ବ୍ରିଟେନ୍ର ସ୍ୱାସ୍ଥ୍ୟ ସେବା ପ୍ରକ୍ରିୟା ସମ୍ପୂର୍ଣ୍ଣଭାବେ ଅଚଳ ହୋଇପଡିଛି। ଗୋଟିଏ ପଟେ ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା, ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ଅନ୍ୟପକ୍ଷେ ହସ୍ପିଟାଲ୍ରେ ରୋଗୀଙ୍କ ଅସମ୍ଭାଳ ଭିଡ ଲାଗିଛି। ପ୍ରାୟ ୯ଠ% ହସ୍ପିଟାଲ୍ରେ ରୋଗୀ ବିନା ବେଡ୍ରେ ଚଟାଣରେ ଶୋଇ ରହିଥିବା ଦେଖିବାକୁ ମିଳିଛି।
ମୃତ୍ୟୁ କେତେବେଳେ କାହା ଜୀବନରେ କେମିତି ଆସିବ ତାହା କେହିବି କହିପାରିବେନି। ହେଲେ କିଛି ଲୋକ ନିଜ ମୃତ୍ୟୁକୁ ନେଇ ମିଛ ଅଭିନୟ କରିଥାନ୍ତି। ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ଥିବାବେଳେ ସତ ଜଣାପଡ଼ିବା ପରେ ସେମାନଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଥାଏ।
ମୃତ୍ୟୁ ସତରେ ଖୁବ୍ ନିଷ୍ଠୁର । କେତେବେଳେ ଯେ ମାଡ଼ି ଆସେ ଜଣାପଡ଼େ ନାହିଁ ।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।
ଚୁକ୍ତି ଉଲ୍ଲଂଘନ ପାଇଁ ନୋଟିସ୍ ପଠାଇଲା ଭାରତ, ଆଲୋଚନା ପାଇଁ ଦେଲା ୯୦ ଦିନର ମହଲତ୍
ଅସୁସ୍ଥ ମା’ର ସେବାଯତ୍ନ ପାଇଁ ଯାଇଥିବା କର୍ମଚାରୀଙ୍କୁ ଚାକିରିରୁ ବିଦା କଲା ଗୁଗଲ ।
ଇସ୍ରାଏଲର ଜେରୁଜେଲମରେ ବଡ ଧରଣର ଗୁଳିକାଣ୍ଡ ହୋଇଛି। ଆତତାୟୀର ଅତର୍କିତ ଗୁଳିମାଡ଼ରେ ୭ ଜଣଙ୍କ ମୃତ୍ୟୁ ହୋଇଛି।
ଇଣ୍ଟରଭିୟୁ ମଝିରେ ରିକ୍ରୁଟର ନିଜେ ନିଜର ହିଁ ଚାକିରି ବଞ୍ଚାଇ ପାରିଲେନି ।
କୃପଣ ବ୍ୟକ୍ତି, ଯିଏ ଟଙ୍କା ସଞ୍ଚୟ କରିବାକୁ ମଣିଷ ଖାଦ୍ୟ ବଦଳରେ ବିଲେଇ ଖାଦ୍ୟ ଖାଉଛନ୍ତି। ଏବେ ସୁଦ୍ଧା ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୪୩ କୋଟି।
ଶିକାର କରିବାକୁ ବାହାରିଥିବା ମାଲିକ ଶେଷରେ ନିଜେ ଗୁଳିମାଡ଼ର ଶିକାର ହୋଇଗଲେ।
ଚଳିତ ବର୍ଷ ପ୍ରଥମ ୩ ସପ୍ତାହ ମଧ୍ୟରେ ଆମେରିକାରେ ୩୯ଟି ଗୁଳିକାଣ୍ଡ ହୋଇଛି। ୪ ଦିନ ମଧ୍ୟରେ ୨୩ ଜଣଙ୍କ ଜୀବନ ଗଲାଣି।
ଠିକ୍ ସମୟରେ ହାତ ଛାଡ଼ି ଦେଲା କମ୍ପାନୀ । ଚାକିରିରୁ ଛଟେଇ ହେବା ପରେ ଲିଙ୍କଡଇନ୍ ପୋଷ୍ଟରେ ଦୁଃଖ ବଖାଣିଲେ ମହିଳା ।
ଅଭାବ ଅନଟନ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ଥମିବାର ନାଁ ଧରୁନି। ଆଜି ସକାଳେ ପାକିସ୍ତାନରେ ବଡ ଧରଣର ବିଦ୍ୟୁତ୍ ବିଭ୍ରାଟ ହୋଇଛି।
ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କୁ ନେଇ ନୂଆ ନୂଆ ନିୟମ ଲାଗୁ କରାଯାଉଛି। ଏବେ ଆଉ ଏକ ନୂଆ ନିୟମ ସମସ୍ତଙ୍କୁ ତାଜୁବ୍ କରିଦେଇଛି। ଦୋକାନରେ ଥିବା ପୁତଳିକାର ମୁହଁ ମଧ୍ୟ ଢାଙ୍କିବାକୁ ନିର୍ଦ୍ଦେଶ ଜାରି ହୋଇଛି।
କାର୍ରେ ବସିଥିବା ବେଳେ ସିଟ୍ ବେଲ୍ଟ ନପିନ୍ଧିବା ଯୋଗୁ ବ୍ରିଟିଶ ପୋଲିସ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଉପରେ ଫାଇନ୍ ପକାଇଛନ୍ତି।
ମହାବିନାଶକାରୀ ସୁପର୍ ଟର୍ପିଡୋର ନାଁ ପସାଇଡନ୍
ସେ ତାଙ୍କ ଆଖିରେ ଅନେକ ବଡ଼ ବଡ଼ ବିପତ୍ତି ଓ ବିପଦକୁ ଦେଖିଆସିଛନ୍ତି
ଭଗବାନ୍ ଏମିତି ଦୁଃଖ କାହାକୁ ନଦିଅନ୍ତୁ । Amazon ଚାକିରିରେ ଯୋଗ ଦେବା ପୂର୍ବରୁ ହିଁ ଚାକିରି ହରାଇଲେ ଯୁବକ ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କଥା ଲଙ୍କାରେ ହରିଶବ୍ଦ ଭଳି ଲାଗୁଛି ।
ଚୀନରେ କୋଭିଡ ସ୍ଥତି ଏବେ ପିକ୍ରେ ପହଞ୍ଚିବାକୁ ଯାଉଥିବା ବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ପଡ଼ୋଶୀ ଦେଶ ନେପାଳରେ ବିମାନ ଦୁର୍ଘଟଣା କିଛି ନୂଆ କଥା ନୁହେଁ
ବିଶ୍ୱର ଏପରି ଏକ ସହର ଅଛି, ଯେଉଁଠାରେ ବର୍ତ୍ତମାନ ତାପମାତ୍ରା ରହିଛି ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍ । ଏହାକୁ ବିଶ୍ୱର ସବୁଠୁ ଥଣ୍ଡା ସହର ବୋଲି କୁହାଯାଏ।
ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାକୁ ଯିଏ ବି ଦେଖୁଛି ସିଏ ପ୍ରଶଂସା ନକରି ରହି ପାରୁନି ।