• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Liz Truss becomes the new British Prime Minister
ଲିଜ୍ ଟ୍ରସ୍ ହେଲେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପଛରେ ପକାଇଲେ ଟ୍ରସ୍।

Special story
ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ : ୨୦ ଜଣଙ୍କ ଜୀବନ ଚାଲିଗଲା

ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ବଡ ଧରଣର ବିସ୍ଫୋରଣ

NASA's Artemis I mission to Moon postponed again
ପୁଣି ସ୍ଥଗିତ ହେଲା NASAର ମୁନ୍ ମିଶନ୍

ଦ୍ୱିତୀୟ ଥର ପାଇଁ NASAର ମୁନ୍ ମିଶନ୍‌କୁ ସ୍ଥଗିତ ରଖିବାକୁ ପଡ଼ିଛି। ରକେଟ୍‌ରେ ଇନ୍ଧନ ଲିକେଜ୍ ହେବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Nasa
ନାସାର ଚନ୍ଦ୍ର ଅଭିଯାନ; ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ସାହାଯ୍ୟରେ ଚନ୍ଦ୍ରକୁ ଯିବେ ମଣିଷ

୯୮ ମିଟର ଉଚ୍ଚର ଶକ୍ତିଶାଳୀ ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ଦ୍ୱାରା ହେବ ଉତ୍‌କ୍ଷେପଣ । ମଣିଷ ବଦଳରେ ତିନିଟି ମାନେକୁଇନ ବା ପିତୁଳା ପଠାଯିବ ।

Dawood Ibrahim
ଦାଉଦକୁ ଧରିବା ପାଇଁ NIA ତତ୍ପର, ନେଲା ବଡ଼ ପଦକ୍ଷେପ ! ନୂଆ ଫଟୋ ବି ଜାରି କଲା

ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଏବେ ବି ସକ୍ରିୟ ଥିବା NIAର ସୂଚନା । ଛୋଟା ସକିଲ୍ ସଂପର୍କରେ ସୂଚନା ଦେଲେ ୨୦ ଲକ୍ଷ ପୁରସ୍କାର ।

Special story
ଦୁଇ ବର୍ଷ ପରେ ଧୁମ୍‌ଧାମରେ ପାଳିତ ହେଲା ‘ଲା ଟମାଟିନା’ ଫେଷ୍ଟିଭାଲ୍‌: ୧୩୦ ଟନ୍ ଟମାଟୋ ସ୍ୱାହା

ସ୍ପେନ୍‌ରେ ଜମିଲା ଟମାଟୋ ପର୍ବ, ନଷ୍ଟ ହେଲା ୧୩୦ ଟନ୍ ଟମାଟୋ।

Special story
ଭୁଲରେ ଆକାଉଣ୍ଟକୁ ଆସିଲା ୫୭ କୋଟି, ଏବେ ସୁଧ ସହ ଟଙ୍କା ଫେରାଇବେ ମହିଳା

ଭୁଲରେ ଆସିଥିବା ଟଙ୍କାକୁ କେବେ ଖର୍ଚ୍ଚ କରିବା କଥା ନୁହେଁ, କାରଣ ଶେଷରେ ଟଙ୍କା ଶୁଝିବା ଥୟ ।

ଚୀନ୍‌ର ନୂଆ ଚାଲ୍
ସୀମାରେ ନୂଆ ଚାଲ୍ ଖେଳୁଛି ଚୀନ୍ ! ସାଟେଲାଇଟ୍ ଫଟୋ କହୁଛି ବଡ଼ ବଡ଼ ମେସିନ ଅଛି ଆଉ ବ୍ରିଜ୍‌ କାମ ଚାଲିଛି

ଚୀନ୍ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ରିଜ୍‌ ମଝିରେ ୧୫ ମିଟରର ଫାଙ୍କ ରହିଛି । ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଚାଲିଥିବା ସତ୍ତ୍ୱେ ଏହି ଫାଙ୍କ ପୂରଣ କରାଯାଉନାହିଁ ।

Super Typhoon Hinnamnor
ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ଭୟଙ୍କର ଝଡ଼

ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୨୫୭ କିମି ୧୬୦ ମାଇଲ୍ସ ରହିଛି।

Special story
ଇରାକରେ ରାଜନୈତିକ ସଂକଟ ମଧ୍ୟରେ ହିଂସା : ସେନା-ବିକ୍ଷୋଭକାରୀ ମୁହାଁମୁହିଁ, ଗୁଳିରେ ଟଳିଲେ ଅନେକ

ଜଣେ ଧାର୍ମିକ ନେତାଙ୍କ ରାଜନୈତିକ ଜୀବନରୁ ସନ୍ୟାସ ଘୋଷଣା ପରେ ଅସ୍ଥିର ଇରାକ୍

last Brazilian tribe dies
ଆମାଜନ୍‌ ଜଙ୍ଗଲର ଶେଷ ଆଦିମାନବଙ୍କ ମୃତ୍ୟୁ

ବ୍ରାଜିଲ୍‌ରେ ରହୁଥିବା ଶେଷ ଆଦିମାନବଙ୍କ ମୃତ୍ୟୁ ହୋଇଛି। ବାହାର ସମାଜ ସହ ତାଙ୍କର କୌଣସି ସଂପର୍କ ନଥିବା ବେଳେ ସେ ଜଙ୍ଗଲରେ ହିଁ ରହୁଥିଲେ। ଜାଣନ୍ତୁ ସେ କିପରି ରହୁଥିଲେ ଓ କ’ଣ ଖାଉଥିଲେ।

Pakistan Flood
ବନ୍ୟାରେ ବୁଡ଼ିଗଲାଣି ଅଧା ପାକିସ୍ତାନ, ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଦେଶବାସୀ

ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।

Woman Spent 40 Lakh On Plastic Surgery
ସୁନ୍ଦରୀ ହେବା ପାଇଁ ଖର୍ଚ୍ଚ କଲେ ୪୦ ଲକ୍ଷ ଟଙ୍କା; ଏତେ ସୁନ୍ଦର ହେଲେ ଯେ, ଏବେ କେହି ମିଳୁ ନାହାନ୍ତି...

