• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

WHO alert on 4 Indian cough syrups
ଭାରତ ନିର୍ମିତ କଫ୍‌ ସିରପ ସେବନ କରି ଗାମ୍ବିଆରେ ୬୬ ଜଣ ଶିଶୁଙ୍କ ସନ୍ଦେହଜନକ ମୃତ୍ୟୁ

ଭାରତ ନିର୍ମିତ ଥଣ୍ଡା ଓ କାଶ ସିରପ୍ ନେଇଥିଲେ ମୃତ ଶିଶୁ, ଔଷଧ ସେବନ ପରେ କିଡନୀ ସମସ୍ୟା ହୋଇଥିଲା

Mexico firing
ମେକ୍ସିକୋର ସିଟିହଲ୍‌ରେ ଆଖିବୁଜା ଗୁଳିମାଡ଼ : ୧୮ ମୃତ

୭ ପୋଲିସ କର୍ମୀ ଓ ମେୟରଙ୍କ ସମେତ ୧୮ ଜଣ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ।

Nobel Prize in Chemistry
ଦ୍ୱିତୀୟ ଥର ପାଇଁ ଶାର୍ପଲେସ ପାଇବେ ମର୍ଯ୍ୟାଦାଜନକ ନୋବେଲ ଆୱାର୍ଡ

ଆଲଫ୍ରେଡ କହିଥିଲେ ଯେ, ମୁଁ ଏମିତି ଏକ ଆବିଷ୍କାର ସନ୍ଧାନରେ ରୁହେ ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ହେବ।

Narendra Modi
ଜେଲେନ୍‌ସ୍କିଙ୍କ ସହ ଆଲୋଚନ ବେଳେ ବଡ଼ ପରାମର୍ଶ ଦେଲେ ମୋଦି

ମୋଦି-ଜେଲେନସ୍କି ଆଲୋଚନା, ଆଲୋଚନା ଓ କୁଟନୈତିକ ସ୍ତରରେ ବିବାଦର ସମାଧାନ ହେବା ଜରୁରୀ ।

Why did Putin occupy 4 states of Ukraine?
ୟୁକ୍ରେନ୍‌ର ୪ ରାଜ୍ୟକୁ କାହିଁକି ଅକ୍ତିଆର କଲେ ପୁତିନ୍; ଜାଣନ୍ତୁ କାରଣ

ପୁତିନ୍ ୟୁକ୍ରେନର ୪ ରାଜ୍ୟକୁ ନିଜ ଭୌଗୋଳିକ ସୀମାରେ ମିଶାଇଦେଇଛନ୍ତି। ତେବେ ପୁତିନ୍ ଏସବୁ କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। କ’ଣ ସେ କାରଣ ଆସନ୍ତୁ ନଜର ପକେଇବା।

4 Indian Origin People Kidnapped In US
ଆମେରିକାରେ ୮ ମାସର ଶିଶୁ ସମେତ ୪ ଭାରତୀୟଙ୍କୁ ଅପହରଣ

ଆମେରିକାର କାଲିଫର୍ଣ୍ଣିଆରେ ୪ ଜଣ ଭାରତୀୟ ନିଖୋଜ ଅଛନ୍ତି। ସେମାନଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ଅପହୃତଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ବି ଅଛି।

Nobel Prize Winner
ପଦାର୍ଥ ବିଜ୍ଞାନ ପାଇଁ ଏକା ଥରକେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୋବେଲ ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।

A 71 year old man completed a 4000 kilometre long trail in the US.
ରେଳ ଧାରଣାରେ ୪ ହଜାର କିମି ଚାଲି ଚାଲି ଗଲେ ବୃଦ୍ଧ

ବୟସ କେବଳ ଏକ ସଂଖ୍ୟା। ନାମ ଆଉ ଗ୍ରାମ ପରି ବୟସ ମଧ୍ୟ ମଣିଷର ଏକ ପରିଚୟ। ବୟସ ଶରୀର ପାଇଁ ବେଡି ନୁହେଁ। ବୟସ ପାଇଁ କୌଣସି କାମ ଅଟକି ଯାଏନି। ଯଦି ଇଚ୍ଛାଶକ୍ତି ଥାଏ, କରିବାର ଆନ୍ତରିକତା ଥାଏ ତେବେ ବୟସ ଯେତେ ହେଉ ନା କାହିଁକି ମଣିଷ ତାହା କରି ଦେଖାଇଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ୭୧ ବର୍ଷ ବୟସର ଏହି ବ୍ୟକ୍ତି ଜଣକ।

