• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kotia Issue

Kotia
ଓଡ଼ିଶା ନା ଆନ୍ଧ୍ର, କାହା ଖାତାକୁ ଯିବ କୋଟିଆ ଭୋଟ୍

କିଏ ହାତେଇବ ୨୧ ଖଣ୍ଡ ଗ୍ରାମପୁଞ୍ଜ କୋଟିଆର ଭୋଟ୍? ଓଡ଼ିଶା ଖାତାରେ ପଡ଼ିବ କେତେ, ଆନ୍ଧ୍ର ଖାତାକୁ ଯିବ କେତେ ? ସୀମା ବିବାଦର ପଶାପାଲିରେ ଥିବା କୋଟିଆରେ ଆରମ୍ଭ ହେଲାଣି ଛକାପଞ୍ଝା, ଜୋର ଧରିଲାଣି ଟଣାଭିଡ଼ା ।

Kotia
କୋଟିଆରେ ବାହାରିବ କି ପୁରୁଣା ରୋଗ ? ଓଡ଼ିଶା ନା ଆନ୍ଧ୍ର, କାହା ଖାତାକୁ ଯିବ କୋଟିଆ ଭୋଟ୍

କିଏ ହାତେଇବ ୨୧ ଖଣ୍ଡ ଗ୍ରାମପୁଞ୍ଜ କୋଟିଆର ଭୋଟ୍? ଓଡ଼ିଶା ଖାତାରେ ପଡ଼ିବ କେତେ, ଆନ୍ଧ୍ର ଖାତାକୁ ଯିବ କେତେ ? ସୀମା ବିବାଦର ପଶାପାଲିରେ ଥିବା କୋଟିଆରେ ଆରମ୍ଭ ହେଲାଣି ଛକାପଞ୍ଝା, ଜୋର ଧରିଲାଣି ଟଣାଭିଡ଼ା ।

Kotia will vote for which state
ଓଡ଼ିଶା ନା ଆନ୍ଧ୍ର, କାହାକୁ 'କୋଟିଆ' ଭୋଟ୍ ? ଉଭୟପଟୁ ଜୋର ଧରିଲାଣି ପ୍ରସ୍ତୁତି...

କେଉଁ ରାଜ୍ୟର ହୋଇ ଭୋଟ୍ ଦେବେ କୋଟିଆବାସୀ ? ଲୋକସଭା ସହ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ । ଉଭୟପଟୁ ଜୋର ଧରିଲାଣି ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମ  ।

KOTIA Issue
କୋଟିଆ ପାଇଁ ବଦଳୁଛି କି ଆନ୍ଧ୍ର ରଣନୀତି ? ନବୀନ ଆମ ବାପା ଭଳି କହିଲେ ଉପମୁଖ୍ୟମନ୍ତ୍ରୀ !

୩ ଦିନିଆ ସରକାରୀ ଯୋଜନାର ପ୍ରଚାରରେ ଡେପୁଟି ସିଏମ୍ । ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଖଡ୍ଗହସ୍ତ ଓଡ଼ିଶା ନେତା ।

Kotia Issue
କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି; ବିଜୁ ଆବାସ ଯୋଜନା ଘରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ

କୋଟିଆର ତଳସେମ୍ବି, ଉପରସେମ୍ବିରେ ଏଭଳି ପୋଷ୍ଟର ଲଗାଇବା ସହ ଘର ନମ୍ବର କରିଛି ଆନ୍ଧ୍ର ପ୍ରଶାସନ ।

After Kotia Andhra Plans To Further Intrude Into Odisha Territory
କୋଟିଆ ପରେ ଓଡ଼ିଶାର ଆହୁରି ଭିତରକୁ ପ୍ରବେଶ କରିବା ପାଇଁ ଆନ୍ଧ୍ରର ପ୍ଲାନ୍‌

୧୩ କିଲୋମିଟର ଓଡ଼ିଶା ଭିତର ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ର ଯୋଜନା କରୁଥିବା ଜଣାପଡ଼ିଛି।  ଓଡ଼ିଶାର ଲୋକଙ୍କୁ ପ୍ରଭାବିତ କରିବାକୁ ଘର ନିର୍ମାଣ କରୁଛି ଆନ୍ଧ୍ର।

KOTIA
ଅମାନିଆ ଆନ୍ଧ୍ର ! ପୁଣି କୋଟିଆରେ ପଶି କଲା ନିର୍ମାଣ କାମ

କିଛି ଦିନର ନୀରବତା ପରେ ପୁଣିଥରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । 

KOTIA Supreme Court
ଆନ୍ଧ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା, ଖାରଜ ହେଲା ରିଟ୍‌ ପିଟିସନ୍‌

