• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Woman Seeks Help
ପାଗଳି ମା’ ଓ ଶିଶୁଙ୍କ ସାହା ଏଟିଏମ୍ ବାରଣ୍ଡା

ମା’ ପେଟରେ ବଢୁଥିବା ଶିଶୁଠାରୁ ଶ୍ମଶାନ ଘାଟକୁ ଅନ୍ତିମ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଯୋଜନା କରିଛୁ ବୋଲି ଡିଣ୍ଡିମ ପିଟୁଛନ୍ତି ସରକାର । ମାଳମାଳ ଏତେ ସବୁ କଲ୍ୟାଣକାରୀ ଯୋଜନା ଥିବା ସତ୍ତ୍ୱେ ଜଣେ ମାନସିକ ଭିନ୍ନକ୍ଷମ ମା’ ଓ ତାର ନିଷ୍ପାପ ଶିଶୁକନ୍ୟା ପାଇଁ ଏସବୁ ଅପହଞ୍ଚ…

Marriage
କହିଲେ ଦେଖି.. ବର କିଏ ଆଉ କନିଆଁ କିଏ ?

ପାରମ୍ପରିକ ବାଦ୍ୟ ଓ ବେଦମନ୍ତ୍ରରେ କମ୍ପୁଛି ପରିବେଶ.. ପବିତ୍ର ଅଗ୍ନିଙ୍କୁ ସାକ୍ଷୀ ରଖି ହେଉଛି ବାହାଘର.. ବେଦୀ ଚାରିପଟେ ଘେରି ରହିଛନ୍ତି ବରପକ୍ଷ ଆଉ କନ୍ୟାପକ୍ଷ.. ଏ ବାହାଘର ଦେଖି ବର କନିଆଁଙ୍କୁ ଆପଣ ଖୋଜୁଛନ୍ତି କି!

Kotia will vote for which state
ଓଡ଼ିଶା ନା ଆନ୍ଧ୍ର, କାହାକୁ 'କୋଟିଆ' ଭୋଟ୍ ? ଉଭୟପଟୁ ଜୋର ଧରିଲାଣି ପ୍ରସ୍ତୁତି...

କେଉଁ ରାଜ୍ୟର ହୋଇ ଭୋଟ୍ ଦେବେ କୋଟିଆବାସୀ ? ଲୋକସଭା ସହ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ । ଉଭୟପଟୁ ଜୋର ଧରିଲାଣି ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମ  ।

Barunei Pitha
ଶିରି ହରାଇ ଚାଲିଛି ଖୋର୍ଦ୍ଧାର ଐତିହାସିକ ବରୁଣେଇ

୩-୪ ବର୍ଷ ତଳୁ ଆଉ ଝରୁନି ଚିରସ୍ରୋତା ଝରଣା ।

  • Thursday, 14 March 2024
workers
ଶ୍ରମିକଙ୍କ ପାଇଁ ଖୁସି ଖବର; ବୃଦ୍ଧି ହେଲା ସର୍ବନିମ୍ନ ମଜୁରୀ...

ବଢ଼ିଲା ଶ୍ରମିକଙ୍କ ମଜୁରୀ । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର । ୪ଟି ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଇଲେ ସରକାର । 

Punjilal Meher
ପରୀକ୍ଷା ଦେଇପାରିଲାନି ପାର୍ସଲ ବୋମା ବିସ୍ପୋରଣ ଅଭିଯୁକ୍ତ ପୁଞ୍ଜିଲାଲ

ପୁଣି ଚର୍ଚ୍ଚାରେ ପାଟଣାଗଡ଼ ବହୁ ଚର୍ଚିତ ପାର୍ସଲ ବୋମା ବିସ୍ପୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ବଲାଙ୍ଗିର ଜେଲରେ ବିଚାରଧୀନ ବନ୍ଦୀ ଥିବା ପୁଞ୍ଜିଲାଲ ସାମ୍ବାଦିକତାର ପାଠ ପଢୁଛନ୍ତି।