Rishi Sunak
Rishi Sunak Come Back ! ବ୍ରିଟେନ୍ ଅର୍ଥନୀତି ଧରାଶାୟୀ ହେଉଥିବା ଦେଖି ନାଗରିକଙ୍କ ଦାବି

ପ୍ରଥମ ପରୀକ୍ଷାରେ ହିଁ ନୂଆ ସରକାର ବିଫଳ ହୋଇଥିବା ଲୋକେ କହୁଛନ୍ତି

 Svante Pääbo
ସ୍ୱାନ୍ତେ ପାବୋଙ୍କୁ ମେଡିସିନରେ ନୋବେଲ

ଚଳିତ ବର୍ଷ ମେଡିସିନ୍‌ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର।

bullet hit to Flight
ମଝି ଆକାଶରେ ଉଡୁଥିଲେ, ହଠାତ୍‌ ଯାତ୍ରୀଙ୍କ ଦେହରେ ବାଜିଲା ଗୁଳି

ପୁରାଣର କାହାଣୀଟିଏ ସମସ୍ତଙ୍କର ମନେ ଥିବ। ଦ୍ରୌପଦୀଙ୍କ ବିବାହ ସମୟରେ ପିତା ଦ୍ରୁପଦ ରଖିଥିଲେ ଅଦ୍ଭୂତ ସର୍ତ୍ତ। ଶ୍ରେଷ୍ଠ ଧନୁର୍ଦ୍ଧରଙ୍କୁ ବିବାହ ଦେବାପାଇଁ ଏମିତି କିଛି କଠୋର ପରୀକ୍ଷାର ଆୟୋଜନ କରିଥିଲେ। ଉପରେ ବୁଲୁଥିବ ଏକ ଚକ ।

Indonesia football match
ଖେଳରୁ ମହାଭାରତ, ଗ୍ରାଉଣ୍ଡରେ ହିଂସାକାଣ୍ଡ ଯୋଗୁଁ ଚାଲିଗଲା ୧୨୭ ଜଣଙ୍କ ଜୀବନ

ଇଣ୍ଡୋନେସିଆରେ ଫୁଟ୍‌ବଲ୍‌ ମ୍ୟାଚ୍‌ ପରେ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ଏଥିରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆରେମା ଏଫ୍‌ସି ଓ ପର୍ସେବାୟା ସୁରବାୟା ଟିମ୍ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

Special story
ଚାକର ପ୍ରେମରେ ମାଲିକାଣୀ : ମେଣ୍ଢା ଚରାଳୀଙ୍କୁ ବିବାହ କଲେ ୨୦ ବର୍ଷୀୟ ଯୁବତୀ

ଏମିତି ବି ହୁଏ ପ୍ରେମ । ଚାକର(servant)କୁ ହୃଦୟ ଦେଇ ବିବାହ କଲେ ୨୦ ବର୍ଷୀୟ ଯୁବତୀ ।

dental nightmare
ଖାଇବା ବେଳେ ଗଳିଗଲା ସବୁ ଦାନ୍ତ : ବତିସି ଲଗାଇବା ପାଇଁ ଖର୍ଚ୍ଚ ହେବ ୩୬ ଲକ୍ଷ

ଦାନ୍ତ ନଥିବାରୁ କିଛି ଖାଇପାରୁ ନାହାନ୍ତି ଲେକ୍ସଜାଣ୍ଡାର୍ ଷ୍ଟୋଇଲୋଭ୍ । ଟଙ୍କା ଯୋଗାଡ଼ ନହେବାରୁ ଅପରେସନ୍‌ ସମ୍ଭବ ହେଉନି ।

At least 127 dead after violence at football match in Indonesia
ଫୁଟ୍‌ବଲ୍‌ ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଖେଳିଲେ ରକ୍ତର ହୋଲି: ଚାଲିଗଲା ୧୨୭ ଜୀବନ

ଇଣ୍ଡୋନେସିଆରେ ଫୁଟ୍‌ବଲ୍‌ ମ୍ୟାଚ୍‌ ପରେ ବଡ଼ ଧରଣର ହିଂସାକାଣ୍ଡ ଘଟିଛି।  ଏଥିରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି।

Special story
ଦେଶରେ 5G ଯୁଗକୁ ମୋଦିଙ୍କ ଲଗ୍ ଇନ୍ : ଆଖି ପିଛୁଳାକେ ହୋଇପାରିବ ଡାଉନଲୋଡିଂ

ପ୍ରଗତି ମୈଦାନରେ 5G କ୍ରାନ୍ତିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଦିଲ୍ଲୀରେ ଷ୍ଟିୟରିଂ ଧରି ମୋଦି ଚଳାଇଲେ ସ୍ୱିଡେନ୍‌ କାର୍