କୋଟିଆ ବିବାଦକୁ ନେଇ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ । ଆନ୍ଧ୍ର ପକ୍ଷରୁ ଦାୟର ରିଟ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଅସିଦ୍ଧ ପାଇଁ ଅପିଲ କରିଥିଲା ଆନ୍ଧ୍ର ।

kotia
ଓଡ଼ିଶା ପକ୍ଷରୁ ଆନ୍ଧ୍ର ବିରୋଧରେ ଦାୟର ମାମଲାର ଶୁଣାଣିକୁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ

ଘୁଞ୍ଚିଲା କୋଟିଆ ଶୁଣାଣି । ଓଡ଼ିଶା ପକ୍ଷରୁ ଆନ୍ଧ୍ର ବିରୋଧରେ ଦାୟର ମାମଲାର ଶୁଣାଣି ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ ଅଦାଲତ । ଅବମାନନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ମାମଲା କରାଯାଇଥିବା ଖଣ୍ଡପୀଠଙ୍କୁ ଅବଗତ କରାଯାଇଛି ।

‘Kotia Residents Wants To Be In Andhra’, Claims Andhra Legislator
'କୋଟିଆବାସୀ ଆନ୍ଧ୍ରରେ ମିଶିବାକୁ ଚାହୁଁଛନ୍ତି'

କୋଟିଆକୁ ନେଇ ନୂଆ ଚାଲ୍ ! କୋଟିଆବାସୀ ଆନ୍ଧ୍ରରେ ମିଶିବାକୁ ଚାହୁଁଛନ୍ତି-ବିଧାୟକ। ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ସାଲୁର ବିଧାୟକ ରାଜନ୍ନା ଦୋରା । ଦେଖନ୍ତୁ ଏହାର ପୁରା ଖବର ।

Kotia Issue
ସାଲୁର ବିଧାୟକଙ୍କ ଦାବି- ଆନ୍ଧ୍ରରେ ମିଶିବାକୁ କୋଟିଆବାସୀଙ୍କ ଇଚ୍ଛା

କୋଟିଆକୁ ନେଇ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ନୂଆ ଚାଲ୍‌ ଚଳାଇଥିବା ବେଳେ ଏବେ ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ଏକ ନୂଆ ଦାବି କରିଛନ୍ତି। କୋଟିଆବାସୀ ଆନ୍ଧ୍ରରେ ମିଶିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ବିଧାୟକ କହିଛନ୍ତି।

Tara Bahinipati
ଆନ୍ଧ୍ର ଖେଳୁଛି ଡୁଆଲ ଗେମ୍‌, କୋଟିଆ ଭିତରେ ପଶି ବାଣ୍ଟୁଛି ଜଙ୍ଗଲ ଜମି ପଟ୍ଟା

କୋଟିଆ ଗ୍ରାମପୁଞ୍ଜ ସୀମା ସମସ୍ୟାକୁ ନେଇ କୋରାପୁଟରେ ବସୁଛି ଏକ ସର୍ବଦଳୀୟ ବୈଠକ । ଏହି ବୈଠକରେ ଜିଲ୍ଲାର ସବୁ ଦଳର ନେତା ଉପସ୍ଥିତ ରହିବେ ।

Pottangi MLA, AP Officials Face Off Over Kotia Issue
ଆନ୍ଧ୍ରର ଅନୁପ୍ରବେଶକୁ ବିଧାୟକଙ୍କ କଡା ଚେତାବନି

ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଫଗୁଣସିନେରୀ ଗାଁରେ ମେଳି କରିଥିଲେ ଆନ୍ଧ୍ର ଅଧିକାରୀ। କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ ।

Pitam padhi
କୋଟିଆରେ ଆନ୍ଧ୍ର କରୁଥିଲା ଷଡ଼ଯନ୍ତ୍ର, ବିଧାୟକ ପିତମ ପାଢ଼ି ପହଞ୍ଚି କଲେ ଭଣ୍ଡୁର

ପୁଣି ସୀମାନ୍ତ କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ । ପଟ୍ଟାଙ୍ଗୀ ବିଧାୟକଙ୍କ ସହ ଆନ୍ଧ୍ର ଅଧିକାରୀଙ୍କ ଉଚ୍ଚବାଚ । ଆଜି କୋଟିଆରେ ପାର୍ବତୀପୁରମ୍ ପିଏ ଆଇଟିଡିଏ ମେଳି କରିଥିଲେ । ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଏହି ମେଳି ଚାଲିଥିଲା ।

KOTIA
ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି

କୋଟିଆରେ ଆନ୍ଧ୍ରର ଦାଦାଗିରି । କୋଟିଆ ପଞ୍ଚାୟତରେ ଆନ୍ଧ୍ର ଏକ ଗ୍ରାମ ସଭାର ଆୟୋଜନ କରିଥିଲା । କୋଟିଆ ସ୍ଥିତ ସାଲୁର ମଣ୍ଡଳ ଅଧିକାରୀଙ୍କ ଦ୍ୱାରା ଗଂଜେଇପଦରରେ ଏହି ଗାଁ ସଭା ଅନୁଷ୍ଠିତ ହୋଇଛି ।

Andhra-Odisha Border Issue
ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; କଲେ ପୌଷ୍ଟିକ ଆହାର ମହୋତ୍ସବ

ପୁଣି କୋଟିଆରେ ଆନ୍ଧ୍ରର ସରକାରୀ କାର୍ଯ୍ୟକ୍ରମ । ସେମ୍ବି, ତଳ ସେମ୍ବି, ତଳ ଗଂଜେଇ ପଦର ଓ କୋଟିଆରେ ଆନ୍ଧ୍ରର ଅଧିକାରୀମାନେ ପହଞ୍ଚି ପୌଷ୍ଟିକ ଆହାର ମହୋତ୍ସବ ପାଳନ କରିଛନ୍ତି ।

ଏସ୍‌. ଆପୋଲୋ ରାଜୁ
ଓଡିଶାର ଅଙ୍ଗନୱାଡି ସେଣ୍ଟରକୁ ଉଡାଇଦେବାକୁ ଆନ୍ଧ୍ରର ଧମକ !

ଖାଲି ଗଜପତି ନୁହେଁ କୋଟିଆରେ ବି ଆଜି ଆନ୍ଧ୍ର ପ୍ରଶାସନ ରାସନ ଅଭିଯୋଗ ଶୁଣାଣି କରିଛି। ଫାଟୁ ସେନେରୀ, ଫଗୁଣ ସେନେରୀ, ଗଞ୍ଜେଇ ପଦର, ଧୂଳିପଦର ଗାଁକୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା। ବିଜୟନଗରମ୍ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ସ୍ଥାନୀୟ ଆନ୍ଧ୍ର ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି କାର୍ଯ୍ୟକ୍ରମ।

kotia-33
କୋଟିଆରେ ପଶି ଆନ୍ଧ୍ର ବାଣ୍ଟିଲା ଆନିମଲ୍ ହେଲ୍ଥ କାର୍ଡ

ପ୍ରାଣୀ ଡାକ୍ତର ଟିମ ଛେଳି, ମେଣ୍ଢା, ଗାଇ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନରେ କିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦିଆଯାଇପାରିବ। ସେଥିପାଇଁ ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି। ୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ୩ଶହ ଗାଇଙ୍କୁ ଟୀକାକରଣ କରାଯାଇଛି।

Kotia
ଜମି ଓଡ଼ିଶାର, କୃଷି ଋଣ ଦେବାକୁ ବାହାରିଲେଣି ଆନ୍ଧ୍ର ସରକାର

ଅଣସର୍ଭେ ଇଲାକା କୁହାଯାଉଥିବା କୋଟିଆ ଗ୍ରାମପୁଞ୍ଜରେ ୨୦୦୮ରେ ଜଙ୍ଗଲ ଜମି ଆଇନ ଅନୁଯାୟୀ, ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ଘର ଏବଂ ଚାଷ ଜମି ପାଇଁ ପଟ୍ଟା। ତାମଧ୍ୟରେ ଥିଲେ ଦୀର୍ଘ ବର୍ଷ ଧରି ଏଠି ବସବାସ କରୁଥିବା ଆନ୍ଧ୍ରର ଦୋରା ସଂପ୍ରଦାୟର ଆଦିବାସୀ। ତେବେ ତାଡ଼ିବାଲସାରେ ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡ଼ା, କୌଣସି ପଟ୍ଟା ଖଣ୍ଡେ ଦେଇପାରିନାହାନ୍ତି ଓଡ଼ିଶା ସରକାର।

Pritam Padhi
କୋଟିଆ ଭିତରେ ପଶିଲେ ପିଟିବୁ କହିଲେ ବିଧାୟକ

‘କୋଟିଆ ଭିତରେ ପଶିଲେ ପିଟିବୁ’ । ଏଭଳି ଚେତାବନୀ ଦେଇଛନ୍ତି ପଟାଙ୍ଗି ବିଧାୟକ । ଆନ୍ଧ୍ର ଯଦି ଓଡ଼ିଶା ଭିତରେ ପଶି କୋଟିଆ ଉପରେ ନଜର ପକାଏ ତେବେ ସେମାନଙ୍କୁ ଉଚିତ୍‌ ସାସ୍ତି ସହ ପିଟିବେ ବୋଲି ଧମକ ଦେଇଛନ୍ତି ବିଧାୟକ ।