• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Lightyear 0 electric vehicle charges while driving
ଆସୁଛି ବୈଦ୍ୟୁତିକ କାର୍; ଡ୍ରାଇଭିଂ ବେଳେ ରିଚାର୍ଜ ହେବ

ଯଦି ଆପଣଙ୍କୁ କୁହାଯାଏ କୌଣସି କାର୍ ଚାଲିବା ସମୟରେ ହିଁ ଚାର୍ଜ ହେଉଛି ତାହା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ। ଏହାକୁ କିନ୍ତୁ ଆଗାମୀ ଦିନରେ ସତ ହେବାକୁ ଯାଉଛି। ଆସନ୍ତୁ ପୂରା ଖବର ଜାଣିନେବା।

Indonesia Set To Penalise Sexual Relationship Before Marriage
ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ଛଡ଼ା ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ଜେଲ୍‌ !

ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ହୋଇପାରେ ଜେଲ୍‌। ଖୁବ୍‌ଶୀଘ୍ର ଇଣ୍ଡୋନେସିଆରେ ଏନେଇ ଏକ ନୂଆ ଆଇନ୍‌ ଲାଗୁ ହେବାକୁ ଯାଉଛି।

Robot
ବଜାରକୁ ଆସିବ ରଜନୀକାନ୍ତଙ୍କ ‘ଚିଟ୍ଟି’, ଯାହାକୁ ଦିଆଯିବ ଲାଇସେନ୍ସ ଟୁ କିଲ୍..!

ଏକ ମେସିନ୍‌କୁ ନିଜ ବୁଦ୍ଧିରେ ଗୁଳି କରିବା ପାଇଁ କ୍ଷମତା ଦେବା ସାଧାରଣ ମଣିଷ ସମାଜ ପାଇଁ କ୍ଷତିକାରକ ହୋଇପାରେ ବୋଲି ଅନେକ ତର୍କ କରୁଛନ୍ତି ।

Migrants spend 11 days in sea from nigeria
୧୧ଦିନ ଭୋକଶୋଷରେ ରହିବା ପରେ ୩ ପଳାୟନକାରୀ ଜାହାଜରୁ ଉଦ୍ଧାର

୧୧ଦିନ ଧରି ଭୋକ ଓ ଶୋଷରେ ପରେ ସ୍ପେନ କୋଷ୍ଟଗାର୍ଡ ଦ୍ୱାରା ୩ ଜଣ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି। ଏକ ବଡ ଜାହାଜରେ ଏମାନେ ନାଇଜେରିଆର ଲାଗୋସ୍ ଛାଡି ଲୁଚି ପଳେଇଯାଉଥିବା ବେଳେ କେନରୀ ଦ୍ୱୀପରେ ପହଞ୍ଚିଥିଲେ।

Scientists big mistake 48500 years old virus activated
ଦୁନିଆ ପାଇଁ ବିପଦ: ବୈଜ୍ଞାନିକଙ୍କ ଭୁଲ୍ ଯୋଗୁ ସକ୍ରିୟ ହେଲା ୪୮,୫୦୦ ବର୍ଷର ପୁରୁଣା ଭାଇରସ୍‌

ଆଜି ବି ଅନେକ ଦେଶ କରୋନା ଭାଇରସ୍ ସହ ଯୁଝୁଛନ୍ତି। କରୋନା ଯୋଗୁଁ ଚାଇନାରେ ହିଂସା ଦେଖାଦେଇଛି। ଏହାରି ଭିତରେ ଦୁନିଆ ପାଇଁ ଦେଖାଦେଇଛି ଆଉ ଏକ ଭୟ। ବୈଜ୍ଞାନିକମାନେ ୪୮,୫୦୦ ବର୍ଷର ପୁରୁଣା ଜାମ୍ବି ଭାଇରସ୍‌କୁ ପୁନର୍ଜୀବିତ କରିଛନ୍ତି।

Meth addicts
ଡ୍ରଗ୍ସର ହବ୍‌ ପାଲଟିଥିଲା ମନ୍ଦିର ! ପୋଲିସ ଚଢ଼ଉ ବେଳେ ନିଶାରେ ଚୁର୍‌ ଥିଲେ ସବୁ ସାଧୁସନ୍ୟାସୀ