ଏହି ଯୁବତୀ ସୁନ୍ଦର ଦିଶିବା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏବେ ତାଙ୍କର ଏମିତି ଅବସ୍ଥା, ବୟଫ୍ରେଣ୍ଡ୍‌ କିମ୍ବା ରିଲେଶନଶିପ୍‌ ତ ଦୂରର କଥା ଲୋକମାନେ ତାଙ୍କୁ ମଣିଷ ଭାବେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି।

Special story
ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା : ହଜାରେ ଲୋକ ମୃତ, କୋଟି କୋଟି ପ୍ରଭାବିତ

ବଲୁଚିସ୍ତାନ ଓ ସିନ୍ଧ ପ୍ରଦେଶ ଅଧିକ ପ୍ରଭାବିତ ହୋଇଛି ।

Pakistan Flood
ଆକାଶଛୁଆଁ ପରିବା ଦର; ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦ ଟଙ୍କା

ବନ୍ୟା ପରେ ସଙ୍ଗୀନ ସ୍ଥିତିରେ ପାକିସ୍ତାନ। ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦...କଣ ଖାଇବେ? କେମିତି ଖାଇବେ? ଚିନ୍ତାରେ ପାକ୍‌ବାସୀ..

Special story
ନା କାଜଲ, ନା ଲିପଷ୍ଟିକ୍‌ : ବିନା ମେକ୍‌ଅପରେ ରାମ୍ପରେ ଚାଲିଲେ ‘Miss England’ ଫାଇନାଲିଷ୍ଟ

ବିନା ମେକଅପରେ ସୌନ୍ଦର୍ଯ୍ୟ ପ୍ରତିଯୋଗୀ ହୋଇ ଇତିହାସ ରଚିଛନ୍ତି Melisa Raouf ।

Special story
‘ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ, ହେଲେ’ . . ଫେସବୁକ୍ ଲାଇଭ୍ ସମୟରେ ଯୁବତୀଙ୍କ ମୃତ୍ୟୁ

ସୁଇମିଂ ପୁଲରେ ଥାଇ ଚିତ୍କାର କରୁଥିଲେ ଯୁବତୀ, ହେଲେ କେହି ଆସିଲେନି । ଶେଷରେ ଜୀବନ ଚାଲିଗଲା ।

Special story
ପୁଅକୁ ଭେଟିବାକୁ ଗଲେ ଗ୍ୟାରେଜରେ ଶୁଅନ୍ତି ଏଲନ୍ ମସ୍କଙ୍କ ମା’ : ହେଲେ କାହିଁକି ?

ପୁଅ ଦୁନିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତି, ତଥାପି ଗ୍ୟାରେଜରେ ଶୁଅନ୍ତି ମା’ ।

Special story
ପୁଅକୁ ଜନ-ଗଣ-ମନ ଶିଖାଇଲେ କୋରିଆନ୍‌ ମହିଳା

ଭାରତର ସଂସ୍କୃତି, ପରମ୍ପରା ପ୍ରେମରେ ବିଦେଶୀ ।

Special story
୪ ଭାରତୀୟ ମହିଳାଙ୍କୁ ଆମେରିକାରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ସହ ଆକ୍ରମଣ ଅଭିଯୋଗ

ଅଭିଯୋଗ ପରେ ଆକ୍ରମଣକାରୀକୁ ଗିରଫ କଲା ଟେକ୍ସାସ ପୋଲିସ୍

Special story
ପଡୋଶୀ ଦେଶରେ ବର୍ଷା ପାଇଁ ଏମରଜେନ୍ସି : ବାସହରା ହେଲେ ୩ କୋଟି, ୯୦୦ରୁ ଅଧିକ ମୃତ

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି, ଜନତାଙ୍କୁ କଲବଳ କରୁଛି ଭୟଙ୍କର ବର୍ଷା

Monitor Lizard
ଆଖଡ଼ା ପାଲଟିଲା ରାସ୍ତା; ଗାଡ଼ି ଅଟକାଇ ଦମଦାର ଫାଇଟ୍‌ କଲେ ଗୋଧି

ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ, ଯେଉଁଠି ଦୁଇଟି ବିରାଟାକାୟ ଗୋଧି ରାସ୍ତା ମଝିରେ କୁସ୍ତି ଲଢ଼ୁଛନ୍ତି ।

US Smuggler Caught With 60 Snakes, Lizards And Reptiles In His Pants
୬୦ଟି ସରୀସୃପଙ୍କୁ ପକେଟ୍‌ରେ ନେଉଥିବା ବେଳେ ଧରାପଡିଲେ

ବନ୍ୟଜନ୍ତୁ ଚୋରା ଚାଲାଣ କରିବାରେ ମାହିର ଥିଲେ ଜଣେ ବ୍ୟକ୍ତି। ଗାଡିରେ ନିଜ ପକେଟ୍‌ରେ ୬୦ଟି ସାପ ଓ ଝିଟିପିଟି ଲୁଚେଇ ନେଉଥିଲେ। ଧରାପଡିବାରୁ ୪୫ ବର୍ଷ ଜେଲ ଦଣ୍ଡ।