ ବାହାରେ ପୁରୁଣା ଅପରାଧୀ, ମାନୁ ନାହାଁନ୍ତି ଆଇନ କାନୁନ..

ବିଭିନ୍ନ କ୍ରାଇମ୍ ଘଟାଉଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ ପଠାଉଛି। ହେଲେ ପରବର୍ତ୍ତୀ ସମୟରେ ଅପରାଧୀମାନେ ଜେଲ୍‌ରୁ ଫେରି ଅପରାଧୀକ କାର୍ଯ୍ୟରେ ସାମିଲ୍‌ ହେଉଛନ୍ତି।

crowded marketplace
ସବୁ ଦେଖି ପ୍ରଶାସନ ଚୁପ୍

ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଡେଙ୍ଗାଓସ୍ତା ମାର୍କେଟ...ଦିନ ଆରମ୍ଭରୁ ବିଳମ୍ବିତ ରାତି ଯାଏ ଅସମ୍ଭବ ଭିଡରେ ଅଣନିଶ୍ୱାସୀ ହେଉଛନ୍ତି ଲୋକେ... ଠେଲା ଦୋକାନୀ, ରାସ୍ତା କଡର ପାର୍କିଂ ସହ ପ୍ରତେକ ଦିନ ବ୍ରହ୍ମପୁରରୁ ଭାୟା ଦିଗପହଣ୍ଡି ଡେଙ୍ଗାଉସ୍ତା ଦେଇ ରାୟଗଡ଼ା, କୋରପୁଟ, ମାଲକାନଗିରି ଏବଂ ଜୟପୁରକୁ ଯାତାୟାତ କରୁଥିବା ଶହ ଶହ ବସ୍ ଓ ଯାତ୍ରୀଙ୍କ ପାଇଁ ପ୍ରତ୍ୟେକ ଦିନ ଭିଡ ବଢିବାରେ ଲାଗୁଛି..

Dhanu Sankranti- Maun Makers In Cuttack Do Brisk Business
ଆଧୁନିକ ଯୁଗରେ ପରମ୍ପରାର ଛାପ; ବଢୁଛି ଧନୁ ମୁଆଁର ଚାହିଦା

ଆଜି ହେଉଛି ଧନୁ ସଂକ୍ରାନ୍ତି । ଏନେଇ କାରିଗରମାନେ ଲାଗିପଡିଛନ୍ତି ମୁଆଁ ପ୍ରସ୍ତୁତ କରିବାରେ । ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା । ରାଜ୍ୟର ବିଭିନ୍ନ ସ୍ଥାନରେ ମୁଆଁ ବିକ୍ରି କରାଯାଏ ।

e bike
ପେଟ୍ରୋଲର ଆକାଶଛୁଆଁ ଦର ଚିନ୍ତାରେ ଇ-ବାଇକ ନିର୍ମାଣ କଲେ ବ୍ରହ୍ମପୁରର ଜଣେ ପିଜି ଛାତ୍ର

ଏବେ ତେଲ ଦର ଯେତେ ବଢିଲେ ବି ଚିନ୍ତା ନାହିଁ । ପେଟ୍ରୋଲରେ ନୁହେଁ ବ୍ୟାଟେରୀରେ ଚାଲୁଛି ପଲସର୍ ବାଇକ ।୧୫ବର୍ଷ ପୁରୁଣା ଏହି ପଲସର୍କୁ ଇ ବାଇକରେ ପରିଣତ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁରର ଅକ୍ଷୟ ଦାସ ।

Grass Art Park
ରାଜ୍ୟରେ ପ୍ରଥମ ଗ୍ରାସଆର୍ଟ ପାର୍କ : ଅଦରକାରୀ ଲୁହା ଓ କୃତ୍ରିମ ସବୁଜ ଘାସରେ ତିଆରି ହୋଇଛି ଆକର୍ଷଣୀୟ କଳାକୃତି

କେବଳ ଗ୍ରାସଆର୍ଟ ପାର୍କ ନୁହେଁ, ପୂର୍ବରୁ ଆଇଟିଆଇଟି ପରିସରରେ ଲାଗିଛି ବିରାଟ ବିରାଟ ଲୁହାର କଳାକୃତି ସ୍କ୍ରାପ୍