Russia - Ukraine
ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳ ଋଷିଆରେ ମିଶିଲା

ମସ୍କୋ ବିରୋଧରେ ସ୍ୱର ଲାଗି ନାଟୋ ସଦସ୍ୟଙ୍କୁ ଜେଲେନସ୍କିଙ୍କ ଆହ୍ୱାନ । ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଲେ ଋଷିଆ କଥା ଆଦୌ ମାନିବୁନି ।

 suicide bombing at a school
କାବୁଲରେ ବଡ଼ ଧରଣର ବିସ୍ଫୋରଣ, ଶହେ ନିରୀହଙ୍କ ଚାଲିଗଲା ଜୀବନ

ମୃତକଙ୍କ ମଧ୍ୟରେHazaras ଓ Shias ଗୋଷ୍ଠୀର ଛାତ୍ରଛାତ୍ରୀ ଅଧିକ ଅଛନ୍ତି।

joe biden
ବାଉଳା ବାଇଡେନ୍‌ : ଭାଷଣ ମଝିରେ ପୁଣି ଅନ୍ୟମନସ୍କ ହୋଇଗଲେ

ଜୋ ବାଇଡେନଙ୍କର କ’ଣ ହୋଇଛି ? ବାରମ୍ବାର କଥା ଭୁଲି ଯାଉଛନ୍ତି କାହିଁକି ?

Suicide Blast In Kabul Educational Centre
ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ: ପରୀକ୍ଷା ହଲ୍‌ରେ ଥିଲେ, ହଠାତ୍‌ ଫୁଟିଲା ବୋମା...୨୭ ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଶିକ୍ଷାନୁଷ୍ଠାନ ଉପରେ ଆତ୍ମଘାତୀ ବିସ୍ଫୋରଣ(Suicide Attack) ହୋଇଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି।

Extremely Dangerous Hurricane Ian Hits Florida
ଲ୍ୟାଣ୍ଡଫଲ୍‌ କଲା ଅତି ଭୟଙ୍କର ତୋଫାନ ‘ଇୟାନ’, ଘଣ୍ଟାପ୍ରତି ପବନର ବେଗ ୨୪୦ କି.ମି.

National Hurricane Center(NHC)ର ସୂଚନା ଅନୁସାରେ, ‘ଇୟାନ’ ଘଣ୍ଟା ପ୍ରତି ୨୪୦ କି.ମି. ବେଗରେ ଫ୍ଲୋରିଡା ଉପକୂଳରେ ମାଡ଼ ହୋଇଥିଲା। ଳ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ଏଠାରେ ପ୍ରବଳ ବର୍ଷା ହୋଇଥିଲା।

Shinzo Abe Funeral
ଜନସାଧାରଣଙ୍କ ବିରୋଧ ମଧ୍ୟରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶେଷକୃତ୍ୟ

ଶିଞ୍ଜୋ ଆବେଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଅର୍ଥନୈତିକ ସହ ବୈଦେଶିକ ସଂପର୍କ କ୍ଷେତ୍ରରେ ଜାପାନ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ମଜଭୁତ କରିପାରିଥିଲା । ତାଙ୍କର ଦକ୍ଷ ଅର୍ଥନୈତିକ ପରିଚାଳନା ଯାହା ଆବେନିମିକ୍ସ ନାଁରେ ପରିଚିତ, ଜାପାନକୁ ଆର୍ଥିକ ରୂପେ ଅଧିକ ସୁଦୃଢ଼ କରିଥିଲା

Xi Jinping
କେଉଁଠି ଅଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ?

ସି ଜିନପିଙ୍ଗ୍ ଅନ୍ତର୍ଦ୍ଧାନ ପଛର କାରଣ କଣ?

Special story
‘ସେ ୧୨ ବର୍ଷର ଥିଲା, ମୁଁ ଥିଲି ୩୦ ବର୍ଷର’ : ପୁରୁଣା ସ୍ମୃତି ବଖାଣିଲେ ବାଇଡେନ

ଭାଇରାଲ୍‌ ହେଉଛି ବାଇଡେନ୍‌ଙ୍କ ଭାଷଣ ଭିଡିଓ । ମହିଳାଙ୍କୁ ଉଦ୍ଦେଶ୍ୟରେ କହିଲେ ଏମିତି କଥା ।