""
ବିବିଧ Videos କଟକରେ ପ୍ରଥମ ହେବ ସୁନାର ଦୋଳ ବିମାନ ତାରକଷି କାମ ପାଇଁ ଭାରତ ତଥା ବିଶ୍ଵ ଦରବାରରେ ବେଶ୍ ପରିଚିତ ରୌପ୍ୟ ନଗରୀ କଟକ । ଏପରିକି ନିକଟରେ କଟକର ତାରକସୀ କାମକୁ ଜିଆଇ ଟ୍ୟାଗ୍ ମାନ୍ୟତା ମଧ୍ୟ ମିଳିସାରିଛି । ପୂର୍ବରୁ ଚାନ୍ଦି ମେଢ଼, ଚାନ୍ଦି ଦୋଳ ବିମାନ କରି ସବୁଆଡ଼େ ଚର୍ଚ୍ଚିତ ଥିବା କଟକ ସହରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି... Pallipuspa Samal 16 Mar 2024 08:40 IST Silver wave aircraft Dola PurnimaAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