ଏବେ ସୁଧାର ଗୃହରେ ରହିବେ ମନ୍ଦିରର ମୁଖ୍ୟଙ୍କ ସମେତ ଅନ୍ୟ ସମସ୍ତ ସାଧୁସନ୍ୟାସୀ ।

China likely to have 1,500 nuclear warheads by 2035
ଚୀନ୍‌ର ଯୋଜନାକୁ ନେଇ ପେଣ୍ଟାଗନ୍‌ ଦେଲା ବଡ଼ ସୂଚନା

ଆସନ୍ତା ୬ ବର୍ଷ ମଧ୍ୟରେ ଚୀନ ତାର ପରମାଣୁ ଅସ୍ତ୍ର ସଂଖ୍ୟା ୭ଶହକୁ ବୃଦ୍ଧି କରିବ ବୋଲି ଗତବର୍ଷ ପେଣ୍ଟାଗନ କହିଥିଲା।

  • Wednesday, 30 November 2022
Xi Jinping
ଚୀନରେ ଦାଉ ଦାଉ ଆନ୍ଦୋଳନର ନିଆଁ ! ଶୁଭୁଛି ଜିନପିଙ୍ଗ୍ ଗାଦି ଛାଡ଼ ନାରା

ଅଡ଼ୁଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍

  • Tuesday, 29 November 2022
  • China
Office Work 4 Days
୬ ଦିନ ବଦଳରେ ୪ ଦିନ କାମ କଲେ ବି ମିଳୁଛି ସମାନ ରେଜଲ୍ଟ , ତେବେ...

ଅନେକ କର୍ମଚାରୀ କହିଛନ୍ତି ଏହାଦ୍ୱାରା ମାନସିକ ସ୍ଥିତି ଭଲ ରହିବ । କାମ ଭଲରେ ହେବ । ଖାଲି ସେତିକି ନୁହେଁ ଏହା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ବାଲାନ୍ସ କରିବ ।

Tibet's independence is the solution to the Chin-Indian border dispute
ତିବ୍ବତର ସ୍ୱାଧୀନତା ହିଁ ଚୀନ-ଭାରତ ସୀମା ବିବାଦର ସମାଧାନ!

ଅକସାଇ ଚୀନକୁ ଜବରଦଖଲ କରିବା ବେଳେ ଭାରତ ଦଲାଇଲାମଙ୍କୁ ଶରଣ ଦେଇ ନଥିଲା। ଏସବୁ କାରଣରୁ ଭାରତ - ଚୀନ ମଧ୍ୟରେ ସୁସମ୍ପର୍କରେ ଯେଉଁ ତିକ୍ତତା ସୃଷ୍ଟି ହୋଇଛି ତାହା ଦଲାଇଲାମାଙ୍କ କାରଣ ପାଇଁ ନୁହେଁ। ଚୀନ୍ ଏକ ବିସ୍ତାରବାଦୀ ଦେଶ ଏବଂ ଭାରତର ଉତ୍ତର ସୀମାନ୍ତ ଅଞ୍ଚଳ ଉପରେ ଏହାର ଆଖି ରହିଛି।

accident
ଡାକ୍ତରାଣୀ ମା’ କୋଳରେ ଜୀବନ ହାରିଲା ଝିଅ ! ହେଲେ ଜାଣି ପାରିଲେନି ଜନ୍ମଦାତ୍ରୀ . .

ଦୁର୍ଘଟଣାରେ ଶିକାର ହୋଇଥିବା ନାବାଳିକା ଜଣକ ନିଜ ଝିଅ ବୋଲି ଜାଣି ନଥିଲେ ଡାକ୍ତରାଣୀ । ତଥାପି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ . . ହେଲେ

Asim Munir
ଭାରତ ପ୍ରତି କ’ଣ ରହିବ ପାକ୍‌ର ନୂଆ ସେନା ମୁଖ୍ୟଙ୍କ ଆଭିମୁଖ୍ୟ ?

ପୁଲଓ୍ୱାମା ହମଲା ବେଳେ ISI ମୁଖ୍ୟ ଥିଲେ ପାକ୍‌ର ନୂଆ ସେନା ମୁଖ୍ୟ ମୁନୀର

Michelle obama emotional post about marriage
‘ବାରାକ’ଙ୍କୁ ନିଜ ଘର ବୋଲି କହିଲେ ମିସେଲ ଓବାମା

ନିଜ ବୈବାହିକ ଜୀବନକୁ ନେଇ ମିସେଲ ଓବାମା ଏମିତି କହିଛନ୍ତି ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେବ। ସେ ତାଙ୍କ ସ୍ୱାମୀଙ୍କୁ ନିଜ ଘର ବୋଲି କହିଛନ୍ତି। ବୈବାହିକ ଜୀବନ ସୁରୁଖୁରୁରେ ଚାଲିବା ପାଇଁ ଦେଇଛନ୍ତି ଏମିତି ଉପଦେଶ।

Xi Jinping
ଥମୁନି କରୋନା କଟକଣା ଆନ୍ଦୋଳନ ! ଜାଳିଦେଲେ ଆପାର୍ଟମେଣ୍ଟ, ଚାଲିଗଲା ୧୦ ଜୀବନ

ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।

Anoushka Sunak
କୁଚୁପୁଡ଼ି ନାଚରେ ଜଲୱା ଦେଖାଇଲେ ରିଷି ସୁନକ୍‌ଙ୍କ ଝିଅ ! ବିମୋହିତ ହେଲେ ଦର୍ଶକ

ରିଷି ସୁନକ୍‌ ଅନୌକ୍ଷାଙ୍କ ଝିଅଙ୍କ ଶାସ୍ତ୍ରୀୟ ନୃତ୍ୟରେ କମ୍ପିଲା ମଞ୍ଚ ।

51 Year Old Woman Dead Body Found In Pieces Who Had Gone To Meet Her Lover
ପ୍ରେମିକକୁ ଭେଟିବା ପାଇଁ ୫ ହଜାର କି.ମି. ଗଲେ, ଫେରିଲା ପ୍ରେମିକାର ଖଣ୍ଡ ଖଣ୍ଡ ଶରୀର...

ଅନ୍‌ଲାଇନ୍‌ରେ କଥାବାର୍ତ୍ତା ପରେ ପ୍ରେମିକକୁ ଭେଟିବା ପାଇଁ ଜଣେ ଯୁବତୀ ୫,୦୦୦ କି.ମି. ଦୂର ଅନ୍ୟ ଏକ ଦେଶକୁ ଯାତ୍ରା କଲେ। ହେଲେ ସେଠାରେ ପହଞ୍ଚିବା ପରେ ପ୍ରେମିକ ତାଙ୍କର ହତ୍ୟା କରିଥିଲା।

TikTok dance
ଭିଡିଓରେ ନାଚିଲେ, ସ୍ୱାମୀ ମୃତ୍ୟୁର ପର୍ଦ୍ଦାଫାଶ କଲେ

ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ। ଆଲବମ୍‌ ଗୀତରେ ନାଚି ନାଚି ସ୍ୱାମୀ ମୃତ୍ୟୁ ରହସ୍ୟର କଲେ ପର୍ଦ୍ଦାଫାଶ...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

HP Layoff
ଚିନ୍ତାରେ ଘରୋଇ ସଂସ୍ଥାର କର୍ମଚାରୀ ! ଗୋଟିଏ ପରେ ଗୋଟିଏ ବଡ଼ ସଂସ୍ଥା କରୁଛନ୍ତି ଛଟେଇ

ସମସ୍ତଙ୍କ ମନରେ ସେଇ ଗୋଟିଏ ଛନକା, କାଳେ ନିଜ କମ୍ପାନୀ ବି କରିବ ଛଟେଇ । ଆଉ ଆଖିପିଛୁଳାକେ ଚାଳିଯିବ ଚାକିରି ।

  • Friday, 25 November 2022
  • HP
Woman Sets Ex-Boyfriend's House On Fire
ବୟଫ୍ରେଣ୍ଡକୁ ଫୋନ୍ କଲେ, ରିସିଭ୍‌ କଲେ ଅନ୍ୟ ଜଣେ ଯୁବତୀ, ରାଗରେ ଘର ଜାଳିଦେଲା ଗର୍ଲଫ୍ରେଣ୍ଡ...

ପ୍ରେମିକକୁ ବାରମ୍ବାର ଫୋନ୍‌ କରୁଥିଲେ, ହେଲେ ଫୋନ୍‌ ଉଠାଉଥିଲେ ଆଉ ଜଣେ ଯୁବତୀ। ଅନ୍ୟ ଯୁବତୀ ଫୋନ୍‌ ଉଠାଇବାରୁ ସମ୍ପୃକ୍ତ ଯୁବତୀ ପ୍ରେମିକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

  • Friday, 25 November 2022
  • Crime
Fire
ଚାଇନାରେ ଭୟଙ୍କର ଅଗ୍ନିକାଣ୍ତ; ୧୦ମୃତ, ୯ ଆହତ

ଗୁରୁବାର ରାତିରେ ଆଞ୍ଚଳିକ ରାଜଧାନୀ ଉରୁମ୍‌କିରେ ଏହି ଅଗ୍ନିକାଣ୍ଡ ଘଟିଛି ।

Syed Asim Munir
ଅନିଶ୍ଚିତତାର ଅନ୍ତ : ପାକିସ୍ତାନର ନୂତନ ଆର୍ମି ଚିଫ ସୟଦ ଆସିମ ମୁନିର

ନୂତନ ସେନା ମୁଖ୍ୟ (Syed Asim Munir)ଙ୍କ ନାମ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

Elon Musk
ମସ୍କଙ୍କ ମନମାନି ! କମ୍ପାନୀର ବାକିଆ ପଡ଼ିଥିବା ବିଲ୍‌ ଦେବାକୁ ରୋକଠୋକ୍ ମନା

ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ଦେବାକୁ ମନା କରିଦେଲେ ଏଲନ୍‌, ଟ୍ରାଭେଲ୍‌ ଭେଣ୍ଡରଙ୍କ ମୁଣ୍ଡରେ ଚଡ଼କ ।

Covid cases on rise in China again
ପୁଣି ଚୀନକୁ ଫେରିଲା କରୋନା, ହେଲା ଲକ୍‌ଡାଉନ୍‌...

କିଛି ଦିନର ବ୍ୟବଧାନ ପରେ ଚୀନକୁ ପୁଣି ଫେରିଛି କରୋନା। ଫଳରେ ଚୀନର ସବୁଠୁ ବଡ଼ ଜିଲ୍ଲା ବାଇୟୁନ୍‌ରେ ଲକ୍‌ଡାଉନ୍ କଟକଣା ଲାଗିଛି।

Traveler who predicted elon musk would buy twitter says he resign
ଟ୍ୱିଟର୍ ଓ ଟେସ୍‌ଲାର ସିଇଓ ପଦରୁ ଇସ୍ତଫା ଦେବେ ଏଲନ୍ ମସ୍କ!

ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଆକ୍ଟିଭ କରିବା ପରେ ଟ୍ରମ୍ପଙ୍କ ସମର୍ଥକ ଏବଂ ବିରୋଧୀମାନେ ମୁହାଁମୁହିଁ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଏଲନ୍ ମସ୍କ ଟ୍ୱିଟର୍ ଓ ଟେସଲାର ସିଇଓ ପଦରୁ ଇସ୍ତଫା ଦେବାକୁ ନେଇ କଳ୍ପନାଜଳ୍ପନା ଚାଲିଛି।

Viral Video
ଜନ୍ମରୁ ଗୋଡ଼ ନାହିଁ ହେଲେ ଏମିତି ଖେଳୁଛନ୍ତି ସମସ୍ତେ ତାଜୁବ

ଆମେ ଯେଉଁ ଖବର ବା ଯେଉଁ ପ୍ରେରଣାଦାୟୀ କାହାଣୀ ଆପଣଙ୍କୁ କହିବୁ ତାହା ଆପଣ ବୋଧ ହୁଏ କେବେ ଶୁଣିନଥିବେ ।