Srimandir
ନୂଆ ଦିଶିବ ଶ୍ରୀମନ୍ଦିର ଦୋଳବେଦୀ; ଏଣିକି ଭକ୍ତ ଦେଖିବେ ଲୁଚିଯାଇଥିବା ପ୍ରାଚୀନ କୀର୍ତ୍ତିରାଜି

ନୂଆ ରୂପ ନେଉଛି ଶ୍ରୀମନ୍ଦିରର ଦୋଳବେଦୀ। ଲୁଚି ଯାଇଥିବା ପ୍ରାଚୀନ କୀର୍ତ୍ତିରାଜି ପୁଣି ଦୃଶ୍ୟମାନ ହେବ। ଚଳିତବର୍ଷ ଦୋଳପୂର୍ଣ୍ଣିମାରେ ଭକ୍ତ ଦେଖିବେ ଦୋଳବେଦୀର ନୂଆ ରୁପ।

DA hike
ସରକାରଙ୍କ ଭୋଟର ତୁଷ୍ଟିକରଣ ନୀତି, ସରକାରୀ କର୍ମଚାରୀଙ୍କ ଡିଏ ୪% ବଢ଼ିଲା

ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪% ବଢ଼ିଲା । ବର୍ଦ୍ଧିତ ଡିଏ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ଜଣା ପଡ଼ିଛି ।

Angadwadi center
ଅଙ୍ଗନୱାଡ଼ି କ୍ଷମାମୟୀଙ୍କ ନିଆରା ଶିକ୍ଷାଦାନ, ଆକୃଷ୍ଟ ହେଉଛନ୍ତି କୁନିକୁନି ପିଲା

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ବୋଡକ ପାଟଣା ଅଙ୍ଗନବାଡି କେନ୍ଦ୍ରରେ କୋମଳ ମତି ପିଲା ମାନେ ଶିକ୍ଷା କ୍ଷେତ୍ରରେ ନିଜର ପ୍ରଥମ ପାହାଚ ଚଢୁଛନ୍ତି। ପ୍ରଥମ ପାହାଚର ଶିକ୍ଷା ହିଁ ସେମାନଙ୍କୁ ଆଗକୁ ନେବାରେ ବେଶ୍ ସହାୟକ ହେବ।

I Love Pipili Selfie Point
ଚାନ୍ଦୁଆ ବ୍ୟବସାୟୀ ଓ କାରୀଗରଙ୍କ ମନୋବଳ ବଢ଼ାଇବ ସେଲଫି ପଏଣ୍ଟ୍

ଚାନ୍ଦୁଆ ବ୍ୟବସାୟୀ ଓ କାରୀଗରଙ୍କ ମନୋବଳ ବଢ଼ାଇବ ପିପିଲି ଛକରେ ସ୍ଥାପନ କରାଯାଇଛି ସେଲଫି ପଏଣ୍ଟ୍।

  • Thursday, 14 March 2024
  • Pipili
News Fuse
ମୋଦିଙ୍କ ସଭାରେ ଜଗଦେବ ଧମାକା ଡ୍ୟାନ୍ସ୍

ମୋଦିଙ୍କ ସଭାରେ ଜଗଦେବ ଧମାକା ଡ୍ୟାନ୍ସ୍ । ମୋଦିଙ୍କ ସଭାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଧମାକାଦାର୍ ଡ୍ୟାନ୍ସ୍...

Opium Farming
ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ

ଆହୁରି ଏଭଳି ଅନେକ ଏରିଆ ଅଛି ଯେଉଁଠି, ଏବେ ବି ବେଧଡକ ଚାଷ ଚାଲିଛି।

  • Wednesday, 13 March 2024
Opium Farming
ଅଫିମ ଚାଷର ହବ୍‌ ପାଲଟିଛି ଶିମିଳିପାଳ, ୨ ମାସରେ ନଷ୍ଟ କରାଗଲାଣି ୨୦ କୋଟିର ଅଫିମ ଗଛ

ଏକର ଏକର ଜମିରେ ଫଳିଛି ଅଫିମ। କେଉଁଠି ଫୁଲ ଧରିଛି ତ କେଉଁଠି ଫଳ ପାଚିଲାଣି। ଫସଲ ଏମିତି ମାଡ଼ିଛି ଯେ, କ୍ଷେତକୁ ଆଖି ପାଉନି। ନିଶାଦ୍ରବ୍ୟ ଅଫିମର ଏହି ହବ୍ ହେଉଛି ଶିମିଳିପାଳ।

SCB Medical
ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? ୬୪ଟି କୋଠାର ନାହିଁ ଫାୟାର ସେଫଟି

ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? କିଛି ଅଘଟଣ ହେଲେ କିଏ ହେବ ଉତ୍ତରଦାୟୀ ?

Padma awardees
ପଦ୍ମ ସମ୍ମାନିତଙ୍କୁ ମିଳିବ ସମ୍ମାନ ରାଶି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ପଦ୍ମ ସମ୍ମାନିତଙ୍କୁ ମାସିକ ୨୫ ହଜାର । ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ମିଳିବ ସମ୍ମାନ ରାଶି । ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

Mayor Salary Increase
ବଢ଼ିଲା ମେୟରଙ୍କ ଦରମା, ୮ ହଜାର ପାଉଥିଲେ ଏବେ ପାଇବେ ୫୦ ହଜାର

ମହାନଗର ନିଗମର ମେୟର ପୂର୍ବରୁ ୮ ହଜାର ଟଙ୍କା ଦରମା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

22 new NACs
ପୁଣି ଗଠନ ହେଲା ୨୨ଟି ନୂଆ NAC...ଭଞ୍ଜନଗର ଏନ୍‌ଏସି ହେଲା ମ୍ୟୁନିସିପାଲିଟି...

ଆଉ ୨୨ଟି ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୧୩ ଜିଲ୍ଲାରେ ୨୨ଟି ନୂଆ NAC ଘୋଷଣା ।

Helpless man
ଦିନେ ନେତା ଥିଲେ, ଆଜି ଭତ୍ତା ଟିକକ ପାଇଁ ହନ୍ତସନ୍ତ

ଦେହରେ ବଳ ଥିବାବେଳେ ଗାଁର ଅନେକ ଅସହାୟ ଲୋକଙ୍କ ପାଇଁ ସେ ବଳ ସାଜୁଥିଲେ.. ହେଲେ ଆଜି ବଳ ବୟସ ଗଲାପରେ ସେ ନିଜେ ପାଲଟିଯାଇଛନ୍ତି ଅସହାୟ.. ନିଜର ହକ୍ ଟିକକ ପାଇଁ ସରକାରୀ ଦପ୍ତର ଧାଇଁ ଧାଇଁ ନିରାଶ ହୋଇପଡ଼ିଛନ୍ତି..

  • Wednesday, 13 March 2024
Subarnarekha Scheme
ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ନିର୍ବାଚନୀ ଲଲିପପ୍ !

ଭୋଗରାଇ ଚାଷୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି.. ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି.. ତେବେ ନିର୍ବାଚନ ଠିକ୍ ପୂର୍ବରୁ ସରକାରଙ୍କ ପଦକ୍ଷେପକୁ ନିର୍ବାଚନୀ ଲଲିପପ୍ କହିଛନ୍ତି ବିରୋଧୀ.. ଏହି ସଂସ୍କାର ଯୋଜନାରେ 20 ପ୍ରତିଶତ ଅର୍ଥ ବିଜେଡ଼ି ନିର୍ବାଚନରେ ଖର୍ଚ୍ଚ କରିବ ବୋଲି ଅଭିଯୋଗ କରିଛନ୍ତି..

repair work of transformer
ଜୀବନ ଖାଇବାକୁ ଛକିଛି ଟ୍ରାନ୍ସଫର୍ମର୍..

ନା ଏଠାରୁ ଉଠୁଛି ନା କେହି ମରାମତି କରୁଛନ୍ତି..ଦାଣ୍ଡ ବାରଣ୍ଡାରେ ଜମ ଜଗିଲା ଭଳି ବର୍ଷ ବର୍ଷ ଧରି ଛକିଛି.. ଅନେକ ଗାଈଗୋରୁ, କୁକୁର ବିଲେଇଙ୍କୁ ଖାଇ ସାରିଲାଣି.. ମଣିଷ ମୁଣ୍ଡ ନେଲେ ଚେତା ପଶିବ କି !

Garbage Problem
ଗନ୍ଧରେ ଫାଟୁଛି ରାଜଧାନୀ; ଝାଡୁ ଧରି BMC ଘେରିଲେ ସଫେଇ କର୍ମଚାରୀ

ବାପୁଜୀ ନଗର, ୟୁନିଟ୍-୨ ମାର୍କେଟ ବିଲଡିଂରେ ଅଳିଆ, ଅଳିଆ, ଆଉ ଖାଲି ଅଳିଆ। ରାସ୍ତା ଉପରେ ହେଉ ବା କଲୋନୀ କିମ୍ବା ମାର୍କେଟ କମ୍ପ୍ଲେକ୍ସ ସାମ୍ନା।

CAA
ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା..CAA ଲାଗୁ ପରେ ଓଡ଼ିଶାରେ ଥିବା ଶରଣାର୍ଥୀ ଖୁସି

ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା। ଦେଶରେ ନାଗରିକତା ସଂଶୋଧନ ଆଇନ୍ ବା ସିଏଏ ଲାଗୁ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ ରହୁଥିବା ଶରଣାର୍ଥୀଙ୍କ ଖୁସି କହିଲେ ନସରେ।

Divyang family
ଦିବ୍ୟାଙ୍ଗ ପରିବାରକୁ ସରକାର ଦେଲେ ଆବାସ; ହେଲେ ଘର କରିବା ପରେ ଖାତାକୁ ଆସିଲାନି ଟଙ୍କା

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ରଇପୁର ଗାଁର ଦିବ୍ୟାଙ୍ଗ କଳ୍ପନା ପଟ୍ଟନାୟକଙ୍କ ପରିବାର । ଆବାସ ଯୋଜନାର ଅର୍ଥ ନ ପାଇ ଏବେ ହନ୍ତସନ୍ତ ହୋଇଛନ୍ତି ଦିବ୍ୟାଙ୍ଗ ବାପା, ମା’ ଓ ପୁଅ । ଜୁଲାଇ ୧୯ ତାରିଖ ୨୦୨୩ରେ ସରକାରଙ୍କ ପକ୍ଷରୁ PMAY ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ମିଳିଥିଲା ।

sanitation workers
ସଫେଇ କର୍ମଚାରୀଙ୍କ ଦାବି ଶୁଣିଲା ବିଏମସି, ୩ ଦିନ ଭିତରେ ଘୋଷଣା ହେବ ବର୍ଦ୍ଧିତ ଦରମା

ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି। ୩ ଦିନ ଭିତରେ ବର୍ଦ୍ଧିତ ଦରମା ଘୋଷଣା ହେବ ବୋଲି କହିଛନ୍ତି ବିଏମ୍‌ସି ମେୟର ।

Sarapanch
ସରପଞ୍ଚଙ୍କ ମନ ଜିଣିଲେ ସରକାର, ତିନିଗୁଣା ବଢ଼ାଇଲେ ଦରମା

ସରପଞ୍ଚ ପାଇବେ ୧୦ ହଜାର । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବଢ଼ିଲା । ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି । ଜିଲ୍ଲା ପରିଷଦ ସଭାପତି ଏଣିକି ମାସିକ ପାଇବେ ୩୦ ହଜାର ଟଙ୍କା